ପେନ୍‌ସନ୍‌ ଦେବାରେ ବିଳମ୍ୱ କଲେ ସୁଧ ଗଣିବେ ବ୍ୟାଙ୍କ

The Sakala Picture
Published On

ନୂଆଦିଲ୍ଲୀ : ପେନ୍‌ସନ୍‌କୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। କେନ୍ଦ୍ର ଓ ରାଜ୍ୟ କର୍ମଚାରୀଙ୍କ ପେନ୍‌ସନ୍‌ ପ୍ରଦାନରେ କୌଣସି ପ୍ରକାର ବିଳମ୍ୱ ହେଲେ ଏଥପାଇଁ ଦାୟୀ ରହୁଥିବା ବ୍ୟାଙ୍କ ୮ ପ୍ରତିଶତ ହାରରେ ସୁଧ ଦେବେ। ଏନେଇ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ମାଷ୍ଟର ସର୍କୁଲାରରେ କୁହାଯାଇଛି ଯେ ଏହି ନିୟମର ଉଦ୍ଦେଶ୍ୟ ପେନସନଭୋଗୀଙ୍କ ବକେୟା ବିଳମ୍ୱରେ କ୍ଷତିପୂରଣ […]

ନୂଆଦିଲ୍ଲୀ : ପେନ୍‌ସନ୍‌କୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। କେନ୍ଦ୍ର ଓ ରାଜ୍ୟ କର୍ମଚାରୀଙ୍କ ପେନ୍‌ସନ୍‌ ପ୍ରଦାନରେ କୌଣସି ପ୍ରକାର ବିଳମ୍ୱ ହେଲେ ଏଥପାଇଁ ଦାୟୀ ରହୁଥିବା ବ୍ୟାଙ୍କ ୮ ପ୍ରତିଶତ ହାରରେ ସୁଧ ଦେବେ। ଏନେଇ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ମାଷ୍ଟର ସର୍କୁଲାରରେ କୁହାଯାଇଛି ଯେ ଏହି ନିୟମର ଉଦ୍ଦେଶ୍ୟ ପେନସନଭୋଗୀଙ୍କ ବକେୟା ବିଳମ୍ୱରେ କ୍ଷତିପୂରଣ ପ୍ରଦାନ କରିବା।

ଆହୁରି ପଢ଼ନ୍ତୁ: ୟୁକ୍ରେନର ମାରାତ୍ମକ ଡ୍ରୋନ ଆକ୍ରମଣ: ଧ୍ୱସ୍ତ ହେଲା ଋଷର ସପ୍ଲାଇ ଲାଇନ, ବଢିଲା ପୁଟିନଙ୍କ ଚିନ୍ତା

ଏହି ସର୍କୁଲାର୍ ଅନୁଯାୟୀ, ପେନ୍‌ସନ୍ ପୈଠ କରୁଥିବା ବ୍ୟାଙ୍କକୁ ପେନ୍‌ସନ୍ କିମ୍ୱା ବକେୟା ରାଶି ପ୍ରଦାନ କରିବାରେ ବିଳମ୍ୱ ପାଇଁ ବାର୍ଷକ ୮ ପ୍ରତିଶତ ହାରରେ କ୍ଷତିପୂରଣ ଦେବାକୁ ପଡ଼ିବ। ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଏହି କ୍ଷତିପୂରଣ ପେନସନଭୋଗୀଙ୍କୁ ବିନା କୌଣସି ଦାବିରେ ସ୍ୱତପୁତ ଭାବେ ପ୍ରଦାନ କରାଯିବ। ପେନ୍‌ସନ୍ ପ୍ରଦାନ ତାରିଖ ପରେ ଯେ କୌଣସି ବିଳମ୍ୱ ପାଇଁ ଏହି କ୍ଷତିପୂରଣ ଦେବାକୁ ପଡ଼ିବ। ଏହାବ୍ୟତୀତ, ବ୍ୟାଙ୍କଗୁଡ଼ିକୁ ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ କରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଇରାନର ଡ୍ରୋନ୍ ଆକ୍ରମଣ ପରେ ହରମୁଜ୍ ପ୍ରଣାଳୀରେ ଜାତିସଂଘର ଉଦ୍ଧାର କାର୍ଯ୍ୟ ସ୍ଥଗିତ, ୧୧,୦୦୦ ନାବିକଙ୍କ ଜୀବନ ସଙ୍କଟରେ

09 Apr 2025 By The Sakala

ପେନ୍‌ସନ୍‌ ଦେବାରେ ବିଳମ୍ୱ କଲେ ସୁଧ ଗଣିବେ ବ୍ୟାଙ୍କ

ନୂଆଦିଲ୍ଲୀ : ପେନ୍‌ସନ୍‌କୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। କେନ୍ଦ୍ର ଓ ରାଜ୍ୟ କର୍ମଚାରୀଙ୍କ ପେନ୍‌ସନ୍‌ ପ୍ରଦାନରେ କୌଣସି ପ୍ରକାର ବିଳମ୍ୱ ହେଲେ ଏଥପାଇଁ ଦାୟୀ ରହୁଥିବା ବ୍ୟାଙ୍କ ୮ ପ୍ରତିଶତ ହାରରେ ସୁଧ ଦେବେ। ଏନେଇ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ମାଷ୍ଟର ସର୍କୁଲାରରେ କୁହାଯାଇଛି ଯେ ଏହି ନିୟମର ଉଦ୍ଦେଶ୍ୟ ପେନସନଭୋଗୀଙ୍କ ବକେୟା ବିଳମ୍ୱରେ କ୍ଷତିପୂରଣ ପ୍ରଦାନ କରିବା।

ଏହି ସର୍କୁଲାର୍ ଅନୁଯାୟୀ, ପେନ୍‌ସନ୍ ପୈଠ କରୁଥିବା ବ୍ୟାଙ୍କକୁ ପେନ୍‌ସନ୍ କିମ୍ୱା ବକେୟା ରାଶି ପ୍ରଦାନ କରିବାରେ ବିଳମ୍ୱ ପାଇଁ ବାର୍ଷକ ୮ ପ୍ରତିଶତ ହାରରେ କ୍ଷତିପୂରଣ ଦେବାକୁ ପଡ଼ିବ। ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଏହି କ୍ଷତିପୂରଣ ପେନସନଭୋଗୀଙ୍କୁ ବିନା କୌଣସି ଦାବିରେ ସ୍ୱତପୁତ ଭାବେ ପ୍ରଦାନ କରାଯିବ। ପେନ୍‌ସନ୍ ପ୍ରଦାନ ତାରିଖ ପରେ ଯେ କୌଣସି ବିଳମ୍ୱ ପାଇଁ ଏହି କ୍ଷତିପୂରଣ ଦେବାକୁ ପଡ଼ିବ। ଏହାବ୍ୟତୀତ, ବ୍ୟାଙ୍କଗୁଡ଼ିକୁ ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ କରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର