ମନୋରଞ୍ଜନ

ବେକରେ ରଶି ଲଗାଇ ଝୁଲି ପଡ଼ିଲେ ପରିବାରର ୫ ସଦସ୍ଯ

The Sakala Picture
Published On

ପଟନା: ବିହାରର ସୁପୌଲ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଗୋଟିଏ ପରିବାରର ୫ ସଦସ୍ୟ ଏକା ସମୟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ପୁଲିସ କହିଛି। ଏକକାଳୀନ ପାଞ୍ଚ ଜଣଙ୍କ ଆତ୍ମହତ୍ୟା ଖବର ଜଣାପଡ଼ିବାପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପଡୋଶୀମାନେ କହିବା ଅନୁଯାୟୀ, ଆର୍ଥିକ ଅସୁବିଧା ଭୋଗୁଥିବାରୁ ପରିବାର ଆତ୍ମହତ୍ୟା କରିଛନ୍ତି। […]

ପଟନା: ବିହାରର ସୁପୌଲ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଗୋଟିଏ ପରିବାରର ୫ ସଦସ୍ୟ ଏକା ସମୟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ୧୩ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ଉପରେ କଟକଣା! ଆସୁଛି ‘ଶିଲ୍ଡ’ ବିଲ୍

ଏକକାଳୀନ ପାଞ୍ଚ ଜଣଙ୍କ ଆତ୍ମହତ୍ୟା ଖବର ଜଣାପଡ଼ିବାପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପଡୋଶୀମାନେ କହିବା ଅନୁଯାୟୀ, ଆର୍ଥିକ ଅସୁବିଧା ଭୋଗୁଥିବାରୁ ପରିବାର ଆତ୍ମହତ୍ୟା କରିଛନ୍ତି। ତେବେ ଅନୁସନ୍ଧାନ ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ।

ଆହୁରି ପଢ଼ନ୍ତୁ: ଦୁଷ୍କର୍ମ ଅଭିଯୋଗରେ ଆଇପିଏଲ୍ କ୍ରିକେଟର ଅଭିଷେକ ପୋରେଲ ଗିରଫ

ପୁଲିସ ପ୍ରାଥମିକ ତଦନ୍ତରୁ ଏହାକୁ ଆତ୍ମହତ୍ୟା ମାମଲା ବୋଲି ବିଚାର କରୁଛି। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏସପି ମନୋଜ କୁମାରଙ୍କ କହିବାନୁସାରେ, ଘଟଣାଟି ଆତ୍ମହତ୍ୟା ହେଉ କି ଅନ୍ୟ କିଛି, ତାହା ତଦନ୍ତ ପରେ ହିଁ ଜଣା ପଡ଼ିବ। ବର୍ତ୍ତମାନ ପୁଲିସ ଫୋରେନସିକ୍ ରିପୋର୍ଟ ଆସିବାକୁ ଅପେକ୍ଷା କରିଛି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ବିବାଦରେ ପୂର୍ବତନ ସିଜେଆଇ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କୁ ବଡ଼ ଦାୟିତ୍ୱ: ରୁଷ ପକ୍ଷରୁ ମଧ୍ୟସ୍ଥକାରୀ ନିଯୁକ୍ତ

13 Mar 2021 By The Sakala

ବେକରେ ରଶି ଲଗାଇ ଝୁଲି ପଡ଼ିଲେ ପରିବାରର ୫ ସଦସ୍ଯ

ପଟନା: ବିହାରର ସୁପୌଲ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଗୋଟିଏ ପରିବାରର ୫ ସଦସ୍ୟ ଏକା ସମୟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ପୁଲିସ କହିଛି।

ଏକକାଳୀନ ପାଞ୍ଚ ଜଣଙ୍କ ଆତ୍ମହତ୍ୟା ଖବର ଜଣାପଡ଼ିବାପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପଡୋଶୀମାନେ କହିବା ଅନୁଯାୟୀ, ଆର୍ଥିକ ଅସୁବିଧା ଭୋଗୁଥିବାରୁ ପରିବାର ଆତ୍ମହତ୍ୟା କରିଛନ୍ତି। ତେବେ ଅନୁସନ୍ଧାନ ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ।

ପୁଲିସ ପ୍ରାଥମିକ ତଦନ୍ତରୁ ଏହାକୁ ଆତ୍ମହତ୍ୟା ମାମଲା ବୋଲି ବିଚାର କରୁଛି। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏସପି ମନୋଜ କୁମାରଙ୍କ କହିବାନୁସାରେ, ଘଟଣାଟି ଆତ୍ମହତ୍ୟା ହେଉ କି ଅନ୍ୟ କିଛି, ତାହା ତଦନ୍ତ ପରେ ହିଁ ଜଣା ପଡ଼ିବ। ବର୍ତ୍ତମାନ ପୁଲିସ ଫୋରେନସିକ୍ ରିପୋର୍ଟ ଆସିବାକୁ ଅପେକ୍ଷା କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର