ଦିଲ୍ଲୀ ବିଧାନସଭା ଫଳାଫଳ: ବିଜେପିକୁ ବହୁମତ, ଆପର ବଡ଼ କ୍ଷତି, ଖାତା ଖୋଲିପାରିଲାନି କଂଗ୍ରେସ….

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି।  ଟ୍ରେଣ୍ଡରେ ବହୁମତଠାରୁ ବିଜେପି ବହୁ ଆଗରେ ରହିଛି। ବିଜେପି ଏକତରଫା ବିଜୟ ମୁହାଁ ହୋଇଛି। ଦିଲ୍ଲୀରେ ମୋଟ ବିଧାନସଭା ସିଟ୍ ସଂଖ୍ୟା ୭୦ ହୋଇଥିବାବେଳେ ମ୍ୟାଜିକ ନମ୍ବର ପାର କରି ସାରିଛି ବିଜେପି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ବିଜେପି ୪୮ ଟା ସିଟରେ ଆଗୁଆ ରହିଥିବାବେଳେ ଆପ୍ ୨୨ଟା ସିଟରେ ଆଗରେ ରହିଛି। ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରସକୁ […]

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି।  ଟ୍ରେଣ୍ଡରେ ବହୁମତଠାରୁ ବିଜେପି ବହୁ ଆଗରେ ରହିଛି। ବିଜେପି ଏକତରଫା ବିଜୟ ମୁହାଁ ହୋଇଛି। ଦିଲ୍ଲୀରେ ମୋଟ ବିଧାନସଭା ସିଟ୍ ସଂଖ୍ୟା ୭୦ ହୋଇଥିବାବେଳେ ମ୍ୟାଜିକ ନମ୍ବର ପାର କରି ସାରିଛି ବିଜେପି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ବିଜେପି ୪୮ ଟା ସିଟରେ ଆଗୁଆ ରହିଥିବାବେଳେ ଆପ୍ ୨୨ଟା ସିଟରେ ଆଗରେ ରହିଛି। ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରସକୁ ବଡ଼ ଝଟକା ଲାଗିଛି। ଗୋଟିଏ ବି ସିଟ୍ ଦଖଲ କରିପାରିନି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ପାଳନ ହେବ ଶ୍ରୀରାମ ଜନ୍ମ ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଅନ୍ୟପକ୍ଷରେ, ଆପର ବହୁ ହେଭିୱେଟ ନେତା ମଧ୍ୟ ପରାସ୍ତ ହୋଇଛନ୍ତି। ଆପର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥାର ଆପର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପରାସ୍ତ ହୋଇଛନ୍ତି। BJP ପ୍ରାର୍ଥ ପ୍ରବେଶ ବର୍ମାଙ୍କଠୁ ସେ ପରାସ୍ତ ହୋଇଛନ୍ତି। ସେହିପରି ଜଙ୍ଗପୁରୀ ଆସନରୁ ବିଜେପି ପ୍ରାର୍ଥୀ ତରବିନ୍ଦର ସିଂହ ମାରୱାଙ୍କଠୁ ୬୦୦ ଭୋଟରେ ହାରିଛନ୍ତି ମନୀଷ ସିସୋଦିଆ । ଦିଲ୍ଲୀରେ ୨୭ ବର୍ଷ ପରେ ବିଜେପି ସରକାରକୁ ଫେରୁଥିବାରୁ ନେତାଠୁ କର୍ମୀ ବେସ ଉତ୍ସାହିତ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଆସିଲା ନୂଆ ଅବକାରୀ ନୀତି; ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ, ଶ୍ରୀମନ୍ଦିର ନିକଟରେ ମଦ ଦୋକାନ ଓ ବିକ୍ରି ମନା

08 Feb 2025 By The Sakala

ଦିଲ୍ଲୀ ବିଧାନସଭା ଫଳାଫଳ: ବିଜେପିକୁ ବହୁମତ, ଆପର ବଡ଼ କ୍ଷତି, ଖାତା ଖୋଲିପାରିଲାନି କଂଗ୍ରେସ….

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି।  ଟ୍ରେଣ୍ଡରେ ବହୁମତଠାରୁ ବିଜେପି ବହୁ ଆଗରେ ରହିଛି। ବିଜେପି ଏକତରଫା ବିଜୟ ମୁହାଁ ହୋଇଛି। ଦିଲ୍ଲୀରେ ମୋଟ ବିଧାନସଭା ସିଟ୍ ସଂଖ୍ୟା ୭୦ ହୋଇଥିବାବେଳେ ମ୍ୟାଜିକ ନମ୍ବର ପାର କରି ସାରିଛି ବିଜେପି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ବିଜେପି ୪୮ ଟା ସିଟରେ ଆଗୁଆ ରହିଥିବାବେଳେ ଆପ୍ ୨୨ଟା ସିଟରେ ଆଗରେ ରହିଛି। ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରସକୁ ବଡ଼ ଝଟକା ଲାଗିଛି। ଗୋଟିଏ ବି ସିଟ୍ ଦଖଲ କରିପାରିନି।

ଅନ୍ୟପକ୍ଷରେ, ଆପର ବହୁ ହେଭିୱେଟ ନେତା ମଧ୍ୟ ପରାସ୍ତ ହୋଇଛନ୍ତି। ଆପର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥାର ଆପର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପରାସ୍ତ ହୋଇଛନ୍ତି। BJP ପ୍ରାର୍ଥ ପ୍ରବେଶ ବର୍ମାଙ୍କଠୁ ସେ ପରାସ୍ତ ହୋଇଛନ୍ତି। ସେହିପରି ଜଙ୍ଗପୁରୀ ଆସନରୁ ବିଜେପି ପ୍ରାର୍ଥୀ ତରବିନ୍ଦର ସିଂହ ମାରୱାଙ୍କଠୁ ୬୦୦ ଭୋଟରେ ହାରିଛନ୍ତି ମନୀଷ ସିସୋଦିଆ । ଦିଲ୍ଲୀରେ ୨୭ ବର୍ଷ ପରେ ବିଜେପି ସରକାରକୁ ଫେରୁଥିବାରୁ ନେତାଠୁ କର୍ମୀ ବେସ ଉତ୍ସାହିତ ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର