ଆନ୍ଧ୍ରପ୍ରଦେଶରେ ମର୍ମଦୁନ୍ତ ସଡକ ଦୁର୍ଘଟଣା; ୪ ଓଡ଼ିଆ ମୃତ, ୩ ଗୁରୁତର

The Sakala Picture
Published On

ନୂଆଦିଲ୍ଲୀ: ଲରି ସହ ଧକ୍କା ହେଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ୪ ଜଣ ଓଡ଼ିଆ ମୃତ୍ୟୁବରଣ କରିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ଚିତ୍ତୁର ଜିଲ୍ଲା ତିରୁପତି ବେଙ୍ଗାଳୁରୁ ଜାତୀୟ ରାଜପଥରେ ଘଟିଛି ଏହି ମର୍ମଦୁନ୍ତ ସଡକ ଦୁର୍ଘଟଣା । ରୋଗୀ ଧରି ବେଙ୍ଗଲୁରୁ ଭିକ୍ଟୋରିଆ ହସ୍ପିଟାଲ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି । ଚିକିତ୍ସା ପାଇଁ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଯାଉଥିଲେ । ସମସ୍ତ ମୃତକ ପଟ୍ଟାମୁଣ୍ଡାଇ ଗୋବିନ୍ଦପୁର ଅଞ୍ଚଳର ବୋଲି […]

ନୂଆଦିଲ୍ଲୀ: ଲରି ସହ ଧକ୍କା ହେଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ୪ ଜଣ ଓଡ଼ିଆ ମୃତ୍ୟୁବରଣ କରିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ଚିତ୍ତୁର ଜିଲ୍ଲା ତିରୁପତି ବେଙ୍ଗାଳୁରୁ ଜାତୀୟ ରାଜପଥରେ ଘଟିଛି ଏହି ମର୍ମଦୁନ୍ତ ସଡକ ଦୁର୍ଘଟଣା । ରୋଗୀ ଧରି ବେଙ୍ଗଲୁରୁ ଭିକ୍ଟୋରିଆ ହସ୍ପିଟାଲ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି । ଚିକିତ୍ସା ପାଇଁ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଯାଉଥିଲେ । ସମସ୍ତ ମୃତକ ପଟ୍ଟାମୁଣ୍ଡାଇ ଗୋବିନ୍ଦପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ଜଣେ ମହିଳା ଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

15 Sep 2023 By The Sakala

ଆନ୍ଧ୍ରପ୍ରଦେଶରେ ମର୍ମଦୁନ୍ତ ସଡକ ଦୁର୍ଘଟଣା; ୪ ଓଡ଼ିଆ ମୃତ, ୩ ଗୁରୁତର

ନୂଆଦିଲ୍ଲୀ: ଲରି ସହ ଧକ୍କା ହେଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ୪ ଜଣ ଓଡ଼ିଆ ମୃତ୍ୟୁବରଣ କରିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ଚିତ୍ତୁର ଜିଲ୍ଲା ତିରୁପତି ବେଙ୍ଗାଳୁରୁ ଜାତୀୟ ରାଜପଥରେ ଘଟିଛି ଏହି ମର୍ମଦୁନ୍ତ ସଡକ ଦୁର୍ଘଟଣା । ରୋଗୀ ଧରି ବେଙ୍ଗଲୁରୁ ଭିକ୍ଟୋରିଆ ହସ୍ପିଟାଲ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି । ଚିକିତ୍ସା ପାଇଁ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଯାଉଥିଲେ । ସମସ୍ତ ମୃତକ ପଟ୍ଟାମୁଣ୍ଡାଇ ଗୋବିନ୍ଦପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ଜଣେ ମହିଳା ଥିବା ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର