ଜାମ୍ମୁ-କାଶ୍ମୀରର ପୁଞ୍ଚରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିପାତ

The Sakala Picture
Published On

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରରେ ସେନାକୁ ବଡ ସଫଳତା । ଜାମ୍ମୁ-କାଶ୍ମୀରର ପୁଞ୍ଚରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିପାତ। ପୁଞ୍ଚ ଜିଲ୍ଲା‌ର ସିନ୍ଧରା ଅଞ୍ଚଳରେ ୪ ଜଣ ଆତଙ୍କବାଦୀକୁ ନିହତ କରିଛି ଭାରତୀୟ ସେନା । ସୁରକ୍ଷାବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ସୋମବାର ରାତି ୧୧.୩୦ରୁ ଗୁଳି ବିନିମୟ ଜାରି ରହିଥିଲା । ଅପରେସନରେ ଡ୍ରୋନ୍ ଏବଂ ନାଇଟ୍ ସର୍ଭିଲାନ୍ସର ମଧ୍ୟ ସହାୟତା ନିଆଯାଇଥିଲା। ଆଜି ସକାଳେ ପୁଣି ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି […]

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରରେ ସେନାକୁ ବଡ ସଫଳତା । ଜାମ୍ମୁ-କାଶ୍ମୀରର ପୁଞ୍ଚରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିପାତ। ପୁଞ୍ଚ ଜିଲ୍ଲା‌ର ସିନ୍ଧରା ଅଞ୍ଚଳରେ ୪ ଜଣ ଆତଙ୍କବାଦୀକୁ ନିହତ କରିଛି ଭାରତୀୟ ସେନା । ସୁରକ୍ଷାବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ସୋମବାର ରାତି ୧୧.୩୦ରୁ ଗୁଳି ବିନିମୟ ଜାରି ରହିଥିଲା । ଅପରେସନରେ ଡ୍ରୋନ୍ ଏବଂ ନାଇଟ୍ ସର୍ଭିଲାନ୍ସର ମଧ୍ୟ ସହାୟତା ନିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଜନ୍ତର ମନ୍ତରରେ CJP ର ବିକ୍ଷୋଭ: ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ

ଆଜି ସକାଳେ ପୁଣି ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିୟମ‌ୟରେ ୪ ଆତଙ୍କବାଦୀଙ୍କ ଜୀବନ ଯାଇଛି। ଏ ନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି କି ଘଟଣାସ୍ଥଳରୁ ଚାରିଟି ଏକେ-୪୭ ରାଇଫଲ୍‌, ଦୁଇଟି ପିସ୍ତଲ୍‌ ଜବତ ହୋଇଛି। ସେନା ସହିତ ଭାରତୀୟ ସେନା ସ୍ପେଶାଲ୍ ଫୋର୍ସ, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ଜାମ୍ମୁ କାଶ୍ମୀର ପୋଲିସ୍ ମଧ୍ୟ ଏହି ଅପରେସନରେ ସାମିଲ ହୋଇଥିଲେ । ଭାରତୀୟ ସେନାର ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଅପରେସନରେ ନିହତ ଚାରି ଜଣ ହେଉଛନ୍ତି ବିଦେଶୀ ଆତଙ୍କବାଦୀ ଏବଂ ସେମାନଙ୍କ ପରିଚୟ ଚିହ୍ନଟ ପାଇଁ ଉଦ୍ୟମ ଜାରି ରହିଛି ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ: ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଇଲା ଘାତକ 'ବି-୧ ଲାନ୍ସର' ବମ୍ବର

18 Jul 2023 By The Sakala

ଜାମ୍ମୁ-କାଶ୍ମୀରର ପୁଞ୍ଚରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିପାତ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରରେ ସେନାକୁ ବଡ ସଫଳତା । ଜାମ୍ମୁ-କାଶ୍ମୀରର ପୁଞ୍ଚରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିପାତ। ପୁଞ୍ଚ ଜିଲ୍ଲା‌ର ସିନ୍ଧରା ଅଞ୍ଚଳରେ ୪ ଜଣ ଆତଙ୍କବାଦୀକୁ ନିହତ କରିଛି ଭାରତୀୟ ସେନା । ସୁରକ୍ଷାବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ସୋମବାର ରାତି ୧୧.୩୦ରୁ ଗୁଳି ବିନିମୟ ଜାରି ରହିଥିଲା । ଅପରେସନରେ ଡ୍ରୋନ୍ ଏବଂ ନାଇଟ୍ ସର୍ଭିଲାନ୍ସର ମଧ୍ୟ ସହାୟତା ନିଆଯାଇଥିଲା।

ଆଜି ସକାଳେ ପୁଣି ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିୟମ‌ୟରେ ୪ ଆତଙ୍କବାଦୀଙ୍କ ଜୀବନ ଯାଇଛି। ଏ ନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି କି ଘଟଣାସ୍ଥଳରୁ ଚାରିଟି ଏକେ-୪୭ ରାଇଫଲ୍‌, ଦୁଇଟି ପିସ୍ତଲ୍‌ ଜବତ ହୋଇଛି। ସେନା ସହିତ ଭାରତୀୟ ସେନା ସ୍ପେଶାଲ୍ ଫୋର୍ସ, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ଜାମ୍ମୁ କାଶ୍ମୀର ପୋଲିସ୍ ମଧ୍ୟ ଏହି ଅପରେସନରେ ସାମିଲ ହୋଇଥିଲେ । ଭାରତୀୟ ସେନାର ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଅପରେସନରେ ନିହତ ଚାରି ଜଣ ହେଉଛନ୍ତି ବିଦେଶୀ ଆତଙ୍କବାଦୀ ଏବଂ ସେମାନଙ୍କ ପରିଚୟ ଚିହ୍ନଟ ପାଇଁ ଉଦ୍ୟମ ଜାରି ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର