ସାର୍ଟ ଭିତରେ ସୁନା ଲୁଚାଇ ଏୟାର ଇଣ୍ଡିଆର କ୍ରିଉ ମେମ୍ବର କରୁଥିଲେ ସୁନା ସ୍ମଗଲିଂ, ଗିରଫ କଲା କଷ୍ଟମ୍ସ ଟିମ୍

The Sakala Picture
Published On

କୋଚି: ସୁନା ସ୍ମଗଲିଂ ବେଳେ ଧରାପଡ଼ିଲେ ଏୟାର ଇଣ୍ଡିଆର ଜଣେ କ୍ୟାବିନ କ୍ରିଉ ମେମ୍ବର । କୋଚି ଏୟାରପୋର୍ଟରୁ କ୍ରିଉ ମେମ୍ବରଙ୍କୁ ଗିରଫ କଲା କଷ୍ଟମ୍ସ ବିଭାଗ । ସାର୍ଟ ଭିତରେ ସୁନା ଲୁଚାଇ ଆଣୁଥିବା ବେଳେ କୋଚି ବିମାନ ବନ୍ଦରରେ ଏୟାର ଇଣ୍ଡିଆର ଜଣେ କ୍ୟାବିନ କ୍ରିଉ ମେମ୍ବରଙ୍କୁ ଗିରଫ କରିଛି କଷ୍ଟମ୍ସ ଟିମ୍ । ୱାୟାନାଡର ମୂଳ ବାସିନ୍ଦା ଶାଫିଙ୍କୁ କଷ୍ଟମ୍ସ ଅଧିକାରୀମାନେ କୋଚିରେ ୧ କିଲୋ ୪୮୭ ଗ୍ରାମ ସୁନା ସହିତ ଗିରଫ […]

କୋଚି: ସୁନା ସ୍ମଗଲିଂ ବେଳେ ଧରାପଡ଼ିଲେ ଏୟାର ଇଣ୍ଡିଆର ଜଣେ କ୍ୟାବିନ କ୍ରିଉ ମେମ୍ବର । କୋଚି ଏୟାରପୋର୍ଟରୁ କ୍ରିଉ ମେମ୍ବରଙ୍କୁ ଗିରଫ କଲା କଷ୍ଟମ୍ସ ବିଭାଗ । ସାର୍ଟ ଭିତରେ ସୁନା ଲୁଚାଇ ଆଣୁଥିବା ବେଳେ କୋଚି ବିମାନ ବନ୍ଦରରେ ଏୟାର ଇଣ୍ଡିଆର ଜଣେ କ୍ୟାବିନ କ୍ରିଉ ମେମ୍ବରଙ୍କୁ ଗିରଫ କରିଛି କଷ୍ଟମ୍ସ ଟିମ୍ । ୱାୟାନାଡର ମୂଳ ବାସିନ୍ଦା ଶାଫିଙ୍କୁ କଷ୍ଟମ୍ସ ଅଧିକାରୀମାନେ କୋଚିରେ ୧ କିଲୋ ୪୮୭ ଗ୍ରାମ ସୁନା ସହିତ ଗିରଫ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶେଷ ହେଉଛି ଆମେରିକା-ଇରାନ ଅସ୍ତ୍ରବିରତି ଅବଧି: ପୁଣି ଯୁଦ୍ଧ ଆରମ୍ଭ ହେବ ନା ଆଲୋଚନାକୁ ଆସିବ ଇରାନ?

କ୍ରିଉ ମେମ୍ବର ସୁନା ସ୍ମଗଲିଂ କରୁଥିବା ନେଇ ଗୁଇନ୍ଦା ରିପୋର୍ଟ ପରେ ଧରିଥିଲା ବିଭାଗ । ବାହରିନରୁ ଆସୁଥିବା ଫ୍ଲାଇଟର କ୍ରିଉ ମେମ୍ବର ସାଫିଙ୍କୁ କୋଚିରୁ ଗିରଫ କରାଯାଇଥିବା ବେଳେ ତାଙ୍କ ନିକଟରୁ ୧ କିଲୋ ୪୮୭ଗ୍ରାମର ସୁନା ଜବତ କରାଯାଇଛି । ସେ ହାତରେ ସୁନା ଗୁଡ଼ାଇ ସାର୍ଟର ହାତକୁ ଘୋଡାଇ ଗ୍ରୀନ୍ ଚ୍ୟାନେଲ ଦେଇ ଯିବାକୁ ଯୋଜନା କରିଥିଲେ। ତେବେ ଏ ବିଷୟରେ ଶାଫିଙ୍କୁ ଅଧିକ ପଚରାଉଚୁରା କରାଯାଉଛି। ଗତ ବୁଧବାର ସିଙ୍ଗାପୁରରୁ ଚେନ୍ନାଇ ଆସୁଥିବା ଦୁଇ ଯାତ୍ରୀଙ୍କ ଠାରୁ ଚେନ୍ନାଇ ଏୟାରପୋର୍ଟରୁ ପ୍ରାୟ ୭କିଲୋଗ୍ରାମର ସୁନା ଜବତ ହୋଇଥିଲା । ଯାହାର ମୂଲ୍ୟ ୩କୋଟିରୁ ଊର୍ଦ୍ଧ୍ବ ହେବ ।

ଆହୁରି ପଢ଼ନ୍ତୁ: ବିକାଜି ଫୁଡ୍ସର ପ୍ରତିଷ୍ଠାତା ଶିବ ରତନ ଅଗ୍ରୱାଲଙ୍କ ପରଲୋକ, ୭୪ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ

09 Mar 2023 By The Sakala

ସାର୍ଟ ଭିତରେ ସୁନା ଲୁଚାଇ ଏୟାର ଇଣ୍ଡିଆର କ୍ରିଉ ମେମ୍ବର କରୁଥିଲେ ସୁନା ସ୍ମଗଲିଂ, ଗିରଫ କଲା କଷ୍ଟମ୍ସ ଟିମ୍

କୋଚି: ସୁନା ସ୍ମଗଲିଂ ବେଳେ ଧରାପଡ଼ିଲେ ଏୟାର ଇଣ୍ଡିଆର ଜଣେ କ୍ୟାବିନ କ୍ରିଉ ମେମ୍ବର । କୋଚି ଏୟାରପୋର୍ଟରୁ କ୍ରିଉ ମେମ୍ବରଙ୍କୁ ଗିରଫ କଲା କଷ୍ଟମ୍ସ ବିଭାଗ । ସାର୍ଟ ଭିତରେ ସୁନା ଲୁଚାଇ ଆଣୁଥିବା ବେଳେ କୋଚି ବିମାନ ବନ୍ଦରରେ ଏୟାର ଇଣ୍ଡିଆର ଜଣେ କ୍ୟାବିନ କ୍ରିଉ ମେମ୍ବରଙ୍କୁ ଗିରଫ କରିଛି କଷ୍ଟମ୍ସ ଟିମ୍ । ୱାୟାନାଡର ମୂଳ ବାସିନ୍ଦା ଶାଫିଙ୍କୁ କଷ୍ଟମ୍ସ ଅଧିକାରୀମାନେ କୋଚିରେ ୧ କିଲୋ ୪୮୭ ଗ୍ରାମ ସୁନା ସହିତ ଗିରଫ କରିଛନ୍ତି।

କ୍ରିଉ ମେମ୍ବର ସୁନା ସ୍ମଗଲିଂ କରୁଥିବା ନେଇ ଗୁଇନ୍ଦା ରିପୋର୍ଟ ପରେ ଧରିଥିଲା ବିଭାଗ । ବାହରିନରୁ ଆସୁଥିବା ଫ୍ଲାଇଟର କ୍ରିଉ ମେମ୍ବର ସାଫିଙ୍କୁ କୋଚିରୁ ଗିରଫ କରାଯାଇଥିବା ବେଳେ ତାଙ୍କ ନିକଟରୁ ୧ କିଲୋ ୪୮୭ଗ୍ରାମର ସୁନା ଜବତ କରାଯାଇଛି । ସେ ହାତରେ ସୁନା ଗୁଡ଼ାଇ ସାର୍ଟର ହାତକୁ ଘୋଡାଇ ଗ୍ରୀନ୍ ଚ୍ୟାନେଲ ଦେଇ ଯିବାକୁ ଯୋଜନା କରିଥିଲେ। ତେବେ ଏ ବିଷୟରେ ଶାଫିଙ୍କୁ ଅଧିକ ପଚରାଉଚୁରା କରାଯାଉଛି। ଗତ ବୁଧବାର ସିଙ୍ଗାପୁରରୁ ଚେନ୍ନାଇ ଆସୁଥିବା ଦୁଇ ଯାତ୍ରୀଙ୍କ ଠାରୁ ଚେନ୍ନାଇ ଏୟାରପୋର୍ଟରୁ ପ୍ରାୟ ୭କିଲୋଗ୍ରାମର ସୁନା ଜବତ ହୋଇଥିଲା । ଯାହାର ମୂଲ୍ୟ ୩କୋଟିରୁ ଊର୍ଦ୍ଧ୍ବ ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର