ବିମାନ ଉଡାଣ ପାଇଁ ବାଧକ ୫-ଜି ଟେକ୍ନୋଲୋଜି: ଆମେରିକାକୁ ଉଡାଣ ବାତିଲ କଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ: ଜାତୀୟ ପରିବହନକାରୀ ଏୟାର ଇଣ୍ଡିଆ ବୁଧବାର (ଜାନୁଆରୀ ୧୯) ରେ ଆମେରିକାର ଅନେକ ବିମାନ ଚଳାଚଳ କରିପାରିବ ନାହିଁ । ବୁଧବାର ଦିନ ଦିଲ୍ଲୀ-ଜେଏଫକେ-ଦିଲ୍ଲୀ ଏବଂ ମୁମ୍ବାଇ-ଇଡବ୍ଲ୍ୟୁ-ମୁମ୍ବାଇ ବିମାନ ଚଳାଚଳ କରିପାରିବ ନାହିଁ। ଏ ନେଇଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡେଲ ଏୟାର ଇଣ୍ଡିଆ ଟ୍ବିଟ କରି ଯାତ୍ରୀମାନଙ୍କୁ ସୂଚନା ଦେଇଛି। #FlyAI: Due to deployment of 5G communications in USA, our operations to USA from India stand curtailed/revised with change […]
ନୂଆଦିଲ୍ଲୀ: ଜାତୀୟ ପରିବହନକାରୀ ଏୟାର ଇଣ୍ଡିଆ ବୁଧବାର (ଜାନୁଆରୀ ୧୯) ରେ ଆମେରିକାର ଅନେକ ବିମାନ ଚଳାଚଳ କରିପାରିବ ନାହିଁ । ବୁଧବାର ଦିନ ଦିଲ୍ଲୀ-ଜେଏଫକେ-ଦିଲ୍ଲୀ ଏବଂ ମୁମ୍ବାଇ-ଇଡବ୍ଲ୍ୟୁ-ମୁମ୍ବାଇ ବିମାନ ଚଳାଚଳ କରିପାରିବ ନାହିଁ। ଏ ନେଇଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡେଲ ଏୟାର ଇଣ୍ଡିଆ ଟ୍ବିଟ କରି ଯାତ୍ରୀମାନଙ୍କୁ ସୂଚନା ଦେଇଛି।
#FlyAI: Due to deployment of 5G communications in USA, our operations to USA from India stand curtailed/revised with change in aircraft type from 19th January 2022.
ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣUpdate in this regard will be informed shortly.
ଆହୁରି ପଢ଼ନ୍ତୁ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ: ଇରାନ ବିରୋଧରେ ପୁଣି ହୋଇପାରେ ସାମରିକ କାର୍ଯ୍ୟାନୁଷ୍ଠାନ— Air India (@airindiain) January 18, 2022
ସୁଚାନା ଅନୁଯାୟୀ, ଆମେରିକାରେ ୫-ଜି ଟେକ୍ନୋଲୋଜି ଲାଗୁ ହୋଇଛି । ଏହା ବିମାନ ଉଡାଣ ପାଇଁ ବିପଦ ସୃଷ୍ଟି କରିବ ବୋଲି କୁହଯାଉଛି । ଏହି ଟେକ୍ନୋଲୋଜି ପାଇଁ ବିମାନ ଗୁଡିକର ଅବତରଣ ସମୟରେ ଏହାର ଇଂଜିନ ଓ ବ୍ରେକିଙ୍ଗ ସିଷ୍ଟମରେ ସମସ୍ୟା ଦେଖାଦେଇପାରେ ବୋଲି ସୂଚନା ରହିଛି । ଏପରି ବିପଦକୁ ଏଡାଇବାକୁ ଏୟାର ଇଣ୍ଡିଆ ନିଜର ଏକାଧିକ ଉଡାଣକୁ ରଦ୍ଦ କରିଛି । ବିଶେଷ କରି ଆମେରିକାକୁ ସମସ୍ତ ଉଡାଣକୁ ବାତିଲ କରିଛି ଏୟାର ଇଣ୍ଡିଆ । ଏ ସଂକ୍ରାନ୍ତରେ ସଦ୍ୟତମ ସୂଚନା ଖୁବ୍ ଶୀଘ୍ର ଜଣାଇ ଦିଆଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।






