ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ବାୟୁସେନା ମୁଖ୍ୟଙ୍କ ଚେତାବନୀ : ଭାରତକୁ ଦୁଇପଟୁ ହୋଇପାରେ ଆକ୍ରମଣ

The Sakala Picture
Published On

ନୂଆଦିଲ୍ଲୀ : ଚୀନ୍‌ ଏବଂ ପାକିସ୍ତାନ ଭଳି ଭାରତର ଦୁଇ ଶତ୍ରୁଙ୍କ ପ୍ରତି ଦେଶ ପ୍ରତି ବିପଦ ରହିଛି। ଦେଶର ଭୌଗୋଳିକ ସ୍ଥିତି ଏଭଳି ରହିଛି ଯେ, ଉଭୟ ରାଷ୍ଟ୍ର ପକ୍ଷରୁ କୌଣସି ସମୟରେ ବିପଦକୁ ଏଡାଇ ଦିଆଯାଇପାରିବନି। କିନ୍ତୁ ପରିବର୍ତ୍ତିିତ ସ୍ଥିତିରେ ଚୀନ୍‌ ଏବଂ ପାକିସ୍ତାନ ଦୁଇ ପଟରୁ ଏକାବେଳକେ ଭାରତ ଉପରେ ଆକ୍ରମଣ କରିପାରନ୍ତି ବୋଲି ବାୟୁସେନା ମୁଖ୍ୟ ଭି ଆର ଚୌଧୁରୀ ଚେତାବନୀ ଜାରି କରିଛନ୍ତି। ପିଟିଆଇକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେବା […]

ନୂଆଦିଲ୍ଲୀ : ଚୀନ୍‌ ଏବଂ ପାକିସ୍ତାନ ଭଳି ଭାରତର ଦୁଇ ଶତ୍ରୁଙ୍କ ପ୍ରତି ଦେଶ ପ୍ରତି ବିପଦ ରହିଛି। ଦେଶର ଭୌଗୋଳିକ ସ୍ଥିତି ଏଭଳି ରହିଛି ଯେ, ଉଭୟ ରାଷ୍ଟ୍ର ପକ୍ଷରୁ କୌଣସି ସମୟରେ ବିପଦକୁ ଏଡାଇ ଦିଆଯାଇପାରିବନି। କିନ୍ତୁ ପରିବର୍ତ୍ତିିତ ସ୍ଥିତିରେ ଚୀନ୍‌ ଏବଂ ପାକିସ୍ତାନ ଦୁଇ ପଟରୁ ଏକାବେଳକେ ଭାରତ ଉପରେ ଆକ୍ରମଣ କରିପାରନ୍ତି ବୋଲି ବାୟୁସେନା ମୁଖ୍ୟ ଭି ଆର ଚୌଧୁରୀ ଚେତାବନୀ ଜାରି କରିଛନ୍ତି। ପିଟିଆଇକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି ଯେ, ଭାରତର ପଶ୍ଚିମ ଏବଂ ଉତ୍ତର ପଟୁ ସବୁବେଳେ ବିପଦ ରହିଛି।

ଆହୁରି ପଢ଼ନ୍ତୁ: କେରଳର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭି.ଡି. ସତୀଶନ: ଦଶନ୍ଧି ପରେ କ୍ଷମତାକୁ ଫେରିଲା ୟୁଡିଏଫ୍

କୌଣସି ସମୟରେ ଏହି ଦୁଇ ଶତ୍ରୁ ରାଷ୍ଟ୍ର ଆମ ଉପରେ ଆକ୍ରମଣ କରିବାର ସମ୍ଭାବନା ମଧ୍ୟ ବଢିଛି। ତେଣୁ ଭାରତକୁ ଏଦିଗରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ୟୁକ୍ରେନ-ରୁଷ ଯୁଦ୍ଧ ବ୍ୟତୀତ ବର୍ତ୍ତମାନ ବୈଶ୍ବିକ ସ୍ତରରେ ଘଟୁଥିବା ପରିବର୍ତ୍ତନକୁ ନେଇ ଚୀନ୍‌ ଏବେ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛି। ସେହିପରି ପାକିସ୍ତାନର ଆଭ୍ୟନ୍ତରୀଣ ସମସ୍ୟା ମଧ୍ୟ ଦିନକୁ ଦିନ ବେହାଲ ହେବାରେ ଲାଗିଛି। ଉଭୟ ରାଷ୍ଟ୍ର ଭାରତକୁ ଟାର୍ଗେଟ କରିଥିଲା ବେେଳ କୌଣସି ସମୟରେ ଭାରତ ବିରୋଧରେ ଏକାଠି ହୋଇପାରନ୍ତି ବୋଲି ଏୟାର ଚିଫ ମାର୍ଶାଲ ଚୌଧୁରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: 'ଆର୍ଥିକ ଝଡ଼ ମୁଣ୍ଡ ଉପରେ, ଆମ ପ୍ରଧାନମନ୍ତ୍ରୀ ଇଟାଲୀରେ ଟଫି ବାଣ୍ଟୁଛନ୍ତି': 'ମେଲୋଡି' ପ୍ରସଙ୍ଗରେ ମୋଦୀଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

ସୀମା ବିବାଦକୁ ନେଇ ଭାରତ ଚୀନ ମଧ୍ୟରେ ବାରମ୍ବାର ଆଲୋଚନା ହୋଇସାରିଛି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ବରଂ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ବିଶେଷକରି ଚୀନ୍‌ର ଦୋମୁହାଁ ନୀତିକୁ ନେଇ ସୀମାରେ ସ୍ବାଭାବିକତା ଫେରିବା ସମ୍ଭବ ହେଉ ନାହିଁ। ଚୀନ ଗୋଟିଏ ପଟରେ ଶାନ୍ତିର କଥା କହୁଥିବା ବେଳେ ଅନ୍ୟପଟେ ସୀମାରେ ସୈନ୍ୟ ଠୁଳ କରିବା ସହିତ ନିର୍ମାଣ କାର୍ଯ୍ୟ ଚଳାଇଛି। ତେଣୁ ଆମକୁ ମଧ୍ୟ ତଦନୁପାତିକ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତକୁ ଗୌରବ ଆଣିଦେଲା ସେନାର ମହାନ ଲକ୍ଷ୍ୟ: ଲେବାନନ୍ ମିଶନରେ ଭାରତୀୟ ସେନାର ଚମତ୍କାର ପ୍ରଦର୍ଶନ

27 Jun 2022 By The Sakala

ବାୟୁସେନା ମୁଖ୍ୟଙ୍କ ଚେତାବନୀ : ଭାରତକୁ ଦୁଇପଟୁ ହୋଇପାରେ ଆକ୍ରମଣ

ନୂଆଦିଲ୍ଲୀ : ଚୀନ୍‌ ଏବଂ ପାକିସ୍ତାନ ଭଳି ଭାରତର ଦୁଇ ଶତ୍ରୁଙ୍କ ପ୍ରତି ଦେଶ ପ୍ରତି ବିପଦ ରହିଛି। ଦେଶର ଭୌଗୋଳିକ ସ୍ଥିତି ଏଭଳି ରହିଛି ଯେ, ଉଭୟ ରାଷ୍ଟ୍ର ପକ୍ଷରୁ କୌଣସି ସମୟରେ ବିପଦକୁ ଏଡାଇ ଦିଆଯାଇପାରିବନି। କିନ୍ତୁ ପରିବର୍ତ୍ତିିତ ସ୍ଥିତିରେ ଚୀନ୍‌ ଏବଂ ପାକିସ୍ତାନ ଦୁଇ ପଟରୁ ଏକାବେଳକେ ଭାରତ ଉପରେ ଆକ୍ରମଣ କରିପାରନ୍ତି ବୋଲି ବାୟୁସେନା ମୁଖ୍ୟ ଭି ଆର ଚୌଧୁରୀ ଚେତାବନୀ ଜାରି କରିଛନ୍ତି। ପିଟିଆଇକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି ଯେ, ଭାରତର ପଶ୍ଚିମ ଏବଂ ଉତ୍ତର ପଟୁ ସବୁବେଳେ ବିପଦ ରହିଛି।

କୌଣସି ସମୟରେ ଏହି ଦୁଇ ଶତ୍ରୁ ରାଷ୍ଟ୍ର ଆମ ଉପରେ ଆକ୍ରମଣ କରିବାର ସମ୍ଭାବନା ମଧ୍ୟ ବଢିଛି। ତେଣୁ ଭାରତକୁ ଏଦିଗରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ୟୁକ୍ରେନ-ରୁଷ ଯୁଦ୍ଧ ବ୍ୟତୀତ ବର୍ତ୍ତମାନ ବୈଶ୍ବିକ ସ୍ତରରେ ଘଟୁଥିବା ପରିବର୍ତ୍ତନକୁ ନେଇ ଚୀନ୍‌ ଏବେ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛି। ସେହିପରି ପାକିସ୍ତାନର ଆଭ୍ୟନ୍ତରୀଣ ସମସ୍ୟା ମଧ୍ୟ ଦିନକୁ ଦିନ ବେହାଲ ହେବାରେ ଲାଗିଛି। ଉଭୟ ରାଷ୍ଟ୍ର ଭାରତକୁ ଟାର୍ଗେଟ କରିଥିଲା ବେେଳ କୌଣସି ସମୟରେ ଭାରତ ବିରୋଧରେ ଏକାଠି ହୋଇପାରନ୍ତି ବୋଲି ଏୟାର ଚିଫ ମାର୍ଶାଲ ଚୌଧୁରୀ କହିଛନ୍ତି।

ସୀମା ବିବାଦକୁ ନେଇ ଭାରତ ଚୀନ ମଧ୍ୟରେ ବାରମ୍ବାର ଆଲୋଚନା ହୋଇସାରିଛି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ବରଂ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ବିଶେଷକରି ଚୀନ୍‌ର ଦୋମୁହାଁ ନୀତିକୁ ନେଇ ସୀମାରେ ସ୍ବାଭାବିକତା ଫେରିବା ସମ୍ଭବ ହେଉ ନାହିଁ। ଚୀନ ଗୋଟିଏ ପଟରେ ଶାନ୍ତିର କଥା କହୁଥିବା ବେଳେ ଅନ୍ୟପଟେ ସୀମାରେ ସୈନ୍ୟ ଠୁଳ କରିବା ସହିତ ନିର୍ମାଣ କାର୍ଯ୍ୟ ଚଳାଇଛି। ତେଣୁ ଆମକୁ ମଧ୍ୟ ତଦନୁପାତିକ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର