ସେଲିବ୍ରେସନ୍‌ ପଡ଼ିଲା ମହଙ୍ଗା; ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା, ୩ ମୃତ

The Sakala Picture
Published On

ନୂଆଦିଲ୍ଲୀ: ଲୁହରେ ଭିଜିଲା ଆରସିବିର ବିଜୟ ଉତ୍ସବ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିଜୟ ପରେଡ ବେଳେ ଦଳାଚକଟା କାରଣରୁ ୨୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ବେଳେ ପାଖାପାଖି ୩ଜଣଙ୍କର ପ୍ରାଣହାନୀ ହୋଇଥିବା ଜଣାପଡିଛି। ଗୁରୁତରଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ମଧ୍ୟ ଜଣାପଡିଛି। ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ବିଜୟ ଉତ୍ସବ ପାଳନ ବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଆରସିବି ଟିମ୍‌ ଏୟାରପୋର୍ଟରେ ପହଂଚିବା ପରେ ତାଙ୍କ ସ୍ୱାଗତ ପାଇଁ ହଜାର ହଜାର ଲୋକ […]

ନୂଆଦିଲ୍ଲୀ: ଲୁହରେ ଭିଜିଲା ଆରସିବିର ବିଜୟ ଉତ୍ସବ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିଜୟ ପରେଡ ବେଳେ ଦଳାଚକଟା କାରଣରୁ ୨୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ବେଳେ ପାଖାପାଖି ୩ଜଣଙ୍କର ପ୍ରାଣହାନୀ ହୋଇଥିବା ଜଣାପଡିଛି। ଗୁରୁତରଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ମଧ୍ୟ ଜଣାପଡିଛି। ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ବିଜୟ ଉତ୍ସବ ପାଳନ ବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଆରସିବି ଟିମ୍‌ ଏୟାରପୋର୍ଟରେ ପହଂଚିବା ପରେ ତାଙ୍କ ସ୍ୱାଗତ ପାଇଁ ହଜାର ହଜାର ଲୋକ ସେଠାରେ ଏକତ୍ର ହୋଇଥିଲେ।

ଆହୁରି ପଢ଼ନ୍ତୁ: ଭାରତୀୟ ତଟରକ୍ଷୀ ବାହିନୀକୁ ବଡ଼ ସଫଳତା: ଆରବ ସାଗରରୁ ୩ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ, ୫ ଗିରଫ

ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଷ୍ଟାଡିୟମ ବାହାରେ ୫୦ହଜାରରୁ ଅଧିକ ଲୋକ ଏକତ୍ର ହୋଇଥିଲେ। ଦଳାଚକଟା କାରଣରୁ ଏତେବଡ ଅଘଟଣ ଘଟିଥିବା ପ୍ରାଥମିକ ସୂଚନା ମିଳିଛି। ରପୋର୍ଟ ଲେଖା ହେଲା ବେଳକୁ ୩ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି ଏହି ସଂଖ୍ୟା ଆଗକୁ ବଢିପାରେ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍‌ ସହ ଆଲୋଚନାକୁ ଖଣ୍ଡନ କଲା ସାଉଦି ଆରବ, କହିଲା "ଆମ ଆଭିମୁଖ୍ୟ ବଦଳିନାହିଁ"

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର