ଖେଳୁଖେଳୁ ୫୦ ଫୁଟର ବୋରୱେଲକୁ ଖସିପଡିଲା ଅଢେଇ ବର୍ଷର କୁନି ଝିଅ, ଉଦ୍ଧାର କାର୍ଯ୍ୟ ଜାରି…

The Sakala Picture
Published On

ଭୋପାଲ: ମଧ୍ୟପ୍ରଦେଶ ସିହୋର ଜିଲ୍ଲା ମୁଗାବଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଖେଳୁ ଖେଳୁ ବୋରୱେଲ ଭିତରେ ଖସି ପଡ଼ିଲା ଅଢେଇ ବର୍ଷର କୁନି ଝିଅ । ଏନେଇ ଶିଶୁଟିର ବାପା-ମା’ ଓ ସ୍ଥାନୀୟ ଲୋକ ଜାଣିବା ପରେ ପ୍ରଶାସନକୁ ଖବର ଦେଇଥିଲେ । ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ କୁନି ଝିଅ ସୃଷ୍ଟି ବୋରୱେଲ ଭିତରେ ଫସି ରହିଛି । ପ୍ରାୟ ୫୦ ଫୁଟ ତଳକୁ […]

ଭୋପାଲ: ମଧ୍ୟପ୍ରଦେଶ ସିହୋର ଜିଲ୍ଲା ମୁଗାବଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଖେଳୁ ଖେଳୁ ବୋରୱେଲ ଭିତରେ ଖସି ପଡ଼ିଲା ଅଢେଇ ବର୍ଷର କୁନି ଝିଅ । ଏନେଇ ଶିଶୁଟିର ବାପା-ମା’ ଓ ସ୍ଥାନୀୟ ଲୋକ ଜାଣିବା ପରେ ପ୍ରଶାସନକୁ ଖବର ଦେଇଥିଲେ । ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ କୁନି ଝିଅ ସୃଷ୍ଟି ବୋରୱେଲ ଭିତରେ ଫସି ରହିଛି । ପ୍ରାୟ ୫୦ ଫୁଟ ତଳକୁ ପିଲାଟି ଖସିପଡିଥିବା ଜଣାପଡିଛି । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାମ ଚାଲିଛି । ସ୍ଥାନୀୟ ପ୍ରଶାସନ, ଏନଡିଆରଏଫ ଓ ଅଗ୍ନିଶମ ବିଭାଗ ଅଧିକାରୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟାକୁ ମନିଟରିଂ କରୁଛନ୍ତି । ଅନ୍ୟପଟେ କୁନି ଝିଅ ସୃଷ୍ଟିକୁ ପାଖକୁ ବୋରଓ୍ବେଲ ଦେଇ ଅମ୍ଳଜାନ ଯୋଗାଇ ଦିଆଯାଉଛି । ଖୁବ୍ ଶୀଘ୍ର ଏବଂ ସୁରକ୍ଷିତ ପିଲାଟିକୁ ବାହାରକୁ ଅଣାଯିବ ବୋଲି ପ୍ରାଶାନିକ ଅଧିକାରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: 'ନୋ ବିଗ୍ ଡିଲ୍' ରୁ 'ସମ୍ପୂର୍ଣ୍ଣ ବିନାଶ': ଇରାନର ଆପାଚେ ହେଲିକପ୍ଟର ଆକ୍ରମଣ ପରେ କାହିଁକି ବଦଳିଲା ଟ୍ରମ୍ପଙ୍କ ମିଜାଜ?

ଖବର ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଜଣେ ଚାଷୀ ଚାଷକାର୍ଯ୍ୟା ଲାଗି ବୋଲୱେଲ ଖୋଳିଥିଲେ। ତେବେ ୩୦ଫୁଟ୍ ଖୋଳିବା ପରେ ପାଣି ନ ବାହାରିବାରୁ କୂଅକୁ ମୁକୁଳା ଛାଡ଼ିଦେଇଥିଲା । ଅନ୍ୟପଟେ କୁନି ଝିଅଟି ଖେଳୁଥିବା ବେଳେ ଅଜାଣତରେ ବୋରଓ୍ବେଲ୍ ଭିତରେ ଖସିପଡ଼ିଥିଲେ । ଝିଅକୁ ପରିବାର ଲୋକେ ଖୋଜାଖୋଜି କରୁଥିବା ବେଳେ ବୋଲୱେଲ ଭିତରୁ କାନ୍ଦଣା ଶବ୍ଦ ଶୁଣିଥିଲେ । ଏନେଇ ସେମାନେ ସ୍ଥାନୀୟ ପୁଲିସକୁ ଜଣାଇବା ପରେ ଘଟଣାସ୍ଥଳରେ ରେସକ୍ୟୁ ଅପରେସନ ଜାରି ରହିଛି ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

07 Jun 2023 By The Sakala

ଖେଳୁଖେଳୁ ୫୦ ଫୁଟର ବୋରୱେଲକୁ ଖସିପଡିଲା ଅଢେଇ ବର୍ଷର କୁନି ଝିଅ, ଉଦ୍ଧାର କାର୍ଯ୍ୟ ଜାରି…

ଭୋପାଲ: ମଧ୍ୟପ୍ରଦେଶ ସିହୋର ଜିଲ୍ଲା ମୁଗାବଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଖେଳୁ ଖେଳୁ ବୋରୱେଲ ଭିତରେ ଖସି ପଡ଼ିଲା ଅଢେଇ ବର୍ଷର କୁନି ଝିଅ । ଏନେଇ ଶିଶୁଟିର ବାପା-ମା’ ଓ ସ୍ଥାନୀୟ ଲୋକ ଜାଣିବା ପରେ ପ୍ରଶାସନକୁ ଖବର ଦେଇଥିଲେ । ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ କୁନି ଝିଅ ସୃଷ୍ଟି ବୋରୱେଲ ଭିତରେ ଫସି ରହିଛି । ପ୍ରାୟ ୫୦ ଫୁଟ ତଳକୁ ପିଲାଟି ଖସିପଡିଥିବା ଜଣାପଡିଛି । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାମ ଚାଲିଛି । ସ୍ଥାନୀୟ ପ୍ରଶାସନ, ଏନଡିଆରଏଫ ଓ ଅଗ୍ନିଶମ ବିଭାଗ ଅଧିକାରୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟାକୁ ମନିଟରିଂ କରୁଛନ୍ତି । ଅନ୍ୟପଟେ କୁନି ଝିଅ ସୃଷ୍ଟିକୁ ପାଖକୁ ବୋରଓ୍ବେଲ ଦେଇ ଅମ୍ଳଜାନ ଯୋଗାଇ ଦିଆଯାଉଛି । ଖୁବ୍ ଶୀଘ୍ର ଏବଂ ସୁରକ୍ଷିତ ପିଲାଟିକୁ ବାହାରକୁ ଅଣାଯିବ ବୋଲି ପ୍ରାଶାନିକ ଅଧିକାରୀ କହିଛନ୍ତି ।

ଖବର ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଜଣେ ଚାଷୀ ଚାଷକାର୍ଯ୍ୟା ଲାଗି ବୋଲୱେଲ ଖୋଳିଥିଲେ। ତେବେ ୩୦ଫୁଟ୍ ଖୋଳିବା ପରେ ପାଣି ନ ବାହାରିବାରୁ କୂଅକୁ ମୁକୁଳା ଛାଡ଼ିଦେଇଥିଲା । ଅନ୍ୟପଟେ କୁନି ଝିଅଟି ଖେଳୁଥିବା ବେଳେ ଅଜାଣତରେ ବୋରଓ୍ବେଲ୍ ଭିତରେ ଖସିପଡ଼ିଥିଲେ । ଝିଅକୁ ପରିବାର ଲୋକେ ଖୋଜାଖୋଜି କରୁଥିବା ବେଳେ ବୋଲୱେଲ ଭିତରୁ କାନ୍ଦଣା ଶବ୍ଦ ଶୁଣିଥିଲେ । ଏନେଇ ସେମାନେ ସ୍ଥାନୀୟ ପୁଲିସକୁ ଜଣାଇବା ପରେ ଘଟଣାସ୍ଥଳରେ ରେସକ୍ୟୁ ଅପରେସନ ଜାରି ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର