ଏହି ଆପରେ ମିଳୁଛି ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଉପରେ ୫୦% ପର୍ଯ୍ଯନ୍ତ କ୍ୟାସବ୍ୟାକ୍

The Sakala Picture
Published On

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ଯରେ ପେଟ୍ରୋଲ ଓ ଡିିଜେଲର ମୂଲ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏମିତିକି ଦେଶର ବିଭନ୍ନ ସ୍ଥାନରେ ପେଟ୍ରୋଲ ମୂଲ୍ୟ ୧୦୦ଟଙ୍କା ଅତିକ୍ରମ କରିଛି। ଏଥି ସହିତ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ଚଳିତ ମାସରେ ତିନି ଗୁଣ ବୃଦ୍ଧି ପାଇଛି। ଏପରି ପରିସ୍ଥିତିରେ ଗ୍ରହାକମନେ କିଛି ଟଙ୍କା ସଞ୍ଚୟ କରିବା ପାଇଁ ଚେଷ୍ଟା କରୁଛନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ ଆପ ବିଷୟ କହିବୁ ଯେଉଁଠାରେ ଆପଣ ପେଟ୍ରୋଲ, ଡିଜେଲ, […]

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ଯରେ ପେଟ୍ରୋଲ ଓ ଡିିଜେଲର ମୂଲ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏମିତିକି ଦେଶର ବିଭନ୍ନ ସ୍ଥାନରେ ପେଟ୍ରୋଲ ମୂଲ୍ୟ ୧୦୦ଟଙ୍କା ଅତିକ୍ରମ କରିଛି। ଏଥି ସହିତ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ଚଳିତ ମାସରେ ତିନି ଗୁଣ ବୃଦ୍ଧି ପାଇଛି। ଏପରି ପରିସ୍ଥିତିରେ ଗ୍ରହାକମନେ କିଛି ଟଙ୍କା ସଞ୍ଚୟ କରିବା ପାଇଁ ଚେଷ୍ଟା କରୁଛନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ ଆପ ବିଷୟ କହିବୁ ଯେଉଁଠାରେ ଆପଣ ପେଟ୍ରୋଲ, ଡିଜେଲ, ସିଏନଜି ଏବଂ ଗ୍ୟାସ ସିଲିଣ୍ଡର ଉପରେ ୫୦ ପ୍ରତିଶତ କ୍ୟାସବ୍ୟାକ୍ ପାଇପାରିବେ।

ଆହୁରି ପଢ଼ନ୍ତୁ: ୧୩ ବର୍ଷର କୋମା ପରେ 'ଇଚ୍ଛା ମୃତ୍ୟୁ' ଅନୁମତି: ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି

ଆପଣ ଏହି ଆପ୍ ମାଧ୍ୟମରେ ଗ୍ୟାସ୍ ସିଲିଣ୍ଡର ଏବଂ ପେଟ୍ରୋଲ ଇତ୍ୟାଦିରେ କ୍ୟାସବ୍ୟାକ୍ ପାଇପାରିବେ । ଏହି ଆପର ନାମ (fyool) ଏବଂ ଏହି ଆପ୍ ଭାରତରେ ତିଆରି ହୋଇଛି। ଗୁଗୁଲ୍ ପ୍ଲେ ଷ୍ଟୋରରୁ ଫ୍ଯୁଲ ଆପ୍ ମାଗଣାରେ ଡାଉନଲୋଡ୍ ହୋଇପାରିବ। ଏହି ଆପର ସାଇଜ ୧୦ଏମବି ଅଟେ। ଗତ ବର୍ଷ ଏହି ଆପ୍ ଲଞ୍ଚ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଗ୍ୟାସ୍ ଏବଂ ପେଟ୍ରୋଲର ମୂଲ୍ୟ ବୃଦ୍ଧିରେ ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେଇପାରିବ। ଆସନ୍ତୁ ଜାଣିବା କିପରି କ୍ୟାସବ୍ୟାକ୍ ପାଇବେ…

ଆହୁରି ପଢ଼ନ୍ତୁ: Stryker cyberattack: ଆମେରିକାର ମେଡିକାଲ୍ ଜାଏଣ୍ଟ 'ଷ୍ଟ୍ରାଇକର' ଉପରେ ସାଇବର ଆକ୍ରମଣ: ଇରାନ ହ୍ୟାକରଙ୍କ ହାତ ଥିବା ଦାବି

fyool-app

ଆହୁରି ପଢ଼ନ୍ତୁ: ଦେବଗଡ଼ରେ ଟ୍ରିପଲ ମର୍ଡର: ପାରିବାରିକ କଳହକୁ କେନ୍ଦ୍ରକରି ୩ ଜଣଙ୍କୁ ହାତୁଡ଼ିରେ ପିଟିପିଟି ହତ୍ୟା

ଫ୍ଯୁଲ ଆପ୍ ପ୍ରକୃତରେ ଏକ କ୍ୟାସବ୍ୟାକ୍ ଆପ ଅଟେ। ଆପ୍ ଡାଉନଲୋଡ୍ କରିବା ପରେ ଆଇଡି ସୃଷ୍ଟି କରିବାକୁ ପଡିବ । ଏହା ପରେ ପେଟ୍ରୋଲ, ଡିଜେଲ, ଘରୋଇ ସାମଗ୍ରୀ କିମ୍ବା ଗ୍ୟାସ ସିଲିଣ୍ଡର ବିଲ୍ ଯାହା ଉପରେ ଆପଣଙ୍କୁ କ୍ୟାସବ୍ୟାକ୍ ଦରକାର ଏହି ଆପରେ ଅପଲୋଡ୍ କରିବାକୁ ପଡିବ । ବିଲ୍ ଅପଲୋଡ୍ କରିବାର ୪୮ ଘଣ୍ଟା ମଧ୍ୟରେ ଆପଣ କ୍ୟାସବ୍ୟାକ୍ ପାଇବେ।

ପ୍ଲେ-ଷ୍ଟୋରରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଫୁଏଲ ମନି ଆପରେ ସର୍ବାଧିକ କ୍ୟାସବ୍ୟାକ୍ ହେଉଛି ୫୦ ପ୍ରତିଶତ। କ୍ୟାସବ୍ୟାକ୍ ବ୍ୟବହାର କରି ଆପଣ ଆପଣଙ୍କ ପସନ୍ଦର ଜିନିଷ କିଣିପାରିବେ।

26 Feb 2021 By The Sakala

ଏହି ଆପରେ ମିଳୁଛି ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଉପରେ ୫୦% ପର୍ଯ୍ଯନ୍ତ କ୍ୟାସବ୍ୟାକ୍

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ଯରେ ପେଟ୍ରୋଲ ଓ ଡିିଜେଲର ମୂଲ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏମିତିକି ଦେଶର ବିଭନ୍ନ ସ୍ଥାନରେ ପେଟ୍ରୋଲ ମୂଲ୍ୟ ୧୦୦ଟଙ୍କା ଅତିକ୍ରମ କରିଛି। ଏଥି ସହିତ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ଚଳିତ ମାସରେ ତିନି ଗୁଣ ବୃଦ୍ଧି ପାଇଛି। ଏପରି ପରିସ୍ଥିତିରେ ଗ୍ରହାକମନେ କିଛି ଟଙ୍କା ସଞ୍ଚୟ କରିବା ପାଇଁ ଚେଷ୍ଟା କରୁଛନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ ଆପ ବିଷୟ କହିବୁ ଯେଉଁଠାରେ ଆପଣ ପେଟ୍ରୋଲ, ଡିଜେଲ, ସିଏନଜି ଏବଂ ଗ୍ୟାସ ସିଲିଣ୍ଡର ଉପରେ ୫୦ ପ୍ରତିଶତ କ୍ୟାସବ୍ୟାକ୍ ପାଇପାରିବେ।

ଆପଣ ଏହି ଆପ୍ ମାଧ୍ୟମରେ ଗ୍ୟାସ୍ ସିଲିଣ୍ଡର ଏବଂ ପେଟ୍ରୋଲ ଇତ୍ୟାଦିରେ କ୍ୟାସବ୍ୟାକ୍ ପାଇପାରିବେ । ଏହି ଆପର ନାମ (fyool) ଏବଂ ଏହି ଆପ୍ ଭାରତରେ ତିଆରି ହୋଇଛି। ଗୁଗୁଲ୍ ପ୍ଲେ ଷ୍ଟୋରରୁ ଫ୍ଯୁଲ ଆପ୍ ମାଗଣାରେ ଡାଉନଲୋଡ୍ ହୋଇପାରିବ। ଏହି ଆପର ସାଇଜ ୧୦ଏମବି ଅଟେ। ଗତ ବର୍ଷ ଏହି ଆପ୍ ଲଞ୍ଚ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଗ୍ୟାସ୍ ଏବଂ ପେଟ୍ରୋଲର ମୂଲ୍ୟ ବୃଦ୍ଧିରେ ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେଇପାରିବ। ଆସନ୍ତୁ ଜାଣିବା କିପରି କ୍ୟାସବ୍ୟାକ୍ ପାଇବେ…

fyool-app

ଫ୍ଯୁଲ ଆପ୍ ପ୍ରକୃତରେ ଏକ କ୍ୟାସବ୍ୟାକ୍ ଆପ ଅଟେ। ଆପ୍ ଡାଉନଲୋଡ୍ କରିବା ପରେ ଆଇଡି ସୃଷ୍ଟି କରିବାକୁ ପଡିବ । ଏହା ପରେ ପେଟ୍ରୋଲ, ଡିଜେଲ, ଘରୋଇ ସାମଗ୍ରୀ କିମ୍ବା ଗ୍ୟାସ ସିଲିଣ୍ଡର ବିଲ୍ ଯାହା ଉପରେ ଆପଣଙ୍କୁ କ୍ୟାସବ୍ୟାକ୍ ଦରକାର ଏହି ଆପରେ ଅପଲୋଡ୍ କରିବାକୁ ପଡିବ । ବିଲ୍ ଅପଲୋଡ୍ କରିବାର ୪୮ ଘଣ୍ଟା ମଧ୍ୟରେ ଆପଣ କ୍ୟାସବ୍ୟାକ୍ ପାଇବେ।

ପ୍ଲେ-ଷ୍ଟୋରରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଫୁଏଲ ମନି ଆପରେ ସର୍ବାଧିକ କ୍ୟାସବ୍ୟାକ୍ ହେଉଛି ୫୦ ପ୍ରତିଶତ। କ୍ୟାସବ୍ୟାକ୍ ବ୍ୟବହାର କରି ଆପଣ ଆପଣଙ୍କ ପସନ୍ଦର ଜିନିଷ କିଣିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର