ସୁଖନିଦ୍ରା ପାଇଁ କ’ଣ ରହିଛି ପେଙ୍ଗସୁଇ ଟିପ୍ପ, ଆସନ୍ତୁ ଜାଣିବା….

The Sakala Picture
Published On

ଭଲ ଭାବେ ନିଦ ନ ହେଲେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଅନିଦ୍ରାକୁ ଦୂରେଇ ଦେବା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ତେବେ ପେଙ୍ଗସୁଇରେ ଏଭଳି କିଛି ଉପାୟ ରହିଛି, ଯାହାଦ୍ବାରା ସୁଖନିଦ୍ରା ଆସିଥାଏ। ସେହି ଉପାୟଗୁଡ଼ିକ ହେଉଛି – ♦ ପେଙ୍ଗସୁଇ ଅନୁଯାୟୀ, ଶୟନକକ୍ଷରେ ବିଦ୍ୟୁତ୍ ଉପକରଣ ରଖିବା ଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ, ଯାହାକି ଅନିଦ୍ରାର ଏକ ପ୍ରମୁଖ କାରଣ ♦ ସକାରାତ୍ମକ ଶକ୍ତି […]

ଭଲ ଭାବେ ନିଦ ନ ହେଲେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଅନିଦ୍ରାକୁ ଦୂରେଇ ଦେବା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ତେବେ ପେଙ୍ଗସୁଇରେ ଏଭଳି କିଛି ଉପାୟ ରହିଛି, ଯାହାଦ୍ବାରା ସୁଖନିଦ୍ରା ଆସିଥାଏ। ସେହି ଉପାୟଗୁଡ଼ିକ ହେଉଛି –

ଆହୁରି ପଢ଼ନ୍ତୁ: ଅତ୍ୟଧିକ ଉଚ୍ଚ ବା ନିମ୍ନ ତକିଆ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରଭାବ

♦ ପେଙ୍ଗସୁଇ ଅନୁଯାୟୀ, ଶୟନକକ୍ଷରେ ବିଦ୍ୟୁତ୍ ଉପକରଣ ରଖିବା ଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ, ଯାହାକି ଅନିଦ୍ରାର ଏକ ପ୍ରମୁଖ କାରଣ

ଆହୁରି ପଢ଼ନ୍ତୁ: ଖାଇବା ପରେ ମାତ୍ର ୧୦-୧୫ ମିନିଟ୍ ଚାଲନ୍ତୁ: ଗ୍ୟାସ୍ ଏବଂ ବଦହଜମିରୁ ମିଳିବ ଆରାମ

♦ ସକାରାତ୍ମକ ଶକ୍ତି ଓ ସୁଖନିଦ୍ରା ପାଇଁ ଶୟନକକ୍ଷରେ ଲାଫିଙ୍ଗ୍ ବୁଦ୍ଧଙ୍କ ଏକ ମୂର୍ତ୍ତି ରଖନ୍ତୁ । ଏହା ମନକୁ ଶାନ୍ତ ରଖିବା ସହ ଦାମ୍ପତ୍ୟ ଜୀବନରେ ମଧୁରତା ଆଣିଥାଏ ।

ଆହୁରି ପଢ଼ନ୍ତୁ: ଜିନ୍ସ ପଛରେ କାହିଁକି ଥାଏ ଲେଦର ପ୍ୟାଚ୍? ଜାଣନ୍ତୁ ଡେନିମର ଏହି ଐତିହାସିକ ତଥ୍ୟ

♦ ଶୟନ କକ୍ଷର ରଙ୍ଗ ମଧ୍ୟ ନିଦକୁ ପ୍ରଭାବିତ କରିଥାଏ । ଶୟନ କକ୍ଷର କାନ୍ଥର ରଙ୍ଗ ହାଲ୍‌କା ରହିବା ସହ ବେଡ଼ସିଟ୍‌ର ରଙ୍ଗ ଗାଢ଼ ହେବା ଉଚିତ | ଲାଲ୍ ଓ ଗୋଲାପି ରଙ୍ଗର ବେଡସିଟ୍ ସୁନିଦ୍ରା ପାଇଁ ଭଲ ହୋଇଥାଏ।

♦ ଅତ୍ୟଧିକ ଉଜ୍ଜ୍ୱଳ ଆଲୋକରେ ଶୋଇବା ଦ୍ବାରା ନିଦରେ ବାଧା ଆସିଥାଏ। ତେଣୁ ଶୟନ କନ୍ଧରେ ଜିରୋ ପାୱାର ଲାଇଟ୍‌ର ପ୍ରୟୋଗ କରନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର