ମୁହଁରେ ଲାଗିଛି ଲାଞ୍ଚ ଟଙ୍କା : ଥରେ ଧରା ପଡିଥିଲେ, ପୁଣି ଆଜି ଲାଞ୍ଚ ନେଇ ଧରାପଡିଲେ ଆର୍‌ଆଇ ମନୋଜ ମହାନନ୍ଦ

The Sakala Picture
Published On

ଭୁବନେଶ୍ବର : ମୁହଁରେ ଲାଞ୍ଚ ଟଙ୍କା ଲାଗିଲା ପରେ ଭୁଲି ପାରୁନାହାନ୍ତି ଆର୍‌ଆଇ ମନୋଜ ମହାନନ୍ଦ। ୨୦୨୨ରେ ଲାଞ୍ଚ ନେଇ ଧରାପଡିଥିଲେ। ସେହି ମାମଲା ଏବେ ବି ଚାରାଧୀନ ଥିବା ବେଳେ ଆଜି ପୁଣି ଥରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନାକଟିଦେଉଳ ତହସିଲ୍‌ ଡାଇଁଚ ଆରଆଇ ମନୋଜ ମହାନନ୍ଦ। ମିଳିଥିବା ସୂଚନା ମୁତାବକ ସମ୍ବଲପୁର ନାକଟିଦେଉଳ ତହସିଲର ଡଇଁଚାରେ ନିଯୁକ୍ତ ଆରଆଇ ମନୋଜ ମହାନନ୍ଦ ଆଜି ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଧରାପଡିଛନ୍ତି। ମ୍ୟୁଟେସନ୍‌ ରିପୋର୍ଟ […]

ଭୁବନେଶ୍ବର : ମୁହଁରେ ଲାଞ୍ଚ ଟଙ୍କା ଲାଗିଲା ପରେ ଭୁଲି ପାରୁନାହାନ୍ତି ଆର୍‌ଆଇ ମନୋଜ ମହାନନ୍ଦ। ୨୦୨୨ରେ ଲାଞ୍ଚ ନେଇ ଧରାପଡିଥିଲେ। ସେହି ମାମଲା ଏବେ ବି ଚାରାଧୀନ ଥିବା ବେଳେ ଆଜି ପୁଣି ଥରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନାକଟିଦେଉଳ ତହସିଲ୍‌ ଡାଇଁଚ ଆରଆଇ ମନୋଜ ମହାନନ୍ଦ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଫୋରେନ୍‌ସିକ୍ ଲ୍ୟାବ୍‌ରେ ସୁଇସାଇଡ୍ ନୋଟ୍, ପତ୍ନୀଙ୍କୁ ସନ୍ଦେହ

ମିଳିଥିବା ସୂଚନା ମୁତାବକ ସମ୍ବଲପୁର ନାକଟିଦେଉଳ ତହସିଲର ଡଇଁଚାରେ ନିଯୁକ୍ତ ଆରଆଇ ମନୋଜ ମହାନନ୍ଦ ଆଜି ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଧରାପଡିଛନ୍ତି। ମ୍ୟୁଟେସନ୍‌ ରିପୋର୍ଟ ତହସିଲଦାରଙ୍କୁ ପଠାଇବାକୁ
୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। ଲାଞ୍ଚ ନେଇ ଧରାପଡ଼ିବା ପରେ ଆରଆଇ ମନୋଜ ମହାନନ୍ଦଙ୍କର ଦୁଇଟି ଠିକଣାରେ ମଧ୍ୟ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରାଯାଇଛି। ପୂର୍ବରୁ ଜମନକିରା ଆର୍‌ଆଇ ଥିବାବେଳେ ୨୦୨୨ରେ ଲାଞ୍ଚ ନେଇ ଧରାପଡିଥିଲେ ମନୋଜ ମହାନନ୍ଦ।

18 Jun 2024 By The Sakala

ମୁହଁରେ ଲାଗିଛି ଲାଞ୍ଚ ଟଙ୍କା : ଥରେ ଧରା ପଡିଥିଲେ, ପୁଣି ଆଜି ଲାଞ୍ଚ ନେଇ ଧରାପଡିଲେ ଆର୍‌ଆଇ ମନୋଜ ମହାନନ୍ଦ

ଭୁବନେଶ୍ବର : ମୁହଁରେ ଲାଞ୍ଚ ଟଙ୍କା ଲାଗିଲା ପରେ ଭୁଲି ପାରୁନାହାନ୍ତି ଆର୍‌ଆଇ ମନୋଜ ମହାନନ୍ଦ। ୨୦୨୨ରେ ଲାଞ୍ଚ ନେଇ ଧରାପଡିଥିଲେ। ସେହି ମାମଲା ଏବେ ବି ଚାରାଧୀନ ଥିବା ବେଳେ ଆଜି ପୁଣି ଥରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନାକଟିଦେଉଳ ତହସିଲ୍‌ ଡାଇଁଚ ଆରଆଇ ମନୋଜ ମହାନନ୍ଦ।

ମିଳିଥିବା ସୂଚନା ମୁତାବକ ସମ୍ବଲପୁର ନାକଟିଦେଉଳ ତହସିଲର ଡଇଁଚାରେ ନିଯୁକ୍ତ ଆରଆଇ ମନୋଜ ମହାନନ୍ଦ ଆଜି ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଧରାପଡିଛନ୍ତି। ମ୍ୟୁଟେସନ୍‌ ରିପୋର୍ଟ ତହସିଲଦାରଙ୍କୁ ପଠାଇବାକୁ
୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। ଲାଞ୍ଚ ନେଇ ଧରାପଡ଼ିବା ପରେ ଆରଆଇ ମନୋଜ ମହାନନ୍ଦଙ୍କର ଦୁଇଟି ଠିକଣାରେ ମଧ୍ୟ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରାଯାଇଛି। ପୂର୍ବରୁ ଜମନକିରା ଆର୍‌ଆଇ ଥିବାବେଳେ ୨୦୨୨ରେ ଲାଞ୍ଚ ନେଇ ଧରାପଡିଥିଲେ ମନୋଜ ମହାନନ୍ଦ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର