ପ୍ରକାଶ ପାଇଲା ୨୦୨୧ ସିଭିଲ ସର୍ଭିସ୍ ପରୀକ୍ଷା ଫଳ: ଶ୍ରୁତି ଶର୍ମା ହେଲେ IAS ଟପ୍ପର, ଟପ୍ ୪ ରାଙ୍କରେ ୪ ଝିଅ

The Sakala Picture
Published On

ନୂଆଦିଲ୍ଲୀ: ୨୦୨୧ ମସିହାର ସିଭିଲ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ୬୮୫ ଜଣ କୃତକାର୍ଯ୍ଯହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଭାରତୀୟ ପ୍ରାଶାସନିକ ସେବା- ଆଇଏଏସରେ ୧୮୦ ଜଣ, ଭାରତୀୟ ପୁଲିସ ସେବା- ଆଇପିଏସରେ ୨୦୦ ଜଣ ଓ ଭାରତୀୟ ବିଦେଶ ସେବା-ଆଇଏଫ୍ଏସରେ ୩୭ ଜଣ ଅଛନ୍ତି । ତେବେ ପ୍ରଥମ ଚାରୋଟି ସ୍ଥାନରେ ଝିଅ ଅଛନ୍ତି । ଶ୍ରୁତି ଶର୍ମା ସର୍ବ ଭାରତୀୟ ରାଙ୍କର ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଅଙ୍କିତା […]

ନୂଆଦିଲ୍ଲୀ: ୨୦୨୧ ମସିହାର ସିଭିଲ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ୬୮୫ ଜଣ କୃତକାର୍ଯ୍ଯହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଭାରତୀୟ ପ୍ରାଶାସନିକ ସେବା- ଆଇଏଏସରେ ୧୮୦ ଜଣ, ଭାରତୀୟ ପୁଲିସ ସେବା- ଆଇପିଏସରେ ୨୦୦ ଜଣ ଓ ଭାରତୀୟ ବିଦେଶ ସେବା-ଆଇଏଫ୍ଏସରେ ୩୭ ଜଣ ଅଛନ୍ତି । ତେବେ ପ୍ରଥମ ଚାରୋଟି ସ୍ଥାନରେ ଝିଅ ଅଛନ୍ତି । ଶ୍ରୁତି ଶର୍ମା ସର୍ବ ଭାରତୀୟ ରାଙ୍କର ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଅଙ୍କିତା ଅଗ୍ରୱାଲ୍ ୨ୟ, ଜାମିନୀ ସିଙ୍ଗଲା-୩ୟ ଓ ଐଶ୍ବର୍ଯ୍ୟା ବର୍ମା ୪ର୍ଥ ସ୍ଥାନରେ ଅଛନ୍ତି। ସେହିପରି ଓଡ଼ିଶାର ୫୨ ନମ୍ବର ରାଙ୍କରେ ଅଙ୍କୁର ଦାଶ, ୬୩ ନମ୍ବର ସ୍ଥାନରେ କାର୍ତ୍ତିକ ପାଣିଗ୍ରାହୀ ରହିଥିବା ବେଳେ ୮୬ ନମ୍ବରରେ ରାଉରକେଲାର ଗୌରବ ଅଗ୍ରଓ୍ବାଲ ରହିଛନ୍ତି । ୨୦୫ ରାଙ୍କରେ ଦୁର୍ଗା ପ୍ରସାଦ ଅଧିକାରୀ, ୨୬୯ ରାଙ୍କରେ ଅନୁପ ଗର୍ଗ, ୫୧୩ ନମ୍ବର ରାଙ୍କରେ ମାନସ ରଞ୍ଜନ ସାହୁ,  ୨୭୩ ରାଙ୍କରେ ସମୀର କୁମାର ଜେନା, ୧୯୯ ନମ୍ବର ରାଙ୍କରେ ପୂଜା ସାହୁ, ୧୧୬ ନମ୍ବର ରାଙ୍କରେ ସମ୍ଭାବୀ ମିଶ୍ର,  ୨୩୨ ରାଙ୍କରେ ବିଶ୍ବ ବିଶ୍ରୁତ ତ୍ରିପାଠୀ,  ୨୭୩ ରାଙ୍କରେ ସମୀର କୁମାର ଜେନା, ୩୦୬ ରାଙ୍କରେ ସୌମ୍ୟ ରଞ୍ଜନ ପ୍ରଧାନ ୩୭୬ ରାଙ୍କରେ ହର୍ଷିତ ମେହେର ରହିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତା ୧୧ ଓ ୧୨ ତାରିଖରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି

30 May 2022 By The Sakala

ପ୍ରକାଶ ପାଇଲା ୨୦୨୧ ସିଭିଲ ସର୍ଭିସ୍ ପରୀକ୍ଷା ଫଳ: ଶ୍ରୁତି ଶର୍ମା ହେଲେ IAS ଟପ୍ପର, ଟପ୍ ୪ ରାଙ୍କରେ ୪ ଝିଅ

ନୂଆଦିଲ୍ଲୀ: ୨୦୨୧ ମସିହାର ସିଭିଲ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ୬୮୫ ଜଣ କୃତକାର୍ଯ୍ଯହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଭାରତୀୟ ପ୍ରାଶାସନିକ ସେବା- ଆଇଏଏସରେ ୧୮୦ ଜଣ, ଭାରତୀୟ ପୁଲିସ ସେବା- ଆଇପିଏସରେ ୨୦୦ ଜଣ ଓ ଭାରତୀୟ ବିଦେଶ ସେବା-ଆଇଏଫ୍ଏସରେ ୩୭ ଜଣ ଅଛନ୍ତି । ତେବେ ପ୍ରଥମ ଚାରୋଟି ସ୍ଥାନରେ ଝିଅ ଅଛନ୍ତି । ଶ୍ରୁତି ଶର୍ମା ସର୍ବ ଭାରତୀୟ ରାଙ୍କର ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଅଙ୍କିତା ଅଗ୍ରୱାଲ୍ ୨ୟ, ଜାମିନୀ ସିଙ୍ଗଲା-୩ୟ ଓ ଐଶ୍ବର୍ଯ୍ୟା ବର୍ମା ୪ର୍ଥ ସ୍ଥାନରେ ଅଛନ୍ତି। ସେହିପରି ଓଡ଼ିଶାର ୫୨ ନମ୍ବର ରାଙ୍କରେ ଅଙ୍କୁର ଦାଶ, ୬୩ ନମ୍ବର ସ୍ଥାନରେ କାର୍ତ୍ତିକ ପାଣିଗ୍ରାହୀ ରହିଥିବା ବେଳେ ୮୬ ନମ୍ବରରେ ରାଉରକେଲାର ଗୌରବ ଅଗ୍ରଓ୍ବାଲ ରହିଛନ୍ତି । ୨୦୫ ରାଙ୍କରେ ଦୁର୍ଗା ପ୍ରସାଦ ଅଧିକାରୀ, ୨୬୯ ରାଙ୍କରେ ଅନୁପ ଗର୍ଗ, ୫୧୩ ନମ୍ବର ରାଙ୍କରେ ମାନସ ରଞ୍ଜନ ସାହୁ,  ୨୭୩ ରାଙ୍କରେ ସମୀର କୁମାର ଜେନା, ୧୯୯ ନମ୍ବର ରାଙ୍କରେ ପୂଜା ସାହୁ, ୧୧୬ ନମ୍ବର ରାଙ୍କରେ ସମ୍ଭାବୀ ମିଶ୍ର,  ୨୩୨ ରାଙ୍କରେ ବିଶ୍ବ ବିଶ୍ରୁତ ତ୍ରିପାଠୀ,  ୨୭୩ ରାଙ୍କରେ ସମୀର କୁମାର ଜେନା, ୩୦୬ ରାଙ୍କରେ ସୌମ୍ୟ ରଞ୍ଜନ ପ୍ରଧାନ ୩୭୬ ରାଙ୍କରେ ହର୍ଷିତ ମେହେର ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର