ଉଦ୍ୟମ ଟ୍ରଷ୍ଟ ପକ୍ଷରୁ ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ଗୋଡ ହରାଇଥିବା ଚାଷୀଙ୍କୁ ଆଶା ବାଡ଼ି ପ୍ରଦାନ

The Sakala Picture
Published On

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲା ଚିଲକି ଗ୍ରାମର କୁମର ପ୍ରଧାନ ପେସାରେ ଜଣେ ଚାଷୀ । ବୟସ ୪୦ବର୍ଷ। କ୍ଷେତରୁ ଘରକୁ ଫେରୁଥିବା ବେଳେ ଚାଷ ଜମିରେ ଛିଣ୍ଡି ପଡିଥିବା ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ବମ ପଟ ଗୋଡ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିଲା । ଫଳରେ ତାଙ୍କର ଅସ୍ତ୍ରପ୍ରଚାର କରାଯାଇ ଗୋଡଟିକୁ କାଟିବାକୁ ପଡ଼ିଥିଲା। କୁମର ପ୍ରଧାନଙ୍କ ପାଇଁ ଆଶା ବାଡ଼ିଟି ନିହାତି ଜରୁରୀ ହୋଇ ପଡିଥିବା ବେଳେ ବଲାଙ୍ଗୀର ଜିଲ୍ଲାର ଦୁଃଖିଶ୍ୟାମ ସଡଙ୍ଗୀ କଲ କରି […]

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲା ଚିଲକି ଗ୍ରାମର କୁମର ପ୍ରଧାନ ପେସାରେ ଜଣେ ଚାଷୀ । ବୟସ ୪୦ବର୍ଷ। କ୍ଷେତରୁ ଘରକୁ ଫେରୁଥିବା ବେଳେ ଚାଷ ଜମିରେ ଛିଣ୍ଡି ପଡିଥିବା ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ବମ ପଟ ଗୋଡ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିଲା । ଫଳରେ ତାଙ୍କର ଅସ୍ତ୍ରପ୍ରଚାର କରାଯାଇ ଗୋଡଟିକୁ କାଟିବାକୁ ପଡ଼ିଥିଲା। କୁମର ପ୍ରଧାନଙ୍କ ପାଇଁ ଆଶା ବାଡ଼ିଟି ନିହାତି ଜରୁରୀ ହୋଇ ପଡିଥିବା ବେଳେ ବଲାଙ୍ଗୀର ଜିଲ୍ଲାର ଦୁଃଖିଶ୍ୟାମ ସଡଙ୍ଗୀ କଲ କରି କୁମର ପ୍ରଧାନଙ୍କ ପାଇଁ ଆଶା ବାଡ଼ିଟିଏ ଦେବା ପାଇଁ ଅନୁରାଧ କରିଥିଲେ ଉଦ୍ୟମ ଟ୍ରଷ୍ଟର ପ୍ରତିଷ୍ଠାତାଙ୍କୁ। ଖବର ଜାଣିବା ପରେ ଉଦ୍ୟମ ଟ୍ରଷ୍ଟର ପ୍ରତିଷ୍ଠାତା ଡେରି ନ କରି ଉଦ୍ୟମ ଟ୍ରଷ୍ଟ ତରଫରୁ କୁମର ପ୍ରଧାଙ୍କୁ ଆଶା ବାଡ଼ି ପ୍ରଦାନ କରିବା ସହ ସବୁ ପ୍ରକାର ସାହାଯ୍ଯ କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାର ଭଦ୍ରକ-ହରିଦାସପୁର ଏବଂ କଟକ-ପାରାଦୀପ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ

21 Sep 2021 By The Sakala

ଉଦ୍ୟମ ଟ୍ରଷ୍ଟ ପକ୍ଷରୁ ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ଗୋଡ ହରାଇଥିବା ଚାଷୀଙ୍କୁ ଆଶା ବାଡ଼ି ପ୍ରଦାନ

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲା ଚିଲକି ଗ୍ରାମର କୁମର ପ୍ରଧାନ ପେସାରେ ଜଣେ ଚାଷୀ । ବୟସ ୪୦ବର୍ଷ। କ୍ଷେତରୁ ଘରକୁ ଫେରୁଥିବା ବେଳେ ଚାଷ ଜମିରେ ଛିଣ୍ଡି ପଡିଥିବା ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ବମ ପଟ ଗୋଡ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିଲା । ଫଳରେ ତାଙ୍କର ଅସ୍ତ୍ରପ୍ରଚାର କରାଯାଇ ଗୋଡଟିକୁ କାଟିବାକୁ ପଡ଼ିଥିଲା। କୁମର ପ୍ରଧାନଙ୍କ ପାଇଁ ଆଶା ବାଡ଼ିଟି ନିହାତି ଜରୁରୀ ହୋଇ ପଡିଥିବା ବେଳେ ବଲାଙ୍ଗୀର ଜିଲ୍ଲାର ଦୁଃଖିଶ୍ୟାମ ସଡଙ୍ଗୀ କଲ କରି କୁମର ପ୍ରଧାନଙ୍କ ପାଇଁ ଆଶା ବାଡ଼ିଟିଏ ଦେବା ପାଇଁ ଅନୁରାଧ କରିଥିଲେ ଉଦ୍ୟମ ଟ୍ରଷ୍ଟର ପ୍ରତିଷ୍ଠାତାଙ୍କୁ। ଖବର ଜାଣିବା ପରେ ଉଦ୍ୟମ ଟ୍ରଷ୍ଟର ପ୍ରତିଷ୍ଠାତା ଡେରି ନ କରି ଉଦ୍ୟମ ଟ୍ରଷ୍ଟ ତରଫରୁ କୁମର ପ୍ରଧାଙ୍କୁ ଆଶା ବାଡ଼ି ପ୍ରଦାନ କରିବା ସହ ସବୁ ପ୍ରକାର ସାହାଯ୍ଯ କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର