ବେକାରୀ ସମସ୍ୟାର ବିକଳ ଚିତ୍ର: ହୋମଗାର୍ଡ ପଦ ପାଇଁ ଏୟାରଷ୍ଟ୍ରିପରେ ପରୀକ୍ଷା ଦେଲେ ବି-ଟେକ ଓ ଏମ-ଟେକ ପିଲା

Madhusudan Das Picture
Published On

ସମ୍ବଲପୁର: ଏୟାରଷ୍ଟ୍ରିପରେ ପରୀକ୍ଷା ଦେଲେ ପିଲା । ବେକାରୀ ସମସ୍ୟାର ବିକଳ ଚିତ୍ର । ହୋମଗାର୍ଡ ପାଇଁ ବି-ଟେକ ଓ ଏମ-ଟେକ ଡିଗ୍ରୀଧାରୀ ପିଲା । ୧୮୭ଟି ହୋମଗାର୍ଡ ପଦ ପାଇଁ ୮ ହଜାରରୁ ଅଧିକ ପରୀକ୍ଷାର୍ଥୀ । ଖୋଲା ଆକାଶ ତଳେ ଦେଉଛନ୍ତି ପରୀକ୍ଷା । ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁରରେ । ସମ୍ବଲପୁର ସହରର ଜମାଦାରପାଲି ଏୟାରଷ୍ଟ୍ରିପରେ ବସି ପରୀକ୍ଷା ଦେଲେ ହଜାର ହଜାର ଆଶାୟୀ । ମାତ୍ର ୧୮୭ଟି ପଦ ପାଇଁ ଆସିଥିଲେ ୮ ହଜାରରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ । ଏମାନେ ସମସ୍ତେ ହୋମଗାର୍ଡ ପାଇଁ ଶୀତ କାକରରେ ଖୋଲା ଆକାଶ ତଳେ ବସି ପରୀକ୍ଷା ଦେଇଛନ୍ତି । ଏବେ ଏହି ପ୍ରସଙ୍ଗ ସହରରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

17 Dec 2025 By Madhusudan Das

ବେକାରୀ ସମସ୍ୟାର ବିକଳ ଚିତ୍ର: ହୋମଗାର୍ଡ ପଦ ପାଇଁ ଏୟାରଷ୍ଟ୍ରିପରେ ପରୀକ୍ଷା ଦେଲେ ବି-ଟେକ ଓ ଏମ-ଟେକ ପିଲା

ସମ୍ବଲପୁର: ଏୟାରଷ୍ଟ୍ରିପରେ ପରୀକ୍ଷା ଦେଲେ ପିଲା । ବେକାରୀ ସମସ୍ୟାର ବିକଳ ଚିତ୍ର । ହୋମଗାର୍ଡ ପାଇଁ ବି-ଟେକ ଓ ଏମ-ଟେକ ଡିଗ୍ରୀଧାରୀ ପିଲା । ୧୮୭ଟି ହୋମଗାର୍ଡ ପଦ ପାଇଁ ୮ ହଜାରରୁ ଅଧିକ ପରୀକ୍ଷାର୍ଥୀ । ଖୋଲା ଆକାଶ ତଳେ ଦେଉଛନ୍ତି ପରୀକ୍ଷା । ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁରରେ । ସମ୍ବଲପୁର ସହରର ଜମାଦାରପାଲି ଏୟାରଷ୍ଟ୍ରିପରେ ବସି ପରୀକ୍ଷା ଦେଲେ ହଜାର ହଜାର ଆଶାୟୀ । ମାତ୍ର ୧୮୭ଟି ପଦ ପାଇଁ ଆସିଥିଲେ ୮ ହଜାରରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ । ଏମାନେ ସମସ୍ତେ ହୋମଗାର୍ଡ ପାଇଁ ଶୀତ କାକରରେ ଖୋଲା ଆକାଶ ତଳେ ବସି ପରୀକ୍ଷା ଦେଇଛନ୍ତି । ଏବେ ଏହି ପ୍ରସଙ୍ଗ ସହରରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି ।

https://www.thesakala.in/latest-odisha-news/thousands-of-aspirants-took-the-homeguard-exam-in-open-airstrip/article-43643
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର