ନାବାଳିକାକୁ ଗୋଡାଇ ଗୋଡାଇ କାମୁଡିଲେ ୭ କୁକୁର, ସଙ୍କଟାପନ୍ନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

The Sakala Picture
Published On

ତେଲକୋଇ/କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଜଗମୋହନପୁର ପଞ୍ଚାୟତ ଟୁଙ୍ଗୁରୁବାହାଳି ଠାରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଝଡ଼ ପବନରେ ପଡିଥିବା ଆମ୍ବ ଗୋଟାଇବାକୁ ଯାଇଥିବା ଏକ ୯ ବର୍ଷର ନାବାଳିକାଙ୍କୁ ୭ ଟି କୁକୁର ଗୋଡ଼ାଇ ଗୋଡ଼ାଇ କାମୁଡି ଦେବାରୁ ନାବାଳିକା ଗୁରୁତ୍ବର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ସୂଚନା ଅନୁଯାୟୀ ଟୁଙ୍ଗୁରବାହାଳି ଗ୍ରାମର ଲୋଚନ ଦେହୁରୀଙ୍କ ଝିଅ ଶୁଭସ୍ମିତା ଦେହୁରୀ(୯) ଗୁରୁବାର ସକାଳେ ଝଡ଼ ବର୍ଷାରେ ପଡିଥିବା ଆମ୍ବ ଗୋଟାଇବାକୁ […]

ତେଲକୋଇ/କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଜଗମୋହନପୁର ପଞ୍ଚାୟତ ଟୁଙ୍ଗୁରୁବାହାଳି ଠାରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଝଡ଼ ପବନରେ ପଡିଥିବା ଆମ୍ବ ଗୋଟାଇବାକୁ ଯାଇଥିବା ଏକ ୯ ବର୍ଷର ନାବାଳିକାଙ୍କୁ ୭ ଟି କୁକୁର ଗୋଡ଼ାଇ ଗୋଡ଼ାଇ କାମୁଡି ଦେବାରୁ ନାବାଳିକା ଗୁରୁତ୍ବର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ସୂଚନା ଅନୁଯାୟୀ ଟୁଙ୍ଗୁରବାହାଳି ଗ୍ରାମର ଲୋଚନ ଦେହୁରୀଙ୍କ ଝିଅ ଶୁଭସ୍ମିତା ଦେହୁରୀ(୯) ଗୁରୁବାର ସକାଳେ ଝଡ଼ ବର୍ଷାରେ ପଡିଥିବା ଆମ୍ବ ଗୋଟାଇବାକୁ ଘର ନିକସ୍ଥ ଏକ ଗଛ ମୂଳକୁ ଯାଇଥିଲେ।

ଆହୁରି ପଢ଼ନ୍ତୁ: ଥାନା ସାମ୍ନାରେ ଟ୍ରାକ୍ଟର ରଖି ଷ୍ଟିୟରିଂରେ ହାତକଡ଼ି ପକାଇଲା ପୋଲିସ, କ'ଣ ଏହାର କାରଣ....

ଏତିକିବେଳେ ଆଖ ପାଖରେ ଥିବା ୭  ଟି ବୁଲା କୁକୁର ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ସେ ଅଚେତ ହୋଇଯାଇଥିଲେ। କୁକୁରମାନେ ତାଙ୍କର ମୁଣ୍ଡ,ପିଠି,ବେକ ସମେତ ଦେହର ଅନେକ ଅଂଶରୁ ମାଂସ ଖାଇଦେଇଥିଲେ। ଏତିକିବେଳେ ଶୌଚ ହେବାକୁ ଯାଉଥିବା ଦୁଇଜଣ ମହିଳା ଏହା ଦେଖିପାରି ପାଟି ତୁଣ୍ଡ କରିବାରୁ କୁକୁରମାନେ ସେଠାରୁ ଚାଲି ଯାଇଥିଲେ। ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ସେବାକୁ ଖବର ଦିଆ ଯାଇଥିଲା। ତାଙ୍କୁ ଗୁରୁତ୍ବର ଅବସ୍ଥାରେ ତେଲକୋଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ନାବାଳିକାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ଆଗରେ ରକ୍ତ ସମ୍ପର୍କ ପଡିଲା ଫିକା: ଦାଦାକୁ ପଥରରେ ଛେଚି ମାରିଲା ପୁତୁରା

22 Apr 2021 By The Sakala

ନାବାଳିକାକୁ ଗୋଡାଇ ଗୋଡାଇ କାମୁଡିଲେ ୭ କୁକୁର, ସଙ୍କଟାପନ୍ନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ତେଲକୋଇ/କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଜଗମୋହନପୁର ପଞ୍ଚାୟତ ଟୁଙ୍ଗୁରୁବାହାଳି ଠାରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଝଡ଼ ପବନରେ ପଡିଥିବା ଆମ୍ବ ଗୋଟାଇବାକୁ ଯାଇଥିବା ଏକ ୯ ବର୍ଷର ନାବାଳିକାଙ୍କୁ ୭ ଟି କୁକୁର ଗୋଡ଼ାଇ ଗୋଡ଼ାଇ କାମୁଡି ଦେବାରୁ ନାବାଳିକା ଗୁରୁତ୍ବର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ସୂଚନା ଅନୁଯାୟୀ ଟୁଙ୍ଗୁରବାହାଳି ଗ୍ରାମର ଲୋଚନ ଦେହୁରୀଙ୍କ ଝିଅ ଶୁଭସ୍ମିତା ଦେହୁରୀ(୯) ଗୁରୁବାର ସକାଳେ ଝଡ଼ ବର୍ଷାରେ ପଡିଥିବା ଆମ୍ବ ଗୋଟାଇବାକୁ ଘର ନିକସ୍ଥ ଏକ ଗଛ ମୂଳକୁ ଯାଇଥିଲେ।

ଏତିକିବେଳେ ଆଖ ପାଖରେ ଥିବା ୭  ଟି ବୁଲା କୁକୁର ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ସେ ଅଚେତ ହୋଇଯାଇଥିଲେ। କୁକୁରମାନେ ତାଙ୍କର ମୁଣ୍ଡ,ପିଠି,ବେକ ସମେତ ଦେହର ଅନେକ ଅଂଶରୁ ମାଂସ ଖାଇଦେଇଥିଲେ। ଏତିକିବେଳେ ଶୌଚ ହେବାକୁ ଯାଉଥିବା ଦୁଇଜଣ ମହିଳା ଏହା ଦେଖିପାରି ପାଟି ତୁଣ୍ଡ କରିବାରୁ କୁକୁରମାନେ ସେଠାରୁ ଚାଲି ଯାଇଥିଲେ। ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ସେବାକୁ ଖବର ଦିଆ ଯାଇଥିଲା। ତାଙ୍କୁ ଗୁରୁତ୍ବର ଅବସ୍ଥାରେ ତେଲକୋଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ନାବାଳିକାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର