ସୁଇସାଇଡ ନୋଟ ରଖି ନଦୀକୁ ଡେଇଁଲେ ଯୁବତୀ

The Sakala Picture
Published On

ବଣାଇଁ: ସ୍କୁଟି ଉପରେ ସୁଇସାଇଡ ନୋଟ ରଖି ନରେନ୍ଦ୍ର ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁଲେ ଯୁବତୀ । ଖବର ପାଇ ବଣାଇଁ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କର୍ଯ୍ଯ ଆରମ୍ଭ କରିଥିଲେ। ନଦୀକୁ ଡେଇଁଥିବା ଯୁବତୀଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛଛି। ଘଟଣାସ୍ଥଳରେ ବଣାଇଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ଯୁବତୀ ଜଣଙ୍କ ନଦୀକୁ ଡେଇଁଥିଲେ ସେ ନେଇ ତନାଘନା କରୁଛି।

13 Oct 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର