କୋଇଡ଼ାରେ ଡବଲ ମର୍ଡର, ଆତ୍ମସମର୍ପଣ କଲା ଦୁର୍ବୃତ୍ତ

The Sakala Picture
Published On

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ କୋଇଡ଼ା ଅଞ୍ଚଳର ଆମରୁଢ଼ି ଗାଁରେ ଡବଲ୍ ମର୍ଡର ଘଟିଛି। ଗାଁ ନାଳ ନିକଟରୁ ୨ ଜଣ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୨ ଜଣଙ୍କୁ ମାରି ପୁଲିସ ନିକଟରେ ଦୁର୍ବୃତ୍ତ ଆତ୍ମସମର୍ପଣ କରିଛି। ଶନିବାର ହତ୍ୟାକାଣ୍ଡଟି ଘଟିଥିବା ବେଳେ ମୃତଦେହ ଲୁଚାଇ ରଖିଥିଲା ଦୁର୍ବୃତ୍ତ । ଆଜି ଥାନାକୁ ଆସି ଆତ୍ମସମର୍ପଣ କରିଛି ଦୁର୍ବୃତ୍ତ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଉପରେ ଇରାନର ଡ୍ରୋନ୍ ଆକ୍ରମଣ

18 Dec 2023 By The Sakala

କୋଇଡ଼ାରେ ଡବଲ ମର୍ଡର, ଆତ୍ମସମର୍ପଣ କଲା ଦୁର୍ବୃତ୍ତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ କୋଇଡ଼ା ଅଞ୍ଚଳର ଆମରୁଢ଼ି ଗାଁରେ ଡବଲ୍ ମର୍ଡର ଘଟିଛି। ଗାଁ ନାଳ ନିକଟରୁ ୨ ଜଣ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୨ ଜଣଙ୍କୁ ମାରି ପୁଲିସ ନିକଟରେ ଦୁର୍ବୃତ୍ତ ଆତ୍ମସମର୍ପଣ କରିଛି। ଶନିବାର ହତ୍ୟାକାଣ୍ଡଟି ଘଟିଥିବା ବେଳେ ମୃତଦେହ ଲୁଚାଇ ରଖିଥିଲା ଦୁର୍ବୃତ୍ତ । ଆଜି ଥାନାକୁ ଆସି ଆତ୍ମସମର୍ପଣ କରିଛି ଦୁର୍ବୃତ୍ତ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର