ଖୁବ୍‌‌ଶୀଘ୍ର ପୂରଣ ହେବ ୧୫୪୩ ପିଜିଟି ପଦ: ପ୍ରଥମ ପର୍ଯ୍ୟାୟରେ ୫୫୫ ଓ ୨ୟ ପର୍ଯ୍ୟାୟରେ ୯୮୮ ଜଣଙ୍କୁ ଦିଆଯିବ ନିଯୁକ୍ତି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ବେସରକାରୀ ପୂର୍ଣ୍ଣ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ୧୫୪୩ ପିଜିଟି(ପୋଷ୍ଟ ଗ୍ରାଜୁଏଟ୍‌‌ ଶିକ୍ଷକ) ପଦ ଖୁବଶୀଘ୍ର ପୂରଣ ହେବ। ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏସଏସବି(ରାଜ୍ୟ ଚୟନ ବୋର୍ଡ଼)କୁ ଚିଠି ଲେଖାଯାଇଛି। ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ବିଭାଗ ଏସଏସବିକୁ ଚିଠିରେ ଦର୍ଶାଇଛି। ପ୍ରଥମ ପର୍ଯ୍ୟାୟରେ ୫୫୫ ଓ ଦ୍ୱିତୀୟ ପର୍ଯ୍ୟାୟରେ ୯୮୮ ଜଣ ପିଜିଟିଙ୍କୁ ନିଯୁକ୍ତି ଦିଆଯିବ। ତେବେ ଗଣଶିକ୍ଷା ବିଭାଗ ଚୟନ ପ୍ରକ୍ରିୟା […]

ଭୁବନେଶ୍ୱର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ବେସରକାରୀ ପୂର୍ଣ୍ଣ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ୧୫୪୩ ପିଜିଟି(ପୋଷ୍ଟ ଗ୍ରାଜୁଏଟ୍‌‌ ଶିକ୍ଷକ) ପଦ ଖୁବଶୀଘ୍ର ପୂରଣ ହେବ। ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏସଏସବି(ରାଜ୍ୟ ଚୟନ ବୋର୍ଡ଼)କୁ ଚିଠି ଲେଖାଯାଇଛି। ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ବିଭାଗ ଏସଏସବିକୁ ଚିଠିରେ ଦର୍ଶାଇଛି। ପ୍ରଥମ ପର୍ଯ୍ୟାୟରେ ୫୫୫ ଓ ଦ୍ୱିତୀୟ ପର୍ଯ୍ୟାୟରେ ୯୮୮ ଜଣ ପିଜିଟିଙ୍କୁ ନିଯୁକ୍ତି ଦିଆଯିବ। ତେବେ ଗଣଶିକ୍ଷା ବିଭାଗ ଚୟନ ପ୍ରକ୍ରିୟା ପାଇଁ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଥିଲା।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର