ରାଜଧାନୀରେ ଚାଞ୍ଚଲ୍ୟ, ରାମ ମନ୍ଦିର ପଛପଟ ଅଳିଆଗଦାରୁ ମିଳିଲା ମଣିଷର କଟା ଗୋଡ-ହାତ

The Sakala Picture
Published On

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଭୁବନେଶ୍ୱରରେ ଅଳିଆ ଗଦାରୁ ମିଳିଛି ମଣିଷର ଛିଣ୍ଡା ହାତ ଓ ଗୋଡ଼। ବ୍ୟସ୍ତବହୁଳ ରାମ ମନ୍ଦିର ପଛପଟେ ଥିବା ଅଳିଆ ଗଦାରେ ଏସବୁ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅଳିଆ ଗଦାରେ ପଡ଼ିଥିବା ହାତ ଓ ଗୋଡ଼ରେ ଷ୍ଟିଚିଂ ହୋଇଥିବା ଦେଖିବାକୁ ମିଳିଛି। ଅଳିଆ ଗଦାରେ ପଡ଼ିଥିବା ହାତ ଓ ଗୋଡ଼ ମହିଳା ନା ପୁରୁଷର ଜଣାପଡ଼ି ନଥିବା ବେଳେ ସେହି ସ୍ଥାନକୁ କଟା ଗୋଡହାତ କେଉଁଠୁ ଆସିଲା ଓ କେମିତି […]

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଭୁବନେଶ୍ୱରରେ ଅଳିଆ ଗଦାରୁ ମିଳିଛି ମଣିଷର ଛିଣ୍ଡା ହାତ ଓ ଗୋଡ଼। ବ୍ୟସ୍ତବହୁଳ ରାମ ମନ୍ଦିର ପଛପଟେ ଥିବା ଅଳିଆ ଗଦାରେ ଏସବୁ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅଳିଆ ଗଦାରେ ପଡ଼ିଥିବା ହାତ ଓ ଗୋଡ଼ରେ ଷ୍ଟିଚିଂ ହୋଇଥିବା ଦେଖିବାକୁ ମିଳିଛି। ଅଳିଆ ଗଦାରେ ପଡ଼ିଥିବା ହାତ ଓ ଗୋଡ଼ ମହିଳା ନା ପୁରୁଷର ଜଣାପଡ଼ି ନଥିବା ବେଳେ ସେହି ସ୍ଥାନକୁ କଟା ଗୋଡହାତ କେଉଁଠୁ ଆସିଲା ଓ କେମିତି ଆସିଲା ତାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଦଲାଲଙ୍କ ଜାଲରେ ଉଜ୍ଜ୍ୱଳା ଉପଭୋକ୍ତା, ନିରବଦ୍ରଷ୍ଟା ସାଜିଛି ଯୋଗାଣ ବିଭାଗ

ମିଳିଥିବା ସୂଚନା ଅନୁସାରେ ରାସ୍ତା ପାର୍ଶ୍ୱରେ ଥିବା ଅଳିଆଗଦାରେ ଛିଣ୍ଡା ହାତ ଓ ଗୋଡ଼ ପଡ଼ିଥିବା ସ୍ଥାନୀୟ ଲୋକେ ପ୍ରଥମେ ଦେଖିବାକୁ ପାଇଥିଲେ। ପରେ ଏନେଇ ପୁଲିସକୁ ଖବର ଦେଇଥିଲେ। ଖାରବେଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପଡ଼ିଥିବା ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ କେଉଁଠୁ ଆସିଛି ଏସବୁ ଅଙ୍ଗ ପ୍ରତ୍ୟଙ୍ଗ, କିଏ ଏଠାରେ ଆଣି ପକାଇଛି ନା ଏହାରି ପଛରେ କୌଣସି ରହସ୍ୟ ଲୁଚି ରହିଛି ତାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ। ତେବେ ଜଣେ ପୁଲିସ ଅଧିକାରୀଙ୍କ କହିବା କଥା ସେହି ପାଖରେ ଏକ ମେଡିକାଲ ଥିଲା । ଯାହାକି ଏବେ ବନ୍ଦ ହୋଇଯାଇଛି । ସେହି ହସ୍ପିଟାଲରୁ ଏହି ସ୍ଥାନକୁ ଏହି କଟା ଗୋଡ ହାତ ଆସିଥାଇ ପାରେ । ତେବେ ଏନେଇ ତଦନ୍ତ ପରେ ହିଁ ସଠିକ୍ ସୂଚନା ଦିଆଯାଇପାରିବ।

ଆହୁରି ପଢ଼ନ୍ତୁ: ବିରୋଧ ପରେ ଯୋଗାଣ ମନ୍ତ୍ରୀଙ୍କ ୟୁ ଟର୍ଣ୍ଣ: କାଲି ମନା କରିଥିଲେ, ଆଜି କହିଲେ ଏହିମାନେ କିଣିପାରିବେ ୫ କେଜି ଗ୍ୟାସ୍

14 Oct 2021 By The Sakala

ରାଜଧାନୀରେ ଚାଞ୍ଚଲ୍ୟ, ରାମ ମନ୍ଦିର ପଛପଟ ଅଳିଆଗଦାରୁ ମିଳିଲା ମଣିଷର କଟା ଗୋଡ-ହାତ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଭୁବନେଶ୍ୱରରେ ଅଳିଆ ଗଦାରୁ ମିଳିଛି ମଣିଷର ଛିଣ୍ଡା ହାତ ଓ ଗୋଡ଼। ବ୍ୟସ୍ତବହୁଳ ରାମ ମନ୍ଦିର ପଛପଟେ ଥିବା ଅଳିଆ ଗଦାରେ ଏସବୁ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅଳିଆ ଗଦାରେ ପଡ଼ିଥିବା ହାତ ଓ ଗୋଡ଼ରେ ଷ୍ଟିଚିଂ ହୋଇଥିବା ଦେଖିବାକୁ ମିଳିଛି। ଅଳିଆ ଗଦାରେ ପଡ଼ିଥିବା ହାତ ଓ ଗୋଡ଼ ମହିଳା ନା ପୁରୁଷର ଜଣାପଡ଼ି ନଥିବା ବେଳେ ସେହି ସ୍ଥାନକୁ କଟା ଗୋଡହାତ କେଉଁଠୁ ଆସିଲା ଓ କେମିତି ଆସିଲା ତାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁସାରେ ରାସ୍ତା ପାର୍ଶ୍ୱରେ ଥିବା ଅଳିଆଗଦାରେ ଛିଣ୍ଡା ହାତ ଓ ଗୋଡ଼ ପଡ଼ିଥିବା ସ୍ଥାନୀୟ ଲୋକେ ପ୍ରଥମେ ଦେଖିବାକୁ ପାଇଥିଲେ। ପରେ ଏନେଇ ପୁଲିସକୁ ଖବର ଦେଇଥିଲେ। ଖାରବେଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପଡ଼ିଥିବା ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ କେଉଁଠୁ ଆସିଛି ଏସବୁ ଅଙ୍ଗ ପ୍ରତ୍ୟଙ୍ଗ, କିଏ ଏଠାରେ ଆଣି ପକାଇଛି ନା ଏହାରି ପଛରେ କୌଣସି ରହସ୍ୟ ଲୁଚି ରହିଛି ତାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ। ତେବେ ଜଣେ ପୁଲିସ ଅଧିକାରୀଙ୍କ କହିବା କଥା ସେହି ପାଖରେ ଏକ ମେଡିକାଲ ଥିଲା । ଯାହାକି ଏବେ ବନ୍ଦ ହୋଇଯାଇଛି । ସେହି ହସ୍ପିଟାଲରୁ ଏହି ସ୍ଥାନକୁ ଏହି କଟା ଗୋଡ ହାତ ଆସିଥାଇ ପାରେ । ତେବେ ଏନେଇ ତଦନ୍ତ ପରେ ହିଁ ସଠିକ୍ ସୂଚନା ଦିଆଯାଇପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର