ନୂଆ ଉପାୟରେ ଚାଲିଥିଲା ଦେହ ବ୍ୟବସାୟ : ରେଡ୍‌ କଲା ପୁଲିସ, ୪ ଯୁବତୀ ଉଦ୍ଧାର, ଦଲାଲ ଗିରଫ

The Sakala Picture
Published On

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ବରରେ ନୂଆ ନୂଆ ଉପାୟରେ ଅପରାଧ କରୁଛନ୍ତି ଅପରାଧୀ। କେତେବେଳେ ନିଶା କାରବାର ପାଇଁ ଭିନ୍ନ ଭିନ୍ନ ଉପାୟ କରୁଥିବା ବେଳେ ଏବେ ଦେହ ବ୍ୟବସାୟ ପାଇଁ ନୂଆ ତରିକା ଆପଣାଉଛନ୍ତି ଅପରାଧୀ।   ଗୋଟିଏ ପଟେ ଧଳାଜହର ମାଫିଆ ସହରରେ ରାଜ୍ କରୁଥିବା ବେଳେ ଅନ୍ୟପଟେ ଦେହ ବ୍ୟବସାୟର ଆଡା ଜମୁଛି । ଅପରାଧୀଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ଅଙ୍କୁଶ ଲଗାଇ ପାରୁନି ପୁଲିସ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ […]

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ବରରେ ନୂଆ ନୂଆ ଉପାୟରେ ଅପରାଧ କରୁଛନ୍ତି ଅପରାଧୀ। କେତେବେଳେ ନିଶା କାରବାର ପାଇଁ ଭିନ୍ନ ଭିନ୍ନ ଉପାୟ କରୁଥିବା ବେଳେ ଏବେ ଦେହ ବ୍ୟବସାୟ ପାଇଁ ନୂଆ ତରିକା ଆପଣାଉଛନ୍ତି ଅପରାଧୀ।   ଗୋଟିଏ ପଟେ ଧଳାଜହର ମାଫିଆ ସହରରେ ରାଜ୍ କରୁଥିବା ବେଳେ ଅନ୍ୟପଟେ ଦେହ ବ୍ୟବସାୟର ଆଡା ଜମୁଛି । ଅପରାଧୀଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ଅଙ୍କୁଶ ଲଗାଇ ପାରୁନି ପୁଲିସ ।

ଆହୁରି ପଢ଼ନ୍ତୁ: ଆସନ୍ତା ୩୧ ଓ ସେପ୍ଟେମ୍ବର ୧ ତାରିଖରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି

ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବର ମଞ୍ଚେଶ୍ବର ଥାନା ସତ୍ୟ ବିହାର ଅଞ୍ଚଳରେ। ଏଠାରେ ଏକ  କନସଲଟେନ୍ସି ନାରେ ଚାଲିଥିଲା ଦେହ ବ୍ୟବସାୟ । ଅଭିଯୋଗ ପାଇବା ପରେ କମିଶନରେଟ ପୁଲିସ ରେଡ୍‌ କରିଥିଲା । ରେଡ୍‌ ସମୟରେ ପୁଲିସ ଉକ୍ତ ସ୍ଥାନରୁ ଜଣେ ଦେହ ଦଲାଲୀକୁ ଗିରଫ କରିବା ସହ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି।  ବିଭିନ୍ନ କ୍ଷେତ୍ରରେ ପରାମର୍ଶ ପାଇବା ନାଁ ରେ ଖୋଲାଯାଇଥିବା ଏହି ଅନୁଷ୍ଠାନରେ ଦେହବେପାର ଚାଲୁଥିବା ଅଭିଯୋଗ ପାଇଥିଲା ପୁଲିସ ।

ଆହୁରି ପଢ଼ନ୍ତୁ: ଲୁଣା ନଦୀକୁ ଡେଇଁ ୨୨ ବର୍ଷୀୟ ଯୁବକ ନିଖୋଜ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର