ସ୍ତ୍ରୀ ଓ ପିଲାକୁ ନ ପାଇବାରୁ ଶ୍ୱଶୁର ଉପରକୁ ଗୁଳିମାଡ କଲା ଜ୍ୱାଇଁ

The Sakala Picture
Published On

କୁଚିଣ୍ଡା: ଶ୍ୱଶୁରକୁ ଉପରକୁ ଗୁଳିମାଡ କଲା ଜ୍ୱାଇଁ । ସ୍ତ୍ରୀ ଓ ପିଲାଙ୍କୁ ଘରେ ନ ପାଇବାରୁ ଶ୍ଵଶୁରଙ୍କ ଘରେ ତାଙ୍କ ଉପରକୁ ଗୁଳିମାଡ଼ କରିଛି ଜ୍ଵାଇଁ । କୁଚିଣ୍ଡା ମହୁଲପାଲି ଥାନା ବନ୍ଧକାନୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତେବେ ଗୁଳିମାଡରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଶ୍ଵଶୁର । ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତ ଜ୍ୱାଇଁକୁ ଗିରଫ କରିଛି ମହୁଲପାଲି ଥାନା ପୋଲିସ । ଅଭିଯୁକ୍ତଙ୍କ ନାଁ ବେଦବ୍ୟାସ ଶବର। ତାଙ୍କ ଘର ବାଉରିଗୋଡ଼ା […]

କୁଚିଣ୍ଡା: ଶ୍ୱଶୁରକୁ ଉପରକୁ ଗୁଳିମାଡ କଲା ଜ୍ୱାଇଁ । ସ୍ତ୍ରୀ ଓ ପିଲାଙ୍କୁ ଘରେ ନ ପାଇବାରୁ ଶ୍ଵଶୁରଙ୍କ ଘରେ ତାଙ୍କ ଉପରକୁ ଗୁଳିମାଡ଼ କରିଛି ଜ୍ଵାଇଁ । କୁଚିଣ୍ଡା ମହୁଲପାଲି ଥାନା ବନ୍ଧକାନୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତେବେ ଗୁଳିମାଡରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଶ୍ଵଶୁର । ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତ ଜ୍ୱାଇଁକୁ ଗିରଫ କରିଛି ମହୁଲପାଲି ଥାନା ପୋଲିସ । ଅଭିଯୁକ୍ତଙ୍କ ନାଁ ବେଦବ୍ୟାସ ଶବର। ତାଙ୍କ ଘର ବାଉରିଗୋଡ଼ା ଗାଁରେ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ସୂଚନା ଅନୁସାରେ, ଆଜି ଘରେ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ନ ପାଇ ବେଦବ୍ୟାସ ରାଗିଯାଇଥିଲେ ଏବଂ ଶ୍ୱଶୁର ଘର ଲୋକେ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ନେଇ ଯାଇଥିବେ ଭାବି ସେ ସେଠାରେ ଯାଇ ପହଞ୍ଚିଥିଲେ। ଶ୍ୱଶୁର ଘରେ ପହଞ୍ଚି ସେ ତାଙ୍କ ଶ୍ୱଶୁର କୁଞ୍ଜବନ ରଣାଙ୍କୁ ଏକ ଦେଶୀ ବନ୍ଧୁକରୁ ଗୁଳି କରିଥିଲେ। ତେବେ ସୌଭାଗ୍ୟ ବଶତଃ ଗୁଳି କୁଞ୍ଜବନଙ୍କ ଶରୀରରେ ବାଜି ନଥିଲା। ତେବେ ପୋଲିସ ଏକ ମାମଲା ରୁଜୁ କରି ବେଦବ୍ୟସକୁ କୋର୍ଟ ଚାଲାଣ କରିଛି ଏବଂ ତା ପାଖରୁ ଗୋଟେ ଦେଶୀ ବନ୍ଧୁକ ,୨୦ ରାଉଣ୍ଡ ଗୁଳି ଓ ଗନ ପାଉଡର ତା ଘରୁ ଜବତ କରିଥିବା ପୋଲିସ ପକ୍ଷରୁ ପ୍ରକାଶ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

12 Aug 2023 By The Sakala

ସ୍ତ୍ରୀ ଓ ପିଲାକୁ ନ ପାଇବାରୁ ଶ୍ୱଶୁର ଉପରକୁ ଗୁଳିମାଡ କଲା ଜ୍ୱାଇଁ

କୁଚିଣ୍ଡା: ଶ୍ୱଶୁରକୁ ଉପରକୁ ଗୁଳିମାଡ କଲା ଜ୍ୱାଇଁ । ସ୍ତ୍ରୀ ଓ ପିଲାଙ୍କୁ ଘରେ ନ ପାଇବାରୁ ଶ୍ଵଶୁରଙ୍କ ଘରେ ତାଙ୍କ ଉପରକୁ ଗୁଳିମାଡ଼ କରିଛି ଜ୍ଵାଇଁ । କୁଚିଣ୍ଡା ମହୁଲପାଲି ଥାନା ବନ୍ଧକାନୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତେବେ ଗୁଳିମାଡରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଶ୍ଵଶୁର । ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତ ଜ୍ୱାଇଁକୁ ଗିରଫ କରିଛି ମହୁଲପାଲି ଥାନା ପୋଲିସ । ଅଭିଯୁକ୍ତଙ୍କ ନାଁ ବେଦବ୍ୟାସ ଶବର। ତାଙ୍କ ଘର ବାଉରିଗୋଡ଼ା ଗାଁରେ।

ସୂଚନା ଅନୁସାରେ, ଆଜି ଘରେ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ନ ପାଇ ବେଦବ୍ୟାସ ରାଗିଯାଇଥିଲେ ଏବଂ ଶ୍ୱଶୁର ଘର ଲୋକେ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ନେଇ ଯାଇଥିବେ ଭାବି ସେ ସେଠାରେ ଯାଇ ପହଞ୍ଚିଥିଲେ। ଶ୍ୱଶୁର ଘରେ ପହଞ୍ଚି ସେ ତାଙ୍କ ଶ୍ୱଶୁର କୁଞ୍ଜବନ ରଣାଙ୍କୁ ଏକ ଦେଶୀ ବନ୍ଧୁକରୁ ଗୁଳି କରିଥିଲେ। ତେବେ ସୌଭାଗ୍ୟ ବଶତଃ ଗୁଳି କୁଞ୍ଜବନଙ୍କ ଶରୀରରେ ବାଜି ନଥିଲା। ତେବେ ପୋଲିସ ଏକ ମାମଲା ରୁଜୁ କରି ବେଦବ୍ୟସକୁ କୋର୍ଟ ଚାଲାଣ କରିଛି ଏବଂ ତା ପାଖରୁ ଗୋଟେ ଦେଶୀ ବନ୍ଧୁକ ,୨୦ ରାଉଣ୍ଡ ଗୁଳି ଓ ଗନ ପାଉଡର ତା ଘରୁ ଜବତ କରିଥିବା ପୋଲିସ ପକ୍ଷରୁ ପ୍ରକାଶ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର