‘ମୋ ନିବେଦନ’ କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପଞ୍ଚାୟତବାସୀଙ୍କ ସହ କଥା ହେଲେ ଜିଲ୍ଲାପାଳ

The Sakala Picture
Published On

ଖଲ୍ଲିକୋଟ: ମୋ ନିବେଦନ କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପଞ୍ଚାୟତବାସୀଙ୍କ ସହ ଜିଲ୍ଲାପାଳ କଥା ହୋଇଛନ୍ତି। ପଞ୍ଚାୟତ ବାସିନ୍ଦାଙ୍କ ସମସ୍ୟା ଶୁଣିବା ସହ ଏହାର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଖଲ୍ଲିକୋଟ ବ୍ଳକର ଲଙ୍ଗଳେଶ୍ୱର, କେଶପୁର, ମଥୁରା, କଞ୍ଚନା ୪ଟି ପଞ୍ଚାୟତରେ ଆଜି ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରତି ପଞ୍ଚାୟତରେ ଅଭିଯୋଗକାରୀଙ୍କ ସହ ସରପଞ୍ଚ, ପିଇଓ ଏବଂ ଜିଆରଏସମାନେ ଉପସ୍ଥିତ ଥିଲେ। ବିଡ଼ିଓ ଓ ତହସିଲଦାର […]

ଖଲ୍ଲିକୋଟ: ମୋ ନିବେଦନ କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପଞ୍ଚାୟତବାସୀଙ୍କ ସହ ଜିଲ୍ଲାପାଳ କଥା ହୋଇଛନ୍ତି। ପଞ୍ଚାୟତ ବାସିନ୍ଦାଙ୍କ ସମସ୍ୟା ଶୁଣିବା ସହ ଏହାର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଖଲ୍ଲିକୋଟ ବ୍ଳକର ଲଙ୍ଗଳେଶ୍ୱର, କେଶପୁର, ମଥୁରା, କଞ୍ଚନା ୪ଟି ପଞ୍ଚାୟତରେ ଆଜି ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରତି ପଞ୍ଚାୟତରେ ଅଭିଯୋଗକାରୀଙ୍କ ସହ ସରପଞ୍ଚ, ପିଇଓ ଏବଂ ଜିଆରଏସମାନେ ଉପସ୍ଥିତ ଥିଲେ। ବିଡ଼ିଓ ଓ ତହସିଲଦାର ଭିଡ଼ିଓ କନଫରେନ୍ସିଂରେ ମଧ୍ୟ ଯୋଡ଼ି ହୋଇଥିଲେ । ହିତାଧିକାରୀମାନେ ଘର ସମସ୍ୟା, ଜାଗା ସମସ୍ୟା, ରେସନ କାର୍ଡ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ସମ୍ପର୍କିତ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ ।ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ତୁରନ୍ତ ଏହାର ସମାଧାନ କରିବାକୁ ବିଡ଼ିଓ ମିତାଲି ପାତ୍ର ଏବଂ ତହସିଲଦାର ରାଜକିଶୋର ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତିର ଶୁଭ ମୁହୂର୍ତ୍ତକୁ ନେଇ କେଁ; ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଲେ ଜ୍ୟୋତିର୍ବିଦ୍‌

26 Jul 2021 By The Sakala

‘ମୋ ନିବେଦନ’ କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପଞ୍ଚାୟତବାସୀଙ୍କ ସହ କଥା ହେଲେ ଜିଲ୍ଲାପାଳ

ଖଲ୍ଲିକୋଟ: ମୋ ନିବେଦନ କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପଞ୍ଚାୟତବାସୀଙ୍କ ସହ ଜିଲ୍ଲାପାଳ କଥା ହୋଇଛନ୍ତି। ପଞ୍ଚାୟତ ବାସିନ୍ଦାଙ୍କ ସମସ୍ୟା ଶୁଣିବା ସହ ଏହାର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଖଲ୍ଲିକୋଟ ବ୍ଳକର ଲଙ୍ଗଳେଶ୍ୱର, କେଶପୁର, ମଥୁରା, କଞ୍ଚନା ୪ଟି ପଞ୍ଚାୟତରେ ଆଜି ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରତି ପଞ୍ଚାୟତରେ ଅଭିଯୋଗକାରୀଙ୍କ ସହ ସରପଞ୍ଚ, ପିଇଓ ଏବଂ ଜିଆରଏସମାନେ ଉପସ୍ଥିତ ଥିଲେ। ବିଡ଼ିଓ ଓ ତହସିଲଦାର ଭିଡ଼ିଓ କନଫରେନ୍ସିଂରେ ମଧ୍ୟ ଯୋଡ଼ି ହୋଇଥିଲେ । ହିତାଧିକାରୀମାନେ ଘର ସମସ୍ୟା, ଜାଗା ସମସ୍ୟା, ରେସନ କାର୍ଡ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ସମ୍ପର୍କିତ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ ।ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ତୁରନ୍ତ ଏହାର ସମାଧାନ କରିବାକୁ ବିଡ଼ିଓ ମିତାଲି ପାତ୍ର ଏବଂ ତହସିଲଦାର ରାଜକିଶୋର ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର