ଇଣ୍ଟର୍ନସିପ୍ କରାଇଦେବାକୁ ନେଇ ଜୋର୍ ଜବରଦସ୍ତି ଟଙ୍କା ଆଦାୟ କରୁଛନ୍ତି କଲେଜ କର୍ତ୍ତୃପକ୍ଷ

Madhusudan Das Picture
Published On

ଭୁବନେଶ୍ୱର: ଇଣ୍ଟର୍ନସିପ୍ କରାଇଦେବାକୁ ନେଇ ଜୋର୍ ଜବରଦସ୍ତି ଟଙ୍କା ଆଦାୟ । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ସ୍ନାତକ ଶିକ୍ଷା ସମାପ୍ତ ପୂର୍ବରୁ ଇଣ୍ଟର୍ନସିପ୍ ବାଧ୍ୟତା ମୂଳକ କରାଯାଇଛି । ମାତ୍ର ଏଥିପାଇଁ ଛାତ୍ର ଛାତ୍ରୀ ଙ୍କୁ କୌଣସି ଫିସ ଦେବା ବାଧ୍ୟତା ମୁଳକ ଉଲ୍ଲେଖ ନଥିବା ବେଳେ କଲେଜ କର୍ତ୍ତୃପକ୍ଷ କିନ୍ତୁ ପିଲାଙ୍କ ଠାରୁ ଜୋର୍ ଜବରଦସ୍ତି ଟଙ୍କା ଆଦାୟ କରୁଥିବା ଦେଖିବାକୁ ମିଳୁଛି । ରାଜଧାନୀର ଛାତି ଉପରେ ଛିଡ଼ା ହୋଇଥିବା ମହର୍ଷି ମହାବିଦ୍ୟାଳୟରେ ଜୋର୍ ଜବରଦସ୍ତି ଏହି ଟଙ୍କା ଆଦାୟ କରାଯାଉଛି । ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର କଳିଙ୍ଗ ରଞ୍ଜନ whatsapp ଗ୍ରୁପ୍ ରେ ମେସେଜ କରି ଏହି ଟଙ୍କା ଆଦାୟ କରୁଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । 

ଆହୁରି ପଢ଼ନ୍ତୁ: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଡ଼େଇ ଗୋଡ଼େଇ ହାଣିଲେ ଦୃର୍ବୁତ୍ତ

Maharshisi College

ଆହୁରି ପଢ଼ନ୍ତୁ: କଣାସ ବର୍ବରତା: ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ମହାପାତ୍ର ଓରଫ୍‌ ହାପି

ସରକାର ଏହି  ଇଣ୍ଟର୍ନସିପ୍ କୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରିଥିବା ବେଳେ କଲେଜ କର୍ତ୍ତୃପକ୍ଷଙ୍କ ଏହି ଜୋର୍ ଜବରଦସ୍ତି ଟଙ୍କା ଆଦାୟକୁ ଛାତ୍ରଛାତ୍ରୀ ନାପସନ୍ଦ କରିଛନ୍ତି । ଅନ୍ୟପଟେ ପ୍ରଫେସର କଳିଙ୍ଗ ରଞ୍ଜନ ସଫେଇ ଦେଇ କହିଛନ୍ତି ଯେ ଏ ଟଙ୍କା ଆମେ ନୁହ ଇଣ୍ଟର୍ନସିପ୍ ପ୍ରଦାନ କରୁଥିବା ସଂସ୍ଥା ନେବ। ଏଣୁ କାହା ନିର୍ଦ୍ଦେଶରେ କଲେଜ କର୍ତ୍ତୃପକ୍ଷ ଏଭଳି ମନମାନି କରି ସମ୍ପୃକ୍ତ ସଂସ୍ଥାରେ ଇଣ୍ଟର୍ନସିପ୍ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରବର୍ତ୍ତାଉଛନ୍ତି ଏବଂ ଟଙ୍କା ଦେବା ପାଇଁ କହୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ । 

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ପ୍ରେମ ଜାଲରେ ଫସାଇ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୪ କଲେଜ ଛାତ୍ର ଗିରଫ

10 Apr 2026 By Madhusudan Das

ଇଣ୍ଟର୍ନସିପ୍ କରାଇଦେବାକୁ ନେଇ ଜୋର୍ ଜବରଦସ୍ତି ଟଙ୍କା ଆଦାୟ କରୁଛନ୍ତି କଲେଜ କର୍ତ୍ତୃପକ୍ଷ

ଭୁବନେଶ୍ୱର: ଇଣ୍ଟର୍ନସିପ୍ କରାଇଦେବାକୁ ନେଇ ଜୋର୍ ଜବରଦସ୍ତି ଟଙ୍କା ଆଦାୟ । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ସ୍ନାତକ ଶିକ୍ଷା ସମାପ୍ତ ପୂର୍ବରୁ ଇଣ୍ଟର୍ନସିପ୍ ବାଧ୍ୟତା ମୂଳକ କରାଯାଇଛି । ମାତ୍ର ଏଥିପାଇଁ ଛାତ୍ର ଛାତ୍ରୀ ଙ୍କୁ କୌଣସି ଫିସ ଦେବା ବାଧ୍ୟତା ମୁଳକ ଉଲ୍ଲେଖ ନଥିବା ବେଳେ କଲେଜ କର୍ତ୍ତୃପକ୍ଷ କିନ୍ତୁ ପିଲାଙ୍କ ଠାରୁ ଜୋର୍ ଜବରଦସ୍ତି ଟଙ୍କା ଆଦାୟ କରୁଥିବା ଦେଖିବାକୁ ମିଳୁଛି । ରାଜଧାନୀର ଛାତି ଉପରେ ଛିଡ଼ା ହୋଇଥିବା ମହର୍ଷି ମହାବିଦ୍ୟାଳୟରେ ଜୋର୍ ଜବରଦସ୍ତି ଏହି ଟଙ୍କା ଆଦାୟ କରାଯାଉଛି । ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର କଳିଙ୍ଗ ରଞ୍ଜନ whatsapp ଗ୍ରୁପ୍ ରେ ମେସେଜ କରି ଏହି ଟଙ୍କା ଆଦାୟ କରୁଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । 

Maharshisi College

ସରକାର ଏହି  ଇଣ୍ଟର୍ନସିପ୍ କୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରିଥିବା ବେଳେ କଲେଜ କର୍ତ୍ତୃପକ୍ଷଙ୍କ ଏହି ଜୋର୍ ଜବରଦସ୍ତି ଟଙ୍କା ଆଦାୟକୁ ଛାତ୍ରଛାତ୍ରୀ ନାପସନ୍ଦ କରିଛନ୍ତି । ଅନ୍ୟପଟେ ପ୍ରଫେସର କଳିଙ୍ଗ ରଞ୍ଜନ ସଫେଇ ଦେଇ କହିଛନ୍ତି ଯେ ଏ ଟଙ୍କା ଆମେ ନୁହ ଇଣ୍ଟର୍ନସିପ୍ ପ୍ରଦାନ କରୁଥିବା ସଂସ୍ଥା ନେବ। ଏଣୁ କାହା ନିର୍ଦ୍ଦେଶରେ କଲେଜ କର୍ତ୍ତୃପକ୍ଷ ଏଭଳି ମନମାନି କରି ସମ୍ପୃକ୍ତ ସଂସ୍ଥାରେ ଇଣ୍ଟର୍ନସିପ୍ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରବର୍ତ୍ତାଉଛନ୍ତି ଏବଂ ଟଙ୍କା ଦେବା ପାଇଁ କହୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର