ଚନ୍ଦନଯାତ୍ରା ପାଇଁ ସମସ୍ତ ସେବାୟତଙ୍କ ଆରଟିପିସିଆର ଟେଷ୍ଟ

The Sakala Picture
Published On

ପୁରୀ : ରାଜ୍ୟରେ କରୋନା ସଂକ୍ରମଣ କମିବାର ନା ଧରୁନି । ଆଗକୁ ଆସୁଛି ପୁରୀ ବଡ ଠାକୁରଙ୍କ ଚନ୍ଦନଯାତ୍ରା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚନ୍ଦନଯାତ୍ରା ଓ ରଥ ନିର୍ମାଣରେ ଜଡିତ ସମସ୍ତ ସେବାୟତଙ୍କ ଆରଟିପିସିଆର ଟେଷ୍ଟ ଆରମ୍ଭ ହୋଇଛି । ଆସନ୍ତା ୧୫ରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନଠାରୁ ମହାପୁଭ୍ରୁଙ୍କ ବାହାରେ ଚନ୍ଦନ ଯାତ୍ରା ସହ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ । […]

ପୁରୀ : ରାଜ୍ୟରେ କରୋନା ସଂକ୍ରମଣ କମିବାର ନା ଧରୁନି । ଆଗକୁ ଆସୁଛି ପୁରୀ ବଡ ଠାକୁରଙ୍କ ଚନ୍ଦନଯାତ୍ରା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚନ୍ଦନଯାତ୍ରା ଓ ରଥ ନିର୍ମାଣରେ ଜଡିତ ସମସ୍ତ ସେବାୟତଙ୍କ ଆରଟିପିସିଆର ଟେଷ୍ଟ ଆରମ୍ଭ ହୋଇଛି । ଆସନ୍ତା ୧୫ରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନଠାରୁ ମହାପୁଭ୍ରୁଙ୍କ ବାହାରେ ଚନ୍ଦନ ଯାତ୍ରା ସହ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ । ସେଥିପାଇଁ ସେବାୟତଙ୍କ ଆରଟିପିସିଆର ଟେଷ୍ଟ କରାଯାଇଛି ।

ଆହୁରି ପଢ଼ନ୍ତୁ: ଚିଲିକାରେ ପ୍ରହସନ ପାଲଟିଛି ବୋଟ୍ ଆମ୍ବୁଲାନ୍ସ ସେବା, ଖତ ଖାଉଛି ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି, ଦୁର୍ଦ୍ଦଶାରେ ଦ୍ୱୀପାଞ୍ଚଳବାସୀ

ଜିଲାପାଳ ଓ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଉକ୍ରଳ ହିନ୍ଦୀ ବିଦ୍ୟାପୀଠ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରତିଦିନ ୨୦୦ ସେବାୟତଙ୍କ କରୋନା ଟେଷ୍ଟ କରାଯିବ । ଚନ୍ଦନଯାତ୍ରାରେ ମୋଟ ୧୨୦ ସେବାୟତଙ୍କ ହେବ କୋଭିଡ ଟେଷ୍ଟ ।

ଆହୁରି ପଢ଼ନ୍ତୁ: ହର୍ଣ୍ଣ ବଜାଇବାକୁ କେନ୍ଦ୍ର କରି ଭୁବନେଶ୍ୱରରେ ଲଙ୍କାକାଣ୍ଡ: ଏଏସଓ ଓ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ, ୩ ଅଟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର