ମାସରେ ଦୁଇ ଦିନ ପଞ୍ଚାୟତକୁ ଯିବେ ରାଜସ୍ବ ଅଧିକାରୀ, ଅନ୍‌ସ୍ପଟ ହେବ ଜମି ଜମା ସମସ୍ୟାର ସମାଧାନ

The Sakala Picture
Published On

ଭୁବନେଶ୍ବର : ଏଣିକି ପଞ୍ଚାୟତରେ ଖୋଲିବ ତହସିଲ । ମାସରେ ଦୁଇ ଦିନ ପଞ୍ଚାୟତକୁ ଯିବେ ରାଜସ୍ବ ଅଧିକାରୀ। ଏନେଇ ସରକାର ଯୋଜନା କରୁଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ମାସରେ ଦୁଇ ଦିନ ପଞ୍ଚାୟତକୁ ତହସିଲଦାର ଓ ଆଡିସନାଲ ତହସିଲଦାର ଯିବେ। ରାଜସ୍ବ ଅଫିସରେ ଲୋକଙ୍କ ଜମି ଜମା ସମସ୍ୟାର ସମାଧାନ  ଅନ ସ୍ପଟ କରାଯିବ। ଏଥିପାଇଁ  ‘‘ମୋ ପାଞ୍ଚୟତ, ମୋ ତହସିଲ’’ ନାମରେ ଏକ କାର୍ଯ୍ୟକ୍ରମ […]

ଭୁବନେଶ୍ବର : ଏଣିକି ପଞ୍ଚାୟତରେ ଖୋଲିବ ତହସିଲ । ମାସରେ ଦୁଇ ଦିନ ପଞ୍ଚାୟତକୁ ଯିବେ ରାଜସ୍ବ ଅଧିକାରୀ। ଏନେଇ ସରକାର ଯୋଜନା କରୁଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅଁଳା ନବମୀ: ସାକ୍ଷୀଗୋପାଳ ମନ୍ଦିରରେ ମା’ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ମାସରେ ଦୁଇ ଦିନ ପଞ୍ଚାୟତକୁ ତହସିଲଦାର ଓ ଆଡିସନାଲ ତହସିଲଦାର ଯିବେ। ରାଜସ୍ବ ଅଫିସରେ ଲୋକଙ୍କ ଜମି ଜମା ସମସ୍ୟାର ସମାଧାନ  ଅନ ସ୍ପଟ କରାଯିବ। ଏଥିପାଇଁ  ‘‘ମୋ ପାଞ୍ଚୟତ, ମୋ ତହସିଲ’’ ନାମରେ ଏକ କାର୍ଯ୍ୟକ୍ରମ ସରକାର ଆରମ୍ଭ କରିବାକୁ ଯାଉଛନ୍ତି। ଏଥି ସହିତ ତହସିଲ ଅଫିସ ନ ଆସି ଘରେ ବସି ଲୋକେ ସବୁ ସୁବିଧା ପାଇବେ। ମୋବାଇଲରେ ୧୮ଟି ରାଜସ୍ବ ସୁବିଧା ପାଇବା ପାଇଁ ସରାକର ବ୍ୟବସ୍ଥା କରିଛନ୍ତି। ଲୋକମାନେ ଘରେ ବସି ମୋବାଇଲରେ ଏହି ସେବା ଗୁଡିକ ମଧ୍ୟ ପାଇପାରିବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ବଦଳିଲା ବାତ୍ୟା 'ଅକୱାନ'ର ଗତିପଥ ! ନରସାପୁର ଓ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର