ରାଜଧାନୀରେ ରାତି ଅଧ ଯାଏଁ ଚାଲୁଛି ରେଭ ପାର୍ଟି; ବାର ଗାର୍ଲଙ୍କ ଉପରେ ଉଡୁଛି ପୁଳା ପୁଳା ଟଙ୍କା
ଭୁବନେଶ୍ୱର: ରାଜଧାନୀରେ ରାତି ଅଧ ଯାଏଁ ଚାଲୁଛି ରେଭ ପାର୍ଟି । ବାର ଗାର୍ଲଙ୍କ ଉପରେ ଉଡୁଛି ପୁଳା ପୁଳା ଟଙ୍କା । ରାତି ଅଧ ଯାଏଁ ଖୋଲି ଛାତି ଥରାଇ ଦେଉଛି ବାର୍ । ଗରାଖ ଉଡାଉଛନ୍ତି ଲକ୍ଷାଧିକ ଟଙ୍କା । ରାଜଧାନୀ ଭୁବନେଶ୍ୱରର ଏକ ବାରରେ ଗତକାଲି ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ । ରାତି ସାଢ଼େ ୩ ପର୍ଯ୍ୟନ୍ତ ଖୋଲାଥିଲା ବାର୍ ଆଉ ଭିତରେ ଚାଲିଥିଲା ରେଭ ପାର୍ଟି । ଖବର ପାଇ ଚଢ଼ାଉ କରିଥିଲା ଅବକାରୀ ବିଭାଗ ।





