ଚଳନ୍ତା ବସରେ ପଶି ଫିଲ୍ମ ଷ୍ଟାଇଲରେ ଯାତ୍ରୀଙ୍କୁ ହାଣିପକାଇଲା ଦୁର୍ବୃତ୍ତ, ୭ ଗୁରୁତର

Deviprasad Mohanty Picture
Published On

ଭୁବନେଶ୍ୱର: ପୁରୀରେ ଅଘଟଣ । ଚଳନ୍ତା ବସରେ ପଶି ଯାତ୍ରୀଙ୍କୁ ହାଣିଲେ ଯୁବକ । ଫିଲ୍ମ ଷ୍ଟାଇଲରେ ଯାତ୍ରୀଙ୍କୁ ହାଣିପକାଇଲେ ଅଭିଯୁକ୍ତ । ଯେଉଁଥିରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଯୁବକଙ୍କୁ କାବୁ କଲା କଣାସ ପୁଲିସ ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଖବର ଅନୁଯାୟୀ, ହରସପଡାରୁ ସୁକଳ ଆସୁଥିବା ଆମ ବସରେ ଅଭାବନୀୟ ଘଟଣା ଘଟିଛି। ଆମ ବସରେ ବିନ୍ଧନ ଗାଁର ତପନ ଭୋଇ ଚଢିଥିଲେ । ପ୍ରଥମେ କଟୁରୀର ଜଣଙ୍କୁ ଆକ୍ରମଣ କରିଥିଲା। ଅନ୍ୟ ବସ ଯାତ୍ରୀମାନେ ବିରୋଧ କରିବାରୁ ବସ ଯାତ୍ରୀଙ୍କୁ ମଧ୍ୟ କଟୁରୀରେ ଆକ୍ରମଣ କରିଥିଲେ। ଯାତ୍ରୀଙ୍କୁ ବସ ଭିତରେ ପଶି ଧାରୁଆ ଅସ୍ତ୍ରରେ ନିର୍ମମ ଭାବରେ ହାଣିଚାଲିଥିଲେ ନୃଶଂସ ଯୁବକ । ପୂରା କଣାସ ବିନ୍ଧଣ ଛକରେ ଫିଲ୍ମ ଷ୍ଟାଇଲରେ ୭ ଜଣକୁ ହାଣି ପକାଇଲେ ଯୁବକ। ଏପଟେ ଗୁରୁତର ୭ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ମେଡିକାଲ ସ୍ଥାନାନ୍ତର କରାଯାଇଛି । ପରେ ସୂଚନା ପାଇ କଣାସ ଥାନା ଅଧିକାରୀଙ୍କ ସମେତ ପୋଲିସ ଷ୍ଟାଫ ତପନକୁ କାବୁ କରି ଗଡ଼ିଶା ଗଦା ଥାନାରେ ଜିମା ଦେଇଛନ୍ତି। ଅଭିଯୁକ୍ତ ତପନକୁ ଅଟକ ରଖି ପଚରା ଉଚରା କରାଯାଉଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

07 Oct 2025 By Deviprasad Mohanty

ଚଳନ୍ତା ବସରେ ପଶି ଫିଲ୍ମ ଷ୍ଟାଇଲରେ ଯାତ୍ରୀଙ୍କୁ ହାଣିପକାଇଲା ଦୁର୍ବୃତ୍ତ, ୭ ଗୁରୁତର

ଭୁବନେଶ୍ୱର: ପୁରୀରେ ଅଘଟଣ । ଚଳନ୍ତା ବସରେ ପଶି ଯାତ୍ରୀଙ୍କୁ ହାଣିଲେ ଯୁବକ । ଫିଲ୍ମ ଷ୍ଟାଇଲରେ ଯାତ୍ରୀଙ୍କୁ ହାଣିପକାଇଲେ ଅଭିଯୁକ୍ତ । ଯେଉଁଥିରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଯୁବକଙ୍କୁ କାବୁ କଲା କଣାସ ପୁଲିସ ।

ଖବର ଅନୁଯାୟୀ, ହରସପଡାରୁ ସୁକଳ ଆସୁଥିବା ଆମ ବସରେ ଅଭାବନୀୟ ଘଟଣା ଘଟିଛି। ଆମ ବସରେ ବିନ୍ଧନ ଗାଁର ତପନ ଭୋଇ ଚଢିଥିଲେ । ପ୍ରଥମେ କଟୁରୀର ଜଣଙ୍କୁ ଆକ୍ରମଣ କରିଥିଲା। ଅନ୍ୟ ବସ ଯାତ୍ରୀମାନେ ବିରୋଧ କରିବାରୁ ବସ ଯାତ୍ରୀଙ୍କୁ ମଧ୍ୟ କଟୁରୀରେ ଆକ୍ରମଣ କରିଥିଲେ। ଯାତ୍ରୀଙ୍କୁ ବସ ଭିତରେ ପଶି ଧାରୁଆ ଅସ୍ତ୍ରରେ ନିର୍ମମ ଭାବରେ ହାଣିଚାଲିଥିଲେ ନୃଶଂସ ଯୁବକ । ପୂରା କଣାସ ବିନ୍ଧଣ ଛକରେ ଫିଲ୍ମ ଷ୍ଟାଇଲରେ ୭ ଜଣକୁ ହାଣି ପକାଇଲେ ଯୁବକ। ଏପଟେ ଗୁରୁତର ୭ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ମେଡିକାଲ ସ୍ଥାନାନ୍ତର କରାଯାଇଛି । ପରେ ସୂଚନା ପାଇ କଣାସ ଥାନା ଅଧିକାରୀଙ୍କ ସମେତ ପୋଲିସ ଷ୍ଟାଫ ତପନକୁ କାବୁ କରି ଗଡ଼ିଶା ଗଦା ଥାନାରେ ଜିମା ଦେଇଛନ୍ତି। ଅଭିଯୁକ୍ତ ତପନକୁ ଅଟକ ରଖି ପଚରା ଉଚରା କରାଯାଉଛି।

https://www.thesakala.in/latest-odisha-news/puri/the-accused-attacked-passengers-inside-a-bus--seven-seriously-injured/article-42607
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର