ପୁରୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୬୦ଗ୍ରାମ ବ୍ରାଉନ ସୁଗର ସହ ଅଭିଯୁକ୍ତ ଗିରଫ

The Sakala Picture
Published On

ପୁରୀ: ପୁରୀ ଅବକାରୀ ବିଭାଗ ପକ୍ଷରୁ ଗୋପ ବଜାରରେ ଚଢାଉ କରଯାଇଥିଲା। ଚଢାଉ ବେଳେ ଅଭିୁଯୁକ୍ତ ନିକଟରୁ ୬୦ଗ୍ରାମ ବ୍ରାଉନ ସୁଗର ସହ ଏକ ପଲସର ବାଇକ ଜବତ କରିଛି ଅବକାରୀ ବିଭାଗ। ଅଭିଯୁକ୍ତ ନିଶା ବପାରୀ ଜଣକ ହେଲେ ଭରତ ଭୋଇ(୨୯) । ଘର ନିମାପଡା ଥାନା ଅଧୀନ ଦିଘାଳୋ ଗ୍ରାମରେ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ପୁରୀ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ନିର୍ଦ୍ଦେଶକ୍ରମେ ସଦର ଅବକାରୀ ରେଞ୍ଜ ଅଧିକାରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ […]

ପୁରୀ: ପୁରୀ ଅବକାରୀ ବିଭାଗ ପକ୍ଷରୁ ଗୋପ ବଜାରରେ ଚଢାଉ କରଯାଇଥିଲା। ଚଢାଉ ବେଳେ ଅଭିୁଯୁକ୍ତ ନିକଟରୁ ୬୦ଗ୍ରାମ ବ୍ରାଉନ ସୁଗର ସହ ଏକ ପଲସର ବାଇକ ଜବତ କରିଛି ଅବକାରୀ ବିଭାଗ। ଅଭିଯୁକ୍ତ ନିଶା ବପାରୀ ଜଣକ ହେଲେ ଭରତ ଭୋଇ(୨୯) । ଘର ନିମାପଡା ଥାନା ଅଧୀନ ଦିଘାଳୋ ଗ୍ରାମରେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସୂଚନା ମୁତାବକ, ପୁରୀ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ନିର୍ଦ୍ଦେଶକ୍ରମେ ସଦର ଅବକାରୀ ରେଞ୍ଜ ଅଧିକାରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ବିଶ୍ୱସ୍ଥ ସୁତ୍ରରୁ ଖବରପାଇ ଗୋପ ବଜାରରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ଅଭିୁକ୍ତ ଭରତ ଭୋଇ ନିକଟରୁ ୬୦ଗ୍ରାମ ବ୍ରାଉନ ସୁଗର ଏବଂ ଏକ ପଲସର ବାଇକ୍ ଜବତ କରିଛି ଅବକାରୀ ବିଭାଗ। ଜବତ ବ୍ରାଉନ ସୁଗରର ବଜାର ମୂଲ୍ୟ ୬୦ହଜାର ଟଙ୍କା ହେବ ବୋଲି ଆକଳନ କରଯାଇଛି। ଅବକାରୀ ବିଭାଗ ପକ୍ଷରୁ ଅଭିୁଯୁକ୍ତ ବିରୋଧରେ ଏନଡିପିଏସ ଆକ୍ଟ ଅନୁାୟୀ କେଶ ନଂ ୧୧/୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ବଜ୍ରାଘାତରେ ୯ ଗାଈ ମୃତ, ୧୧ ଆହତ

09 Jul 2021 By The Sakala

ପୁରୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୬୦ଗ୍ରାମ ବ୍ରାଉନ ସୁଗର ସହ ଅଭିଯୁକ୍ତ ଗିରଫ

ପୁରୀ: ପୁରୀ ଅବକାରୀ ବିଭାଗ ପକ୍ଷରୁ ଗୋପ ବଜାରରେ ଚଢାଉ କରଯାଇଥିଲା। ଚଢାଉ ବେଳେ ଅଭିୁଯୁକ୍ତ ନିକଟରୁ ୬୦ଗ୍ରାମ ବ୍ରାଉନ ସୁଗର ସହ ଏକ ପଲସର ବାଇକ ଜବତ କରିଛି ଅବକାରୀ ବିଭାଗ। ଅଭିଯୁକ୍ତ ନିଶା ବପାରୀ ଜଣକ ହେଲେ ଭରତ ଭୋଇ(୨୯) । ଘର ନିମାପଡା ଥାନା ଅଧୀନ ଦିଘାଳୋ ଗ୍ରାମରେ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ପୁରୀ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ନିର୍ଦ୍ଦେଶକ୍ରମେ ସଦର ଅବକାରୀ ରେଞ୍ଜ ଅଧିକାରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ବିଶ୍ୱସ୍ଥ ସୁତ୍ରରୁ ଖବରପାଇ ଗୋପ ବଜାରରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ଅଭିୁକ୍ତ ଭରତ ଭୋଇ ନିକଟରୁ ୬୦ଗ୍ରାମ ବ୍ରାଉନ ସୁଗର ଏବଂ ଏକ ପଲସର ବାଇକ୍ ଜବତ କରିଛି ଅବକାରୀ ବିଭାଗ। ଜବତ ବ୍ରାଉନ ସୁଗରର ବଜାର ମୂଲ୍ୟ ୬୦ହଜାର ଟଙ୍କା ହେବ ବୋଲି ଆକଳନ କରଯାଇଛି। ଅବକାରୀ ବିଭାଗ ପକ୍ଷରୁ ଅଭିୁଯୁକ୍ତ ବିରୋଧରେ ଏନଡିପିଏସ ଆକ୍ଟ ଅନୁାୟୀ କେଶ ନଂ ୧୧/୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର