ପୁରୀ
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍
Published On
By Madhusudan Das
ପୁରୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ମହିଳା ବିଜେଡି ପକ୍ଷରୁ ପୁରୀ ରୋଟାରୀ କ୍ଲବ୍ ସଭାଗୃହରେ ସଭା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟସଭା ସାଂସଦ ଶୁଭାଶିଷ୍ ଖୁଣ୍ଟିଆ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର। ସେମାନେ...
ସାନସୀମା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା
Published On
By Suryakanta
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ସିଆଣ୍ଡି ପଞ୍ଚାୟତ ଓରା ଠାରେ ଅବସ୍ଥିତ ଥିବା ସାନସୀମା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜ କିଶୋର ତରେଇ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।ଏହି ଅବସରରେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଅତିଥି ମାନଙ୍କୁ ପାଛୋଟି ନେଇ ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା।
ପ୍ରଧାନ ଶିକ୍ଷକ ଶଙ୍କର୍ଷଣ...
ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ
Published On
By Sakala Desk
କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ତହସିଲ କାର୍ଯ୍ୟାଳୟ ପରିସରରେ ବୁଧବାର ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ମଦ କାରବାରକୁ ବିରୋଧ କରି ସାନଅଁଳ ଗ୍ରାମର ମହିଳା ସଂଘ ପକ୍ଷରୁ ତହସିଲଦାରଙ୍କୁ ଘେରାଉ କରାଯାଇଛି। ଗାଁ ପାଖରେ ମଦ ଦୋକାନ ଥିବାରୁ ମହିଳାମାନେ ନିଜକୁ ଅସୁରକ୍ଷିତ ମନେ କରୁଥିବା ବେଳେ ପ୍ରଶାସନର ନୀରବତାକୁ...
ସୋସିଆଲ ମିଡିଆରେ ଭକ୍ତିମୟ ପରିବେଶ: ଜୟ ଜଗନ୍ନାଥ ଓ ଗୋବିନ୍ଦା ଧ୍ୱନିରେ କମ୍ପୁଛି ଡିଜିଟାଲ ପ୍ଲାଟଫର୍ମ
Published On
By Tapas Ranjan Nanda
ବର୍ତ୍ତମାନର ଡିଜିଟାଲ ଯୁଗରେ ସୋସିଆଲ ମିଡିଆ କେବଳ ସୂଚନା ଆଦାନପ୍ରଦାନର ମାଧ୍ୟମ ହୋଇ ରହିନାହିଁ, ବରଂ ଏହା ଏକ ବଡ଼ ଭକ୍ତିମୟ ପ୍ଲାଟଫର୍ମରେ ପରିଣତ ହୋଇଛି। ବିଗତ କିଛି ଘଣ୍ଟା ମଧ୍ୟରେ ଏକ୍ସ (ପୂର୍ବରୁ ଟ୍ୱିଟର) ଭଳି ବିଭିନ୍ନ ସୋସିଆଲ ମିଡିଆ ସାଇଟରେ ପ୍ରଭୁ ଜଗନ୍ନାଥ ଏବଂ ଭଗବାନ ଗୋବିନ୍ଦାଙ୍କ ଭକ୍ତିମୟ ପୋଷ୍ଟଗୁଡ଼ିକର ବନ୍ୟା ଛୁଟିଛି।...
ସୋସିଆଲ ମିଡିଆରେ ଭାଇରାଲ୍ ପୁରୀ ସ୍ୱର୍ଗଦ୍ୱାରର ଏକ ମର୍ମସ୍ପର୍ଶୀ କାହାଣୀ: ପିତାଙ୍କ ପ୍ରେମ ଆଗରେ ହାର ମାନିଲା ପୁଅର ଅହଂକାର
Published On
By Tapas Ranjan Nanda
ପୁରୀ: ସୋସିଆଲ ମିଡିଆରେ ପୁରୀ ସ୍ୱର୍ଗଦ୍ୱାରର ଏକ ହୃଦୟସ୍ପର୍ଶୀ ଘଟଣା ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି କାହାଣୀ ବାପା ଓ ପୁଅର ସମ୍ପର୍କ, ଅର୍ଥର ଅହଂକାର ଏବଂ ପିତାମାତାଙ୍କ ନିସ୍ୱାର୍ଥପର ଭଲପାଇବା ଉପରେ ଆଧାରିତ। ଘଟଣାଟି ସତ କି କାଳ୍ପନିକ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ, ଏହା ଅନେକଙ୍କ ଆଖିରେ ଲୁହ ଆଣିଦେଇଛି।...
ଦୁର୍ନୀତି ଘେରରେ କୃଷ୍ଣପ୍ରସାଦ ଆଇଟିଆଇ: ପାଣି ପାଇଁ ଡହଳବିକଳ ଛାତ୍ରୀ, ମୁହଁ ଖୋଲିବାରୁ ଚାକିରି ହରାଇଲେ ଶିକ୍ଷୟିତ୍ରୀ
Published On
By Sakala Desk
କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସିଆଣ୍ଡି ପଞ୍ଚାୟତରେ ଥିବା ବିଜୁ ପଟ୍ଟନାୟକ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ) ଏବେ ବିଭିନ୍ନ ସମସ୍ୟା ଘେରରେ ରହିଛି। ଅନୁଷ୍ଠାନରେ ବ୍ୟାପକ ଦୁର୍ନୀତି ଓ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଅଧ୍ୟକ୍ଷଙ୍କ ମନମାନି ଯୋଗୁଁ ଛାତ୍ରଛାତ୍ରୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ବିଶେଷ କରି ଛାତ୍ରାବାସର...
ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଅବମାନନା: ଦୁଇ ମାସ ପରେ ବି ନ୍ୟାୟ ଅପେକ୍ଷାରେ ୯୦ ବର୍ଷୀୟା ବୃଦ୍ଧା
Published On
By Tapas Ranjan Nanda
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ପ୍ରଶାସନିକ ଅବହେଳାର ଏକ ଚରମ ସୀମା ଦେଖିବାକୁ ମିଳିଛି। ଖୋଦ୍ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଉପସ୍ଥିତିରେ ଜଣେ ଅସହାୟ ବୃଦ୍ଧାଙ୍କୁ ସହାୟତା ପାଇଁ ନିର୍ଦ୍ଦେଶ ମିଳିବା ପରେ ମଧ୍ୟ ଦୁଇ ମାସ ହେଲା ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ବ୍ରହ୍ମପୁର ଗ୍ରାମର ୯୦ ବର୍ଷୀୟା ବୃଦ୍ଧା କମା ବେହେରା...
କୃଷ୍ଣପ୍ରସାଦରେ ପିଏମଜିଏସୱାଇ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା; ହାତ ମାରିଲେ ଉଠୁଛି ପିଚୁ
Published On
By Sakala Desk
କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ସାମନ୍ତରାୟ ପୁର-ମଧୁର ନଈ-ଚିଲିକା ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। କାମ ଶେଷ ହେବାର ମାତ୍ର କିଛି ଦିନ ମଧ୍ୟରେ ଏବଂ ବିଲ୍ ପାସ୍ ହେବା ପୂର୍ବରୁ...
ପୁରୀ ଶ୍ରୀମନ୍ଦିର ନିକଟରେ ପର୍ଯ୍ୟଟକଙ୍କୁ ତିଳକ ଲଗାଇ ଜୋରଜବରଦସ୍ତି ମାଗୁଛନ୍ତି ଟଙ୍କା, ଦେଖନ୍ତୁ ଭିଡିଓ
Published On
By Tapas Ranjan Nanda
ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଶୋଷଣ କରାଯାଉଥିବା ନେଇ ପୁଣି ଏକ ଅଭିଯୋଗ ସାମ୍ନାକୁ ଆସିଛି। କିଛି ଅସାଧୁ ବ୍ୟକ୍ତି ସେବାୟତ ବେଶରେ କିମ୍ବା ପଣ୍ଡିତ ସାଜି ଶ୍ରଦ୍ଧାଳୁଙ୍କଠାରୁ ଜୋରଜବରଦସ୍ତି ଟଙ୍କା ଆଦାୟ କରୁଥିବା ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ...
ପୁଣି ମହାପ୍ରସାଦକୁ ଘୋର ଅସମ୍ମାନ: ଗୋଡ଼ରେ ଚପଲ ପିନ୍ଧି ଡାଇନିଂ ଟେବୁଲରେ ବସି ଖାଇଲେ ପର୍ଯ୍ୟଟକ; ଭିଡିଓ ଭାଇରାଲ
Published On
By Tapas Ranjan Nanda
ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ପୁଣି ଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦକୁ ଘୋର ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ପର୍ଯ୍ୟଟକ ଡାଇନିଂ ଟେବୁଲରେ ବସି ମହାପ୍ରସାଦ ସେବନ କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ଜଗନ୍ନାଥ ପ୍ରେମୀ ତଥା ସାଧାରଣ ଭକ୍ତଙ୍କ ଭାବନାକୁ ଗଭୀର...
ରାମଲେଙ୍କାରେ ଶ୍ରୀ ଶ୍ରୀ ଶନି ଦେବଙ୍କ ୮ମ ବାର୍ଷିକ ଉତ୍ସବ ଓ ନାମଯଜ୍ଞ ଅନୁଷ୍ଠିତ
Published On
By Tapas Ranjan Nanda
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ରାମଲେଙ୍କା ପଞ୍ଚାୟତର ରାମଲେଙ୍କା ସ୍ଥିତ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଶନି ଦେବଙ୍କ ପୀଠରେ ୮ମ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱଶାନ୍ତି ଓ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ନାମଯଜ୍ଞ ସହିତ ଅନ୍ନ ଯଜ୍ଞର ଆୟୋଜନ କରାଯାଇଥିଲା।
ରୀତିନୀତି ଓ ପୂଜାର୍ଚ୍ଚନା...
କୃଷ୍ଣପ୍ରସାଦରେ ଶ୍ରୀ ଶନି ଦେବଙ୍କ ୫୨ତମ ବାର୍ଷିକ ଉତ୍ସବ: ନାମ ସଂକୀର୍ତ୍ତନ ଓ ପାଇକ ଆଖଡ଼ାରେ କମ୍ପିଲା ଗାଁ ଦାଣ୍ଡ
Published On
By Tapas Ranjan Nanda
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ବଜ୍ରକୋଟ ପଞ୍ଚାୟତର ରସଦିଗାଁ ସ୍ଥିତ ଆରାଧ୍ଯ ଦେବ ଶ୍ରୀ ଶ୍ରୀ ଶନି ଦେବଙ୍କ ପୀଠରେ ୫୨ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଶନିବାର ପ୍ରାତଃ ସମୟରୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ଠାକୁରଙ୍କୁ ଏକ ସୁସଜ୍ଜିତ ବିମାନରେ ବିରାଜମାନ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା।
ଆଧ୍ୟାତ୍ମିକ...



