ଭୁବନେଶ୍ବରରେ ଆସନ୍ତା କାଲିଠାରୁ ୩ଟି ସପିଂ ମଲରେ ଦିଆଯିବ ପ୍ରିକସନ ଡୋଜ

The Sakala Picture
Published On

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମରେ ଟିକାକେନ୍ଦ୍ର ସଂଖ୍ୟା ପୁଣି ବୃଦ୍ଧି କରାଯାଇଛି।  ଭୁବନେଶ୍ୱରରେ ଟିକାଦାନ କେନ୍ଦ୍ର ୨୭ରୁ ୩୨କୁ ବୃଦ୍ଧି ହୋଇଛି। ଆସନ୍ତା କାଲି ଠାରୁ ସପିଂ ମଲରେ ହେବ ଟିକାକେନ୍ଦ୍ର।  ପ୍ରଥମ ପର୍ଯ୍ଯାୟରେ ୩ଟି ସପିଂ ମଲରେ ମିଳିବ ଏହି ସୁବିଧା । କେବଳ ୧୮ରୁ୫୯ ବୟସ ବର୍ଗଙ୍କ ପ୍ରିକସନ ଡୋଜ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଏ ନେଇ ବିଏମସି ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ରୁଦ୍ରପୁର ସ୍ଥିତ ସିମ୍ଫୋନି […]

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମରେ ଟିକାକେନ୍ଦ୍ର ସଂଖ୍ୟା ପୁଣି ବୃଦ୍ଧି କରାଯାଇଛି।  ଭୁବନେଶ୍ୱରରେ ଟିକାଦାନ କେନ୍ଦ୍ର ୨୭ରୁ ୩୨କୁ ବୃଦ୍ଧି ହୋଇଛି। ଆସନ୍ତା କାଲି ଠାରୁ ସପିଂ ମଲରେ ହେବ ଟିକାକେନ୍ଦ୍ର।  ପ୍ରଥମ ପର୍ଯ୍ଯାୟରେ ୩ଟି ସପିଂ ମଲରେ ମିଳିବ ଏହି ସୁବିଧା । କେବଳ ୧୮ରୁ୫୯ ବୟସ ବର୍ଗଙ୍କ ପ୍ରିକସନ ଡୋଜ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଏ ନେଇ ବିଏମସି ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ସୂଚନା ଅନୁଯାୟୀ, ରୁଦ୍ରପୁର ସ୍ଥିତ ସିମ୍ଫୋନି ମଲ, ପାତ୍ରପଡା ସ୍ଥିତ ଡି ଏନ ରେଗାଲିଆ ଓ ରସୁଲଗଡ଼ ସ୍ଥିତ ଏସପ୍ଲାନେଡ଼ ମଲରେ ହେବ ଟିକାକେନ୍ଦ୍ର ।  ସକାଳ ୧୦ଟା ଠାରୁ ମଧ୍ୟାହ୍ନ ୧ଟା ଓ ଅପରାହ୍ଣ ୩ଟା ଠାରୁ ୫ଟା ପର୍ଯ୍ଯନ୍ତ କାଲିଠାରୁ ଏହି ସୁବିଧା ଉପଲବ୍ଧ ହେବ।  ପ୍ରିକସନ ଡୋଜ ପାଇଁ ଆଜି ରାତି ୭ଟା ୩୦ମିନିଟ ଠାରୁ ଅନଲାଇନରେ ହେବ ସ୍ଲଟ ବୁକିଂ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର