ନିଶା ବେପାରୀ ଘରେ ବୁଲିଲା ବୁଲଡୋଜର, ଚା‘ ଦୋକାନ ନାମରେ ଚାଲିଥିଲା ବ୍ରାଉନ୍‍ସୁଗର ବେପାର

The Sakala Picture
Published On

ଭୁବନେଶ୍ବର : ଆକ୍ସନ ମୋଡରେ କମିଶନରେଟ ପୁଲିସ । ନିଶା ବେପାରୀର ଘର ବୁଲିଲା ବୁଲଡୋଜର । ଭୁବନେଶ୍ବର ସାଲିଆ ସାହି ଆଦିବାସୀ ଗାଁର ନିଶା ବେପାରୀ ଦିଲ୍ଲୀପ ବରାଳଙ୍କ ଘର ଭାଙ୍ଗି ମାଟିରେ ମିଶାଇ ଦେଇଛି ପୁଲିସ । ସରକାରୀ ଜାଗାରେ ଘର କରି ଚାହା ଦୋକାନ ନାମରେ କରୁଥିଲା ନିଶା ବେପାର । ଗତକାଲି ନିଶା ବେପାରୀ ଦିଲ୍ଲୀପ ବରାଳ ଓ ତାଙ୍କ ପତ୍ନୀକୁ ଗିରଫ କରିଥିଲା ନୟାପଲ୍ଲୀ ଥାନା ପୁଲିସ । ମିଳିଥିବା ସୂଚନା […]

ଭୁବନେଶ୍ବର : ଆକ୍ସନ ମୋଡରେ କମିଶନରେଟ ପୁଲିସ । ନିଶା ବେପାରୀର ଘର ବୁଲିଲା ବୁଲଡୋଜର । ଭୁବନେଶ୍ବର ସାଲିଆ ସାହି ଆଦିବାସୀ ଗାଁର ନିଶା ବେପାରୀ ଦିଲ୍ଲୀପ ବରାଳଙ୍କ ଘର ଭାଙ୍ଗି ମାଟିରେ ମିଶାଇ ଦେଇଛି ପୁଲିସ । ସରକାରୀ ଜାଗାରେ ଘର କରି ଚାହା ଦୋକାନ ନାମରେ କରୁଥିଲା ନିଶା ବେପାର । ଗତକାଲି ନିଶା ବେପାରୀ ଦିଲ୍ଲୀପ ବରାଳ ଓ ତାଙ୍କ ପତ୍ନୀକୁ ଗିରଫ କରିଥିଲା ନୟାପଲ୍ଲୀ ଥାନା ପୁଲିସ ।

ଆହୁରି ପଢ଼ନ୍ତୁ: ଇନ୍ଫୋଭ୍ୟାଲି ନିକଟ କାଜୁ ବଣ ଭିତରେ ଯୁବକଙ୍କ ମୃତଦେହ ମିଳିବା ଘଟଣା: 'ମୁହଁରେ ଲାଗିଥିବା ବାଲି ଦେଲା ହତ୍ୟାର ସୁରାକ...'

ମିଳିଥିବା ସୂଚନା ମୁତାବକ ବାହାରେ ଚା’ଦୋକାନ କରି ଭିତରେ ଧଳାଜହର କାରବାର କରୁଥିଲେ ଦମ୍ପତି। କୌଣସି ସୂତ୍ରୁରୁ ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ସାଲିଆସାହି ଆଦିବାସୀ ଗାଁରେ ଚଢ଼ଉ କରି ସ୍ୱାମୀ,ସ୍ତ୍ରୀକୁ ଗିରଫ କରିଛି। ସେମାନଙ୍କ ଠାରୁ ପୁଲିସ ୬.୬ ଗ୍ରାମର ବ୍ରାଉନ୍‍ସୁଗର, ୫ ହଜାର ଟଙ୍କା ଏବଂ ଏକ କାର୍‍ ଜବତ କରିଛି। ଗିରଫ ଦମ୍ପତି ହେଲେ ସାଲିଆସାହିର ଦିଲ୍ଲୀପ କୁମାର ବରାଳ ଏବଂ ତାଙ୍କ ସ୍ତ୍ରୀ ପୂର୍ଣ୍ଣିମା ବରାଳ।ଆଗାମୀ ଦିନରେ ଏ ଅଭିଯାନକୁ ଜୋରଦାର କରିବ ପୁଲିସ । ଚଳିତ ବର୍ଷ ୬ ମାସରେ ୬୭୦ ଗ୍ରାମ ବ୍ରାଉନ ସୁଗାର, ୬୭ ଲକ୍ଷ ଟଙ୍କା ଜବତ କରିଥିବା ବେଳେ ୧୫ରୁ ଅଧିକ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।

ଆହୁରି ପଢ଼ନ୍ତୁ: ଆଜାଦ ନଗର ବୋମା ବିସ୍ଫୋରଣ ମାମଲା: ଏୟାରଫିଲ୍ଡ ଥାନାରେ NIA ଟିମ୍, ଜବତ ସନ୍ଦିଗ୍ଧ ସ୍କୁଟିକୁ ନେଇ ଛାନଭିନ୍

ଅପରାଧ ଓ ଅପରାଧିଙ୍କୁ କାର୍ଯ୍ୟକଳାପକୁ ପ୍ରତିହତ ବା ରୋକ ଲଗାଇବାରେ ପୋଲିସ ଆକ୍ସନ ମୁଡକୁ ଆସିଛି । ନିଶା ବେପାରୀଙ୍କ ଉପଦ୍ରବ ରୋକିବାକୁ ମଧ୍ୟ ବଡ ପ୍ଲାନ ଆରମ୍ଭ କରିଛି କମିସନରେଟ୍ ପୁଲିସ । ନିଶା ବେପାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଘରକୁ ମାଟିରେ ମିଶାଇବା ଆରମ୍ଭ କରିଛି ପୁଲିସ । ଉତ୍ତରପ୍ରଦେଶ ସରକାର ଯେପରି ଉପଦ୍ରବୀ ଏବଂ ଦଙ୍ଗାକାରୀଙ୍ଗ ଘର ଉପରେ ବୁଲ ଡୋଜର ଚଳାଇଛି ଓଡ଼ିଶାରେ ସେପରି ବେଆଇନ ନିଶା ବ୍ୟବସାୟୀଙ୍କ ଘରେ ବୁଲିବା ଆରମ୍ଭ ହୋଇଛି ବୁଲ ଡୋଜର ।

ଆହୁରି ପଢ଼ନ୍ତୁ: ବନ୍ୟପ୍ରାଣୀ ସଂପଦ ରକ୍ଷଣାବେକ୍ଷଣରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ: ବିଜେଡି

18 Jun 2022 By The Sakala

ନିଶା ବେପାରୀ ଘରେ ବୁଲିଲା ବୁଲଡୋଜର, ଚା‘ ଦୋକାନ ନାମରେ ଚାଲିଥିଲା ବ୍ରାଉନ୍‍ସୁଗର ବେପାର

ଭୁବନେଶ୍ବର : ଆକ୍ସନ ମୋଡରେ କମିଶନରେଟ ପୁଲିସ । ନିଶା ବେପାରୀର ଘର ବୁଲିଲା ବୁଲଡୋଜର । ଭୁବନେଶ୍ବର ସାଲିଆ ସାହି ଆଦିବାସୀ ଗାଁର ନିଶା ବେପାରୀ ଦିଲ୍ଲୀପ ବରାଳଙ୍କ ଘର ଭାଙ୍ଗି ମାଟିରେ ମିଶାଇ ଦେଇଛି ପୁଲିସ । ସରକାରୀ ଜାଗାରେ ଘର କରି ଚାହା ଦୋକାନ ନାମରେ କରୁଥିଲା ନିଶା ବେପାର । ଗତକାଲି ନିଶା ବେପାରୀ ଦିଲ୍ଲୀପ ବରାଳ ଓ ତାଙ୍କ ପତ୍ନୀକୁ ଗିରଫ କରିଥିଲା ନୟାପଲ୍ଲୀ ଥାନା ପୁଲିସ ।

ମିଳିଥିବା ସୂଚନା ମୁତାବକ ବାହାରେ ଚା’ଦୋକାନ କରି ଭିତରେ ଧଳାଜହର କାରବାର କରୁଥିଲେ ଦମ୍ପତି। କୌଣସି ସୂତ୍ରୁରୁ ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ସାଲିଆସାହି ଆଦିବାସୀ ଗାଁରେ ଚଢ଼ଉ କରି ସ୍ୱାମୀ,ସ୍ତ୍ରୀକୁ ଗିରଫ କରିଛି। ସେମାନଙ୍କ ଠାରୁ ପୁଲିସ ୬.୬ ଗ୍ରାମର ବ୍ରାଉନ୍‍ସୁଗର, ୫ ହଜାର ଟଙ୍କା ଏବଂ ଏକ କାର୍‍ ଜବତ କରିଛି। ଗିରଫ ଦମ୍ପତି ହେଲେ ସାଲିଆସାହିର ଦିଲ୍ଲୀପ କୁମାର ବରାଳ ଏବଂ ତାଙ୍କ ସ୍ତ୍ରୀ ପୂର୍ଣ୍ଣିମା ବରାଳ।ଆଗାମୀ ଦିନରେ ଏ ଅଭିଯାନକୁ ଜୋରଦାର କରିବ ପୁଲିସ । ଚଳିତ ବର୍ଷ ୬ ମାସରେ ୬୭୦ ଗ୍ରାମ ବ୍ରାଉନ ସୁଗାର, ୬୭ ଲକ୍ଷ ଟଙ୍କା ଜବତ କରିଥିବା ବେଳେ ୧୫ରୁ ଅଧିକ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।

ଅପରାଧ ଓ ଅପରାଧିଙ୍କୁ କାର୍ଯ୍ୟକଳାପକୁ ପ୍ରତିହତ ବା ରୋକ ଲଗାଇବାରେ ପୋଲିସ ଆକ୍ସନ ମୁଡକୁ ଆସିଛି । ନିଶା ବେପାରୀଙ୍କ ଉପଦ୍ରବ ରୋକିବାକୁ ମଧ୍ୟ ବଡ ପ୍ଲାନ ଆରମ୍ଭ କରିଛି କମିସନରେଟ୍ ପୁଲିସ । ନିଶା ବେପାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଘରକୁ ମାଟିରେ ମିଶାଇବା ଆରମ୍ଭ କରିଛି ପୁଲିସ । ଉତ୍ତରପ୍ରଦେଶ ସରକାର ଯେପରି ଉପଦ୍ରବୀ ଏବଂ ଦଙ୍ଗାକାରୀଙ୍ଗ ଘର ଉପରେ ବୁଲ ଡୋଜର ଚଳାଇଛି ଓଡ଼ିଶାରେ ସେପରି ବେଆଇନ ନିଶା ବ୍ୟବସାୟୀଙ୍କ ଘରେ ବୁଲିବା ଆରମ୍ଭ ହୋଇଛି ବୁଲ ଡୋଜର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର