ପୁଣି ଆରମ୍ଭ ହେବ ‘ପିଙ୍କ୍‌ ଅଟୋ ସେବା’

The Sakala Picture
Published On

କଟକ: ପୁଣି ଆରମ୍ଭ ହେବ ‘ପିଙ୍କ୍‌ ଅଟୋ ସେବା’ । ମହିଳାଙ୍କ ସୁରକ୍ଷିତ ଯାତାୟାତ ପାଇଁ ଆରମ୍ଭ ହୋଇଥିବା ‘ପିଙ୍କ୍‌ ଅଟୋ ସେବା’କୁ ପୁନର୍ବାର ଆରମ୍ଭ କରିବା ଲାଗି ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ ପୁଲିସ୍‌ କମିସନରଙ୍କୁ ଚିଠି ଲେଖିଛନ୍ତି । ଏହି ସେବା କାହିଁକି ବନ୍ଦ କରାଗଲା ସେ ନେଇ କମିସନରେଟ୍‌ ପୁଲିସ୍‌ ସମୀକ୍ଷା କରିବା ସହ ଜନସାଧାରଣଙ୍କ ଚାହିଦା ଏବଂ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସେବା କିପରି […]

କଟକ: ପୁଣି ଆରମ୍ଭ ହେବ ‘ପିଙ୍କ୍‌ ଅଟୋ ସେବା’ । ମହିଳାଙ୍କ ସୁରକ୍ଷିତ ଯାତାୟାତ ପାଇଁ ଆରମ୍ଭ ହୋଇଥିବା ‘ପିଙ୍କ୍‌ ଅଟୋ ସେବା’କୁ ପୁନର୍ବାର ଆରମ୍ଭ କରିବା ଲାଗି ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ ପୁଲିସ୍‌ କମିସନରଙ୍କୁ ଚିଠି ଲେଖିଛନ୍ତି । ଏହି ସେବା କାହିଁକି ବନ୍ଦ କରାଗଲା ସେ ନେଇ କମିସନରେଟ୍‌ ପୁଲିସ୍‌ ସମୀକ୍ଷା କରିବା ସହ ଜନସାଧାରଣଙ୍କ ଚାହିଦା ଏବଂ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସେବା କିପରି ପୁନର୍ବାର ଆରମ୍ଭ ହୋଇପାରିବ ସେ ନେଇ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ପଦକ୍ଷେପ ନେବାକୁ ସଚିବ ଶ୍ରୀ ପାଢୀ ଗୁରୁତ୍ୱାରୋପ କରିଛନ୍ତି ।

ଆହୁରି ପଢ଼ନ୍ତୁ: ପିଏମ୍ ସ୍ୱନିଧି ଋଣ ଉପରେ ସମ୍ପୂର୍ଣ୍ଣ ଷ୍ଟାମ୍ପ ଡ୍ୟୁଟି ଛାଡ଼ କଲେ ଓଡିଶା ସରକାର

ସୁରକ୍ଷିତ ଯାତ୍ରା ଲାଗି ମହିଳାମାନଙ୍କ ପାଇଁ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ‘ପିଙ୍କ ଅଟୋ’ ସେବା ଆରମ୍ଭ ହୋଇଥିଲା ।

ଆହୁରି ପଢ଼ନ୍ତୁ: ମହିମା ଅଲେଖ ବାବାଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା !

16 Apr 2021 By The Sakala

ପୁଣି ଆରମ୍ଭ ହେବ ‘ପିଙ୍କ୍‌ ଅଟୋ ସେବା’

କଟକ: ପୁଣି ଆରମ୍ଭ ହେବ ‘ପିଙ୍କ୍‌ ଅଟୋ ସେବା’ । ମହିଳାଙ୍କ ସୁରକ୍ଷିତ ଯାତାୟାତ ପାଇଁ ଆରମ୍ଭ ହୋଇଥିବା ‘ପିଙ୍କ୍‌ ଅଟୋ ସେବା’କୁ ପୁନର୍ବାର ଆରମ୍ଭ କରିବା ଲାଗି ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ ପୁଲିସ୍‌ କମିସନରଙ୍କୁ ଚିଠି ଲେଖିଛନ୍ତି । ଏହି ସେବା କାହିଁକି ବନ୍ଦ କରାଗଲା ସେ ନେଇ କମିସନରେଟ୍‌ ପୁଲିସ୍‌ ସମୀକ୍ଷା କରିବା ସହ ଜନସାଧାରଣଙ୍କ ଚାହିଦା ଏବଂ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସେବା କିପରି ପୁନର୍ବାର ଆରମ୍ଭ ହୋଇପାରିବ ସେ ନେଇ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ପଦକ୍ଷେପ ନେବାକୁ ସଚିବ ଶ୍ରୀ ପାଢୀ ଗୁରୁତ୍ୱାରୋପ କରିଛନ୍ତି ।

ସୁରକ୍ଷିତ ଯାତ୍ରା ଲାଗି ମହିଳାମାନଙ୍କ ପାଇଁ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ‘ପିଙ୍କ ଅଟୋ’ ସେବା ଆରମ୍ଭ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର