ରାଜ୍ୟରେ ଆରମ୍ଭ ହେଲା ୟୁ-ଟ୍ୟୁବରେ ପାଠପଢ଼ା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ୟୁଟ୍ୟୁବ ପାଠପଢା । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ୟୁଟ୍ୟୁବ୍ ଲାଇଭ ଷ୍ଟ୍ରିମିଂରେ ପାଠ ପଢିବେ । ଏନେଇ ବ୍ୟାପକ ପ୍ରସ୍ତୁତି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ରାଜ୍ୟର ସବୁ ଜିଲ୍ଲାର ଶିକ୍ଷା ଅଧିକାରୀ ମାନେ ଲାଇଭ ଷ୍ଟ୍ରିମିଂ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିଛନ୍ତି।  ଅନଲାଇନ ପାଠପଢା ପାଇଁ ଟାଇମଟେବୁଲ ପ୍ରକାଶ କରାଯାଇଛି । ପ୍ରାଥମିକ ଅର୍ଥାତ୍ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସକାଳ ୯ଟାରୁ ପଢା […]

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ୟୁଟ୍ୟୁବ ପାଠପଢା । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ୟୁଟ୍ୟୁବ୍ ଲାଇଭ ଷ୍ଟ୍ରିମିଂରେ ପାଠ ପଢିବେ । ଏନେଇ ବ୍ୟାପକ ପ୍ରସ୍ତୁତି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ରାଜ୍ୟର ସବୁ ଜିଲ୍ଲାର ଶିକ୍ଷା ଅଧିକାରୀ ମାନେ ଲାଇଭ ଷ୍ଟ୍ରିମିଂ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିଛନ୍ତି।  ଅନଲାଇନ ପାଠପଢା ପାଇଁ ଟାଇମଟେବୁଲ ପ୍ରକାଶ କରାଯାଇଛି ।

ଆହୁରି ପଢ଼ନ୍ତୁ: ଜାମଖାନୀ ଏବଂ ଘୋଘରପଲ୍ଲୀରେ ଗ୍ରୀଷ୍ମ ଶିବିରରେ ୬୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସାମିଲ କରିଛି ବେଦାନ୍ତ ଆଲୁମିନିୟମ

ପ୍ରାଥମିକ ଅର୍ଥାତ୍ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସକାଳ ୯ଟାରୁ ପଢା ଆରମ୍ଭ ହୋଇଥିବା ବେଳେ ସାଢେ ୧୦ଟା ଯାଏଁ ଚାଲିବ । ଏହା ପରେ ନବମ ଓ ଦଶମ ପିଲାଙ୍କ ପାଠପଢା ୧୦ଟା ୪୫ରୁ ଗୋଟାଏ ଯାଏଁ ଚାଲିବ ।

ଆହୁରି ପଢ଼ନ୍ତୁ: ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୧୦,୩୭୨ ସ୍ନାତକ (UG) ସିଟ୍ ବୃଦ୍ଧି କଲେ ସରକାର

କରୋନା ପାଇଁ ୨୦୨୧-୨୨ ଶିକ୍ଷାବର୍ଷର ପାଠପଢା ବ୍ୟାହତ ହୋଇଛି । ୩ମାସ ଗଡିଗଲାଣି ଏଯାଏଁ କ୍ଲାସରୁମରେ ଶିକ୍ଷାଦାନ ହୋଇପାରିନି । ତେଣୁ ୟୁଟ୍ୟୁବରେ ଶିକ୍ଷାଦାନ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ହୋଇଛି । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢା ଜୁନ୍ ୨୧ରୁ ଜୁଲାଇ ୩୧ ଯାଏଁ ଚାଲିବ । ସୋମବାରଠୁ ଶୁକ୍ରବାର ଯାଏଁ ହେବ କ୍ଲାସ୍  । ଦିନକୁ ୪ଟି ପିରିଅଡ ରହିବ ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ସହ ମିଶି ଆଦିବାସୀଙ୍କ ଗୋଷାଣୀ ପୀଠରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ସେହିପରି ଆଜିଠୁ ଜୁଲାଇ ୭ ଯାଏ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ପଢିବେ ୟୁଟ୍ୟୁବରେ ପାଠ । ୟୁଟ୍ୟୁବରେ ଯେଉଁ ବିଷୟ ପଢାଯିବ , ବିଦ୍ୟାଳୟର ସମ୍ପୃକ୍ତ ଶିକ୍ଷକ ପିଲାଙ୍କ ଦ୍ୱନ୍ଦ୍ୱ ଚାଟ୍ ଓ ଭଏସ କଲ୍ ମାଧ୍ୟମରେ ଦୂର କରିବେ । କେଉଁ ଦିନ କେତେ ଛାତ୍ରଛାତ୍ରୀ ୟୁ-ଟ୍ୟୁବ୍‌ରେ ପଢ଼ିଲେ ସ୍କୁଲ ଶିକ୍ଷକ ତାର ତଥ୍ୟ ରଖିବେ। ସ୍କୁଲ ଶିକ୍ଷକମାନେ ବିଷୟ ଅନୁଯାୟୀ, କ୍ଲାସ ଅନୁଯାୟୀ ପ୍ରତି ଚାପ୍ଟରର ୱାର୍କସିଟ୍‌ ପ୍ରସ୍ତୁତ କରିବେ ଏବଂ ତାହାକୁ ପିଲାଙ୍କ ନିକଟକୁ ହ୍ୱାଟସ୍‌ଆପରେ ପଠାଇବେ। ପ୍ରତି ପିଲାର ୱାର୍କସିଟ୍‌କୁ ମୂଲ୍ୟାୟନ କରି ସ୍କୋର ପ୍ରଦାନ କରିବେ।

21 Jun 2021 By The Sakala

ରାଜ୍ୟରେ ଆରମ୍ଭ ହେଲା ୟୁ-ଟ୍ୟୁବରେ ପାଠପଢ଼ା

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ୟୁଟ୍ୟୁବ ପାଠପଢା । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ୟୁଟ୍ୟୁବ୍ ଲାଇଭ ଷ୍ଟ୍ରିମିଂରେ ପାଠ ପଢିବେ । ଏନେଇ ବ୍ୟାପକ ପ୍ରସ୍ତୁତି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ରାଜ୍ୟର ସବୁ ଜିଲ୍ଲାର ଶିକ୍ଷା ଅଧିକାରୀ ମାନେ ଲାଇଭ ଷ୍ଟ୍ରିମିଂ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିଛନ୍ତି।  ଅନଲାଇନ ପାଠପଢା ପାଇଁ ଟାଇମଟେବୁଲ ପ୍ରକାଶ କରାଯାଇଛି ।

ପ୍ରାଥମିକ ଅର୍ଥାତ୍ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସକାଳ ୯ଟାରୁ ପଢା ଆରମ୍ଭ ହୋଇଥିବା ବେଳେ ସାଢେ ୧୦ଟା ଯାଏଁ ଚାଲିବ । ଏହା ପରେ ନବମ ଓ ଦଶମ ପିଲାଙ୍କ ପାଠପଢା ୧୦ଟା ୪୫ରୁ ଗୋଟାଏ ଯାଏଁ ଚାଲିବ ।

କରୋନା ପାଇଁ ୨୦୨୧-୨୨ ଶିକ୍ଷାବର୍ଷର ପାଠପଢା ବ୍ୟାହତ ହୋଇଛି । ୩ମାସ ଗଡିଗଲାଣି ଏଯାଏଁ କ୍ଲାସରୁମରେ ଶିକ୍ଷାଦାନ ହୋଇପାରିନି । ତେଣୁ ୟୁଟ୍ୟୁବରେ ଶିକ୍ଷାଦାନ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ହୋଇଛି । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢା ଜୁନ୍ ୨୧ରୁ ଜୁଲାଇ ୩୧ ଯାଏଁ ଚାଲିବ । ସୋମବାରଠୁ ଶୁକ୍ରବାର ଯାଏଁ ହେବ କ୍ଲାସ୍  । ଦିନକୁ ୪ଟି ପିରିଅଡ ରହିବ ।

ସେହିପରି ଆଜିଠୁ ଜୁଲାଇ ୭ ଯାଏ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ପଢିବେ ୟୁଟ୍ୟୁବରେ ପାଠ । ୟୁଟ୍ୟୁବରେ ଯେଉଁ ବିଷୟ ପଢାଯିବ , ବିଦ୍ୟାଳୟର ସମ୍ପୃକ୍ତ ଶିକ୍ଷକ ପିଲାଙ୍କ ଦ୍ୱନ୍ଦ୍ୱ ଚାଟ୍ ଓ ଭଏସ କଲ୍ ମାଧ୍ୟମରେ ଦୂର କରିବେ । କେଉଁ ଦିନ କେତେ ଛାତ୍ରଛାତ୍ରୀ ୟୁ-ଟ୍ୟୁବ୍‌ରେ ପଢ଼ିଲେ ସ୍କୁଲ ଶିକ୍ଷକ ତାର ତଥ୍ୟ ରଖିବେ। ସ୍କୁଲ ଶିକ୍ଷକମାନେ ବିଷୟ ଅନୁଯାୟୀ, କ୍ଲାସ ଅନୁଯାୟୀ ପ୍ରତି ଚାପ୍ଟରର ୱାର୍କସିଟ୍‌ ପ୍ରସ୍ତୁତ କରିବେ ଏବଂ ତାହାକୁ ପିଲାଙ୍କ ନିକଟକୁ ହ୍ୱାଟସ୍‌ଆପରେ ପଠାଇବେ। ପ୍ରତି ପିଲାର ୱାର୍କସିଟ୍‌କୁ ମୂଲ୍ୟାୟନ କରି ସ୍କୋର ପ୍ରଦାନ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର