ଏଚ୍‌ଆଇଭି ଟିକା ଉତ୍ପାଦନ କ୍ଷେତ୍ରରେ କାମ ପାଇଁ ମନୋନୀତ ହୋଇ ଓଡ଼ିଶା ପାଇଁ ଗର୍ବ ଆଣିଲେ ଓଡ଼ିଆ ପୁଅ ସୌମ୍ୟ

Madhusudan Das Picture
Published On

ବାଲେଶ୍ୱର: ଏଚ୍‌ଆଇଭି ଟିକା ଉତ୍ପାଦନ କ୍ଷେତ୍ରରେ କାମ ପାଇଁ ମନୋନୀତ ହୋଇ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଓଡ଼ିଆ ପୁଅ ବାଲେଶ୍ୱରର ସୌମ୍ୟସାଗର ଦେ। ସୌମ୍ୟ ସମ୍ପ୍ରତି ଆମେରିକାର ନେବ୍ରାସ୍କା ମେଡିକାଲ ସେଣ୍ଟର୍‌ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି କରୁଛନ୍ତି। ବାଲେଶ୍ୱର ସହର ସୁଏଲପୁରର ମୋନାଲିସା ଦେ ଓ ସୁବ୍ରତ କୁମାର ଦେଙ୍କ ପୁଅ ହେଉଛନ୍ତି ସୌମ୍ୟ। ବିଏସ୍‌-ଏମ୍‌ଏସ୍‌ ସମାପ୍ତ କରିବା ପରେ ସେ ପ୍ରଥମେ ଆମେରିକାର ନର୍ଦ୍ଦନ ଇଲିନୋଇସ୍‌ ବିଶ୍ୱବିଦ୍ୟାଳୟରେ ଗବେଷକ ଭାବେ ଯୋଗ ଦେଇଥିଲେ। 

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଜଳସେଚନ ପ୍ରକଳ୍ପର SDO, ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ରେଡ୍

ସୌମ୍ୟଙ୍କ କହିବାନୁସାରେ, ବିକଶିତ ନୂତନ ଏଚ୍‌ଆଇଭି ଟିକା ଏବେ ପରୀକ୍ଷଣ ପର୍ଯ୍ୟାୟରେ ଅଛି। ଏବେ ଏହା ମୂଷାମାନଙ୍କ ଉପରେ ପରୀକ୍ଷା କରାଯାଉଛି। ଖୁବ୍‌ଶୀଘ୍ର ମାଙ୍କଡ଼ମାନଙ୍କ ଉପରେ ପରୀକ୍ଷା କରାଯିବ। ସେଥିରେ ସଫଳତା ମିଳିଲେ ମଣିଷଙ୍କ କ୍ଷେତ୍ର‌‌ରେ ପ୍ରୟୋଗ କରାଯିବ। ସେ ଆହୁରି କହିଛନ୍ତି, ଏଚ୍‌ଆଇଭି, ପାର୍କିନ୍‌ସନ୍‌ ରୋଗ, ପ୍ରୋଷ୍ଟେଟ୍‌ କର୍କଟ ଭଳି ରୋଗ ପାଇଁ ଟିକା ତିଆରି କରିବା ଏବଂ ସଫଳତାର ସହ ଅଧ୍ୟୟନ ସମାପ୍ତ କରିବା ପରେ ଭାରତକୁ ଫେରିବି। ସେଠାକାର ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିବା ପାଇଁ ଏକ ଔଷଧ କମ୍ପାନୀରେ କାମ କରିବା ମୋ ଲକ୍ଷ୍ୟ ବୋଲି ସୌମ୍ୟ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତା ୨୮ତାରିଖ ଯାଏଁ କାଳବୈଶାଖୀ ବର୍ଷା, ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

24 Oct 2025 By Madhusudan Das

ଏଚ୍‌ଆଇଭି ଟିକା ଉତ୍ପାଦନ କ୍ଷେତ୍ରରେ କାମ ପାଇଁ ମନୋନୀତ ହୋଇ ଓଡ଼ିଶା ପାଇଁ ଗର୍ବ ଆଣିଲେ ଓଡ଼ିଆ ପୁଅ ସୌମ୍ୟ

ବାଲେଶ୍ୱର: ଏଚ୍‌ଆଇଭି ଟିକା ଉତ୍ପାଦନ କ୍ଷେତ୍ରରେ କାମ ପାଇଁ ମନୋନୀତ ହୋଇ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଓଡ଼ିଆ ପୁଅ ବାଲେଶ୍ୱରର ସୌମ୍ୟସାଗର ଦେ। ସୌମ୍ୟ ସମ୍ପ୍ରତି ଆମେରିକାର ନେବ୍ରାସ୍କା ମେଡିକାଲ ସେଣ୍ଟର୍‌ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି କରୁଛନ୍ତି। ବାଲେଶ୍ୱର ସହର ସୁଏଲପୁରର ମୋନାଲିସା ଦେ ଓ ସୁବ୍ରତ କୁମାର ଦେଙ୍କ ପୁଅ ହେଉଛନ୍ତି ସୌମ୍ୟ। ବିଏସ୍‌-ଏମ୍‌ଏସ୍‌ ସମାପ୍ତ କରିବା ପରେ ସେ ପ୍ରଥମେ ଆମେରିକାର ନର୍ଦ୍ଦନ ଇଲିନୋଇସ୍‌ ବିଶ୍ୱବିଦ୍ୟାଳୟରେ ଗବେଷକ ଭାବେ ଯୋଗ ଦେଇଥିଲେ। 

ସୌମ୍ୟଙ୍କ କହିବାନୁସାରେ, ବିକଶିତ ନୂତନ ଏଚ୍‌ଆଇଭି ଟିକା ଏବେ ପରୀକ୍ଷଣ ପର୍ଯ୍ୟାୟରେ ଅଛି। ଏବେ ଏହା ମୂଷାମାନଙ୍କ ଉପରେ ପରୀକ୍ଷା କରାଯାଉଛି। ଖୁବ୍‌ଶୀଘ୍ର ମାଙ୍କଡ଼ମାନଙ୍କ ଉପରେ ପରୀକ୍ଷା କରାଯିବ। ସେଥିରେ ସଫଳତା ମିଳିଲେ ମଣିଷଙ୍କ କ୍ଷେତ୍ର‌‌ରେ ପ୍ରୟୋଗ କରାଯିବ। ସେ ଆହୁରି କହିଛନ୍ତି, ଏଚ୍‌ଆଇଭି, ପାର୍କିନ୍‌ସନ୍‌ ରୋଗ, ପ୍ରୋଷ୍ଟେଟ୍‌ କର୍କଟ ଭଳି ରୋଗ ପାଇଁ ଟିକା ତିଆରି କରିବା ଏବଂ ସଫଳତାର ସହ ଅଧ୍ୟୟନ ସମାପ୍ତ କରିବା ପରେ ଭାରତକୁ ଫେରିବି। ସେଠାକାର ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିବା ପାଇଁ ଏକ ଔଷଧ କମ୍ପାନୀରେ କାମ କରିବା ମୋ ଲକ୍ଷ୍ୟ ବୋଲି ସୌମ୍ୟ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର