ସରିଲା ଧର୍ମ ମାସ କାର୍ତ୍ତିକ: ଆଜି ଛାଡଖାଇ, ଆମିଷ ନେବାକୁ ବଜାରରେ ପ୍ରବଳ ଭିଡ଼

The Sakala Picture
Published On

ଭୁବନେଶ୍ବର: ସରିଲା କାର୍ତ୍ତିକ ମାସ। ଆଜି ଛାଡ ଖାଇ । ଘରେ ଘରେ ମାଛ ମାଂସର ଆସର । ମାସ ତମାମ ନିଷ୍ଠାର ସହ ନିରାମିଷ ଖାଦ୍ୟ ଖାଇଥିଲେ ଲୋକେ । ଆଉ ଅପେକ୍ଷା ଥିଲା ଆଜିର ଦିନକୁ । ପଞ୍ଚୁକ ପରେ ଆଜି ଘରେଘରେ ଆମିଷ ଭୋଜନ ହୋଇଥାଏ । ଆଜି ବୁଧବାର ଥିବାରୁ ଅଧିକାଂଶ ଲୋକ ଛାଡ଼ଖାଇ ପାଳନ କରୁଛନ୍ତି । ଏଥିପାଇଁ ସକାଳୁ ସକାଳୁ ଆମିଷ ଦୋକାନରେ ଭିଡ଼ ଲାଗିଛି। ଚିକେନ ଓ […]

ଭୁବନେଶ୍ବର: ସରିଲା କାର୍ତ୍ତିକ ମାସ। ଆଜି ଛାଡ ଖାଇ । ଘରେ ଘରେ ମାଛ ମାଂସର ଆସର । ମାସ ତମାମ ନିଷ୍ଠାର ସହ ନିରାମିଷ ଖାଦ୍ୟ ଖାଇଥିଲେ ଲୋକେ । ଆଉ ଅପେକ୍ଷା ଥିଲା ଆଜିର ଦିନକୁ । ପଞ୍ଚୁକ ପରେ ଆଜି ଘରେଘରେ ଆମିଷ ଭୋଜନ ହୋଇଥାଏ । ଆଜି ବୁଧବାର ଥିବାରୁ ଅଧିକାଂଶ ଲୋକ ଛାଡ଼ଖାଇ ପାଳନ କରୁଛନ୍ତି । ଏଥିପାଇଁ ସକାଳୁ ସକାଳୁ ଆମିଷ ଦୋକାନରେ ଭିଡ଼ ଲାଗିଛି। ଚିକେନ ଓ ମଟନ୍ ପାଇଁ ଦୋକାନ ଆଗରେ ଗ୍ରାହକଙ୍କ ଭିଡ ଜମିଛି।  ଏହା ସହିତ ମାଛ ଚିଙ୍ଗୁଡି ଓ କଙ୍କଡ଼ା ପାଇଁ ମଧ୍ୟ ଲୋକଙ୍କ ଭିଡ଼ ଜମିଛି । ବଜାରରରେ ଭଳିକି ଭଳି ମାଛ ମିଳୁଛି। ଚାହିଦାକୁ ଦୃଷ୍ଟିରେ ରଖି ଆଜି ଦର ମଧ୍ୟ ସମାନ୍ୟ ଅଧିକ ରହିଛି ।

ଆହୁରି ପଢ଼ନ୍ତୁ: ପଣା ସଂକ୍ରାନ୍ତିରେ 'ବସୁନ୍ଧରା ଠେକି'ର ମହତ୍ତ୍ୱ: ଜାଣନ୍ତୁ ଓଡ଼ିଆ ପରମ୍ପରାରେ କାହିଁକି ରହିଛି ଏହାର ସ୍ୱତନ୍ତ୍ର ସ୍ଥାନ

09 Nov 2022 By The Sakala

ସରିଲା ଧର୍ମ ମାସ କାର୍ତ୍ତିକ: ଆଜି ଛାଡଖାଇ, ଆମିଷ ନେବାକୁ ବଜାରରେ ପ୍ରବଳ ଭିଡ଼

ଭୁବନେଶ୍ବର: ସରିଲା କାର୍ତ୍ତିକ ମାସ। ଆଜି ଛାଡ ଖାଇ । ଘରେ ଘରେ ମାଛ ମାଂସର ଆସର । ମାସ ତମାମ ନିଷ୍ଠାର ସହ ନିରାମିଷ ଖାଦ୍ୟ ଖାଇଥିଲେ ଲୋକେ । ଆଉ ଅପେକ୍ଷା ଥିଲା ଆଜିର ଦିନକୁ । ପଞ୍ଚୁକ ପରେ ଆଜି ଘରେଘରେ ଆମିଷ ଭୋଜନ ହୋଇଥାଏ । ଆଜି ବୁଧବାର ଥିବାରୁ ଅଧିକାଂଶ ଲୋକ ଛାଡ଼ଖାଇ ପାଳନ କରୁଛନ୍ତି । ଏଥିପାଇଁ ସକାଳୁ ସକାଳୁ ଆମିଷ ଦୋକାନରେ ଭିଡ଼ ଲାଗିଛି। ଚିକେନ ଓ ମଟନ୍ ପାଇଁ ଦୋକାନ ଆଗରେ ଗ୍ରାହକଙ୍କ ଭିଡ ଜମିଛି।  ଏହା ସହିତ ମାଛ ଚିଙ୍ଗୁଡି ଓ କଙ୍କଡ଼ା ପାଇଁ ମଧ୍ୟ ଲୋକଙ୍କ ଭିଡ଼ ଜମିଛି । ବଜାରରରେ ଭଳିକି ଭଳି ମାଛ ମିଳୁଛି। ଚାହିଦାକୁ ଦୃଷ୍ଟିରେ ରଖି ଆଜି ଦର ମଧ୍ୟ ସମାନ୍ୟ ଅଧିକ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର