ଶନି ଓ ରବିବାର ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ

The Sakala Picture
Published On

ଭୁବନେଶ୍ୱର: ଏଣିକି ଶନି ଓ ରବିବାରରେ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଭୁବନେଶ୍ବରରେ ରାଜ୍ୟ ଉଦ୍ଭିଦ(ବଟାନିକାଲ ଗାର୍ଡେନ) ଉଦ୍ୟାନ ମଧ୍ୟ ବନ୍ଦ ରହିବ । ସୋମବାରରୁ ଶୁକ୍ରବାର ପ୍ରତିଦିନ ୭ଟା ୩୦ରୁ ୫ଟା ୩୦ ଯାଏ ଖୋଲା ରହିବ। ପୂର୍ବଭଳି ଆଉ ସୋମବାରରେ ବନ୍ଦ ହେବନି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଭୁବନେଶ୍ବରରେ ସପ୍ତାହାନ୍ତ ସଟ୍‌ଡାଉନକୁ ଦୃଷ୍ଟିରେ ରଖି ଏଭିଳି ନିଷ୍ପତ୍ତି ନେଇଛନ୍ତି  ନନ୍ଦନକାନନ କର୍ତ୍ତୃପକ୍ଷ।  ସମସ୍ତ ପର୍ଯ୍ଯଟକ କୋଭିଡ ଗାଇଡଲାଇନକୁ ମାନିବା ସହ […]

ଭୁବନେଶ୍ୱର: ଏଣିକି ଶନି ଓ ରବିବାରରେ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଭୁବନେଶ୍ବରରେ ରାଜ୍ୟ ଉଦ୍ଭିଦ(ବଟାନିକାଲ ଗାର୍ଡେନ) ଉଦ୍ୟାନ ମଧ୍ୟ ବନ୍ଦ ରହିବ । ସୋମବାରରୁ ଶୁକ୍ରବାର ପ୍ରତିଦିନ ୭ଟା ୩୦ରୁ ୫ଟା ୩୦ ଯାଏ ଖୋଲା ରହିବ। ପୂର୍ବଭଳି ଆଉ ସୋମବାରରେ ବନ୍ଦ ହେବନି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଭୁବନେଶ୍ବରରେ ସପ୍ତାହାନ୍ତ ସଟ୍‌ଡାଉନକୁ ଦୃଷ୍ଟିରେ ରଖି ଏଭିଳି ନିଷ୍ପତ୍ତି ନେଇଛନ୍ତି  ନନ୍ଦନକାନନ କର୍ତ୍ତୃପକ୍ଷ।  ସମସ୍ତ ପର୍ଯ୍ଯଟକ କୋଭିଡ ଗାଇଡଲାଇନକୁ ମାନିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

ଆହୁରି ପଢ଼ନ୍ତୁ: CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ, ଭୁବନେଶ୍ୱର CEO କାର୍ଯ୍ୟାଳୟ ଘେରାଉ

 

ଆହୁରି ପଢ଼ନ୍ତୁ: ଧର୍ମଶାଳାର ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବର୍ଷିଲା ବିଜେଡି, 'ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ବିଜେପି ସରକାର ଦାୟୀ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର