୩୦ ଜିଲ୍ଲା ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ନିଯୁକ୍ତ , ୫ ନେତାଙ୍କୁ ୨ଟି ଲେଖାଏଁ ଜିଲ୍ଲାର ଦାୟିତ୍ୱ

The Sakala Picture
Published On

ଭୁବନେଶ୍ୱର: ବିଜେଡିର ୩୦ ଜିଲ୍ଲା ପାଇଁ ପର୍ଯ୍ଯବେକ୍ଷକ ନିଯୁକ୍ତ । ରାଜ୍ୟର ସବୁ ଜିଲ୍ଲା ପାଇଁ ନୂଆ ପର୍ଯ୍ଯବେକ୍ଷକଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି। ଏହି ନୂଆ ତାଲିକାକୁ ଜାରିକରିଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଅନୁଗୁଳ- ପ୍ରଶାନ୍ତ ମୁଦୁଲି ବାଲେଶ୍ୱର- ପ୍ରତାପ କେଶରୀ ଦେବ ବରଗଡ଼ – ସୁଧିର କୁମାର ସାମଲ ଭଦ୍ରକ- ପ୍ରଣବ ବଳବନ୍ତରାୟ ବଲାଙ୍ଗୀର ଓ ଦେବଗଡ଼- ସୁଶାନ୍ତ ସିଂହ ବୌଦ୍ଧ-ସୌଭାଗ୍ୟ ନାୟକ କଟକ-ଉଷା ଦେବୀ […]

ଭୁବନେଶ୍ୱର: ବିଜେଡିର ୩୦ ଜିଲ୍ଲା ପାଇଁ ପର୍ଯ୍ଯବେକ୍ଷକ ନିଯୁକ୍ତ । ରାଜ୍ୟର ସବୁ ଜିଲ୍ଲା ପାଇଁ ନୂଆ ପର୍ଯ୍ଯବେକ୍ଷକଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି। ଏହି ନୂଆ ତାଲିକାକୁ ଜାରିକରିଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଆହୁରି ପଢ଼ନ୍ତୁ: ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲଙ୍କ କଡ଼ା ଆଭିମୁଖ୍ୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି

ଅନୁଗୁଳ- ପ୍ରଶାନ୍ତ ମୁଦୁଲି

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ: ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବିରେ ଆଜି ବାଚସ୍ପତିଙ୍କୁ ଭେଟିବ ବିଜେଡି

ବାଲେଶ୍ୱର- ପ୍ରତାପ କେଶରୀ ଦେବ

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌କୁ ନେଇ ବିଜେପି ନାଟକ କରୁଛି, ସଂରକ୍ଷଣ ନାଁରେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ପାରିତ ଉଦ୍ଦେଶ୍ୟ ଥିଲା: ବିଜେଡି

ବରଗଡ଼ – ସୁଧିର କୁମାର ସାମଲ

ଭଦ୍ରକ- ପ୍ରଣବ ବଳବନ୍ତରାୟ

ବଲାଙ୍ଗୀର ଓ ଦେବଗଡ଼- ସୁଶାନ୍ତ ସିଂହ

ବୌଦ୍ଧ-ସୌଭାଗ୍ୟ ନାୟକ

କଟକ-ଉଷା ଦେବୀ

ଗଜପତି ଓ ରାୟଗଡ଼ା – ଅତନୁ ସବ୍ୟସାଚୀ ନାୟକ

ଗଞ୍ଜାମ- ପ୍ରଦୀପ କୁମାର ଅମାତ

ଜଗତସିଂହପୁର- ଅରୁଣ କୁମାର ସାହୁ

ଯାଜପୁର- ଅଶୋକ ଚନ୍ଦ୍ର ପଣ୍ଡା

ଝାରସୁଗୁଡ଼ା-  ସାରଦା ପ୍ରସାଦ ନାୟକ

କଳାହାଣ୍ଡି -ନବ କିଶୋର ଦାସ

କନ୍ଧମାଳ- ବିଜୟ ନାୟକ

କେନ୍ଦ୍ରାପଡ଼ା-  ପ୍ରଫୁଲ କୁମାର ମଲ୍ଲୀକ

ଖୋର୍ଦ୍ଧା ଓ ଢେଙ୍କାନଳ-ପ୍ରମିଳା ମଲ୍ଳିକ

କୋରାପୁଟ ଓ ମାଲକାନଗିରି -ଦିବ୍ୟଶଙ୍କର ମିଶ୍ର

ମୟୂରଭଞ୍ଜ ଓ କେନ୍ଦୁଝର -ପ୍ରଣବ ପ୍ରକାଶ ଦାସ

ନବରଙ୍ଗପୁର- ଈଶ୍ବର ପାଣିଗ୍ରାହୀ

ନୟାଗଡ଼-ପଦ୍ମନାଭ ବେହେରା

ନୂଆପଡ଼ା- ଟୁକୁନି ସାହୁ

ପୁରୀ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ସମ୍ୱଲପୁର-ନଳନୀକାନ୍ତ ପ୍ରଧାନ

ସୁବର୍ଣ୍ଣପୁର- ରୋହିତ ପୂଜାରୀ

ସୁନ୍ଦରଗଡ଼- ପ୍ରୀତିରଞ୍ଜନ ଘଡ଼ାଇ

 

06 Oct 2022 By The Sakala

୩୦ ଜିଲ୍ଲା ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ନିଯୁକ୍ତ , ୫ ନେତାଙ୍କୁ ୨ଟି ଲେଖାଏଁ ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ୱର: ବିଜେଡିର ୩୦ ଜିଲ୍ଲା ପାଇଁ ପର୍ଯ୍ଯବେକ୍ଷକ ନିଯୁକ୍ତ । ରାଜ୍ୟର ସବୁ ଜିଲ୍ଲା ପାଇଁ ନୂଆ ପର୍ଯ୍ଯବେକ୍ଷକଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି। ଏହି ନୂଆ ତାଲିକାକୁ ଜାରିକରିଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଅନୁଗୁଳ- ପ୍ରଶାନ୍ତ ମୁଦୁଲି

ବାଲେଶ୍ୱର- ପ୍ରତାପ କେଶରୀ ଦେବ

ବରଗଡ଼ – ସୁଧିର କୁମାର ସାମଲ

ଭଦ୍ରକ- ପ୍ରଣବ ବଳବନ୍ତରାୟ

ବଲାଙ୍ଗୀର ଓ ଦେବଗଡ଼- ସୁଶାନ୍ତ ସିଂହ

ବୌଦ୍ଧ-ସୌଭାଗ୍ୟ ନାୟକ

କଟକ-ଉଷା ଦେବୀ

ଗଜପତି ଓ ରାୟଗଡ଼ା – ଅତନୁ ସବ୍ୟସାଚୀ ନାୟକ

ଗଞ୍ଜାମ- ପ୍ରଦୀପ କୁମାର ଅମାତ

ଜଗତସିଂହପୁର- ଅରୁଣ କୁମାର ସାହୁ

ଯାଜପୁର- ଅଶୋକ ଚନ୍ଦ୍ର ପଣ୍ଡା

ଝାରସୁଗୁଡ଼ା-  ସାରଦା ପ୍ରସାଦ ନାୟକ

କଳାହାଣ୍ଡି -ନବ କିଶୋର ଦାସ

କନ୍ଧମାଳ- ବିଜୟ ନାୟକ

କେନ୍ଦ୍ରାପଡ଼ା-  ପ୍ରଫୁଲ କୁମାର ମଲ୍ଲୀକ

ଖୋର୍ଦ୍ଧା ଓ ଢେଙ୍କାନଳ-ପ୍ରମିଳା ମଲ୍ଳିକ

କୋରାପୁଟ ଓ ମାଲକାନଗିରି -ଦିବ୍ୟଶଙ୍କର ମିଶ୍ର

ମୟୂରଭଞ୍ଜ ଓ କେନ୍ଦୁଝର -ପ୍ରଣବ ପ୍ରକାଶ ଦାସ

ନବରଙ୍ଗପୁର- ଈଶ୍ବର ପାଣିଗ୍ରାହୀ

ନୟାଗଡ଼-ପଦ୍ମନାଭ ବେହେରା

ନୂଆପଡ଼ା- ଟୁକୁନି ସାହୁ

ପୁରୀ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ସମ୍ୱଲପୁର-ନଳନୀକାନ୍ତ ପ୍ରଧାନ

ସୁବର୍ଣ୍ଣପୁର- ରୋହିତ ପୂଜାରୀ

ସୁନ୍ଦରଗଡ଼- ପ୍ରୀତିରଞ୍ଜନ ଘଡ଼ାଇ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର