୧୬୦୦ ଫୁଟ ପାହାଡ଼ ଶୀର୍ଷରେ ଭବ୍ୟ ରାମ ମନ୍ଦିର, ସୃଷ୍ଟି କରୁଛି ଅଯୋଧ୍ୟାର ଭ୍ରମ

The Sakala Picture
Published On

ନୟାଗଡ଼: ୧୬୦୦ ଫୁଟ ପାହାଡ଼ ଶୀର୍ଷରେ ଆଖି ଲାଖିଗଲା ପରି ଭବ୍ୟ ରାମ ମନ୍ଦିର। ପ୍ରାକୃତିକ ପରିବେଶରେ ସ୍ଥାପିତ ହୋଇଛି ଭବ୍ୟ ରାମ ମନ୍ଦିର। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ ସ୍ଥିତ ରାମ ମନ୍ଦିର ହୋଇଛି ଲୋକାର୍ପିତ। ଅଯୋଧ୍ୟାର ଭ୍ରମ ସୃଷ୍ଟି କରୁଛି ଏହି ମନ୍ଦିର। ପାହାଡ କାଟି ଏଠାରେ ମନ୍ଦିର ତିଆରି କରିଛନ୍ତି ଗ୍ରାମବାସୀ । ମନ୍ଦିରରେ ନିଖୁଣ କାରିଗରୀ କରୁଛି ଆକର୍ଷିତ। ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗ ଏବଂ ଶ୍ରୀରାମ ସେବା ପରିଷଦର ସଭାପତି […]

ନୟାଗଡ଼: ୧୬୦୦ ଫୁଟ ପାହାଡ଼ ଶୀର୍ଷରେ ଆଖି ଲାଖିଗଲା ପରି ଭବ୍ୟ ରାମ ମନ୍ଦିର। ପ୍ରାକୃତିକ ପରିବେଶରେ ସ୍ଥାପିତ ହୋଇଛି ଭବ୍ୟ ରାମ ମନ୍ଦିର। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ ସ୍ଥିତ ରାମ ମନ୍ଦିର ହୋଇଛି ଲୋକାର୍ପିତ। ଅଯୋଧ୍ୟାର ଭ୍ରମ ସୃଷ୍ଟି କରୁଛି ଏହି ମନ୍ଦିର। ପାହାଡ କାଟି ଏଠାରେ ମନ୍ଦିର ତିଆରି କରିଛନ୍ତି ଗ୍ରାମବାସୀ । ମନ୍ଦିରରେ ନିଖୁଣ କାରିଗରୀ କରୁଛି ଆକର୍ଷିତ।

ଆହୁରି ପଢ଼ନ୍ତୁ: ଅନଲାଇନ୍ କ୍ୟାବ୍ ଡ୍ରାଇଭରଙ୍କ ଧର୍ମଘଟ: ବିମାନବନ୍ଦର ଯାତ୍ରୀଙ୍କ ସହାୟତା ପାଇଁ ପିସିଆର ଗାଡ଼ି ମୁତୟନ କଲା କମିଶନରେଟ ପୋଲିସ

ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗ ଏବଂ ଶ୍ରୀରାମ ସେବା ପରିଷଦର ସଭାପତି ବେଣୁଧର ପ୍ରଧାନଙ୍କ ଉଦ୍ୟମରେ ନିର୍ମାଣ ହୋଇଛି ମନ୍ଦିର। ଏହା ବଉଳମାଳା ପଥରରେ ନିର୍ମାଣ ହୋଇଥିବା ବେଳେ ଏହାର ଉଚ୍ଚତା ୬୫ଫୁଟ ରହିଛି। ୫ ବର୍ଷ ଧରି ଚାଲିଥିବା ଏହି ମନ୍ଦିରର ନିର୍ମାଣ କାର୍ଯ୍ୟରେ ଦେଢ଼ ଶହରୁ ଉର୍ଦ୍ଧ କାରିଗର ସାମିଲ ଥିଲେ। ରାଜ୍ୟ ତଥା ରାଜ୍ୟ ବାହାରର ୧୫୦ ଜଣ ବଛା ବଛା କାରିଗର ୫ ବର୍ଷ ଅକ୍ଲାନ୍ତ ପରିଶ୍ରମ କରି ଭବ୍ୟ ରାମ ମନ୍ଦିର ନିର୍ମାଣ କରିଛନ୍ତି। ଚତୁଃପାର୍ଶ୍ୱ ପାର୍ଶ୍ବ ଦେବାଦେବୀଙ୍କ ମୂର୍ତ୍ତି ସଭିଙ୍କୁ ଆକର୍ଷିତ କରୁଛି।

ଆହୁରି ପଢ଼ନ୍ତୁ: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଜଳସ୍ତର, ବାଲେଶ୍ୱରରେ ପୁଣି ବନ୍ୟା ଆଶଙ୍କା

22 Jan 2024 By The Sakala

୧୬୦୦ ଫୁଟ ପାହାଡ଼ ଶୀର୍ଷରେ ଭବ୍ୟ ରାମ ମନ୍ଦିର, ସୃଷ୍ଟି କରୁଛି ଅଯୋଧ୍ୟାର ଭ୍ରମ

ନୟାଗଡ଼: ୧୬୦୦ ଫୁଟ ପାହାଡ଼ ଶୀର୍ଷରେ ଆଖି ଲାଖିଗଲା ପରି ଭବ୍ୟ ରାମ ମନ୍ଦିର। ପ୍ରାକୃତିକ ପରିବେଶରେ ସ୍ଥାପିତ ହୋଇଛି ଭବ୍ୟ ରାମ ମନ୍ଦିର। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ ସ୍ଥିତ ରାମ ମନ୍ଦିର ହୋଇଛି ଲୋକାର୍ପିତ। ଅଯୋଧ୍ୟାର ଭ୍ରମ ସୃଷ୍ଟି କରୁଛି ଏହି ମନ୍ଦିର। ପାହାଡ କାଟି ଏଠାରେ ମନ୍ଦିର ତିଆରି କରିଛନ୍ତି ଗ୍ରାମବାସୀ । ମନ୍ଦିରରେ ନିଖୁଣ କାରିଗରୀ କରୁଛି ଆକର୍ଷିତ।

ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗ ଏବଂ ଶ୍ରୀରାମ ସେବା ପରିଷଦର ସଭାପତି ବେଣୁଧର ପ୍ରଧାନଙ୍କ ଉଦ୍ୟମରେ ନିର୍ମାଣ ହୋଇଛି ମନ୍ଦିର। ଏହା ବଉଳମାଳା ପଥରରେ ନିର୍ମାଣ ହୋଇଥିବା ବେଳେ ଏହାର ଉଚ୍ଚତା ୬୫ଫୁଟ ରହିଛି। ୫ ବର୍ଷ ଧରି ଚାଲିଥିବା ଏହି ମନ୍ଦିରର ନିର୍ମାଣ କାର୍ଯ୍ୟରେ ଦେଢ଼ ଶହରୁ ଉର୍ଦ୍ଧ କାରିଗର ସାମିଲ ଥିଲେ। ରାଜ୍ୟ ତଥା ରାଜ୍ୟ ବାହାରର ୧୫୦ ଜଣ ବଛା ବଛା କାରିଗର ୫ ବର୍ଷ ଅକ୍ଲାନ୍ତ ପରିଶ୍ରମ କରି ଭବ୍ୟ ରାମ ମନ୍ଦିର ନିର୍ମାଣ କରିଛନ୍ତି। ଚତୁଃପାର୍ଶ୍ୱ ପାର୍ଶ୍ବ ଦେବାଦେବୀଙ୍କ ମୂର୍ତ୍ତି ସଭିଙ୍କୁ ଆକର୍ଷିତ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର