ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ

The Sakala Picture
Published On

ନୟାଗଡ଼ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଖିମୁଠି ଅନୁକୂଳ କରିଛନ୍ତି। ନୟାଗଡ଼ ବ୍ଳକ ଅନ୍ତର୍ଗତ ବାଲୁଗାଁ ପଞ୍ଚାୟତ ଖେଡ଼ପଡ଼ାଠାର ଅଖିମୁଠି ଅନୁକୁଳ କରି କୃଷି ଓ କୃଷକର ଉନ୍ନତୀ କାମନା କରିଛନ୍ତି। ଜଣେ ଚାଷୀ ବିଲରେ କୃଷି ମନ୍ତ୍ରୀ ପୂଜାର୍ଚ୍ଚନା କରି ଅଖିମୁଠି ଅନୁକୂଳ କରିବା […]

ନୟାଗଡ଼ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଖିମୁଠି ଅନୁକୂଳ କରିଛନ୍ତି। ନୟାଗଡ଼ ବ୍ଳକ ଅନ୍ତର୍ଗତ ବାଲୁଗାଁ ପଞ୍ଚାୟତ ଖେଡ଼ପଡ଼ାଠାର ଅଖିମୁଠି ଅନୁକୁଳ କରି କୃଷି ଓ କୃଷକର ଉନ୍ନତୀ କାମନା କରିଛନ୍ତି। ଜଣେ ଚାଷୀ ବିଲରେ କୃଷି ମନ୍ତ୍ରୀ ପୂଜାର୍ଚ୍ଚନା କରି ଅଖିମୁଠି ଅନୁକୂଳ କରିବା ସହ ନିଜେ ହଳ କରି ବିହନ ବୁଣିଛନ୍ତି ।

ଆହୁରି ପଢ଼ନ୍ତୁ: ଭୁଲ କାହାର ଦଣ୍ଡ ପାଇଲା କିଏ; ମିଛ ଆରେଷ୍ଟକୁ ନେଇ ବଦନାମ ମୁଣ୍ଡାଇଲା ନୟାଗଡ଼ ପୋଲିସ

ଆହୁରି ପଢ଼ନ୍ତୁ: ସତ୍ୟ ଖବର ପ୍ରକାଶ କରିବାରୁ ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା, ଦୈନିକ ସକାଳ ଖବର କାଗଜ ପୋଡ଼ି

ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ବିଜୁ କୃଷକ ଜନତା ଦଳର ସଭାପତି ଜଗନ୍ନାଥ ପଣ୍ଡା, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର କଅଁର ପ୍ରମୁଖ ଯୋଗ ଦେଇଥିଲେ। ଗତବର୍ଷ ରାଜ୍ୟରେ ଫସଲ ଉତ୍ପାଦନ ଅଧିକ ହୋଇଥିବା ବେଳେ ଏବର୍ଷ ମଧ୍ୟ କୃଷକମାନେ ଲାଭବାନ ହେବେ ବୋଲି ଆଶା କରାଯାଉଛି । ଗତକାଲି ରାଜ୍ୟ ସରକାର କାଳିଆ ଯୋଜନାରେ ୪୨ ଲକ୍ଷ କୃଷକଙ୍କ ଖାତାରେ ୯୨୦ କୋଟି ଟଙ୍କା ଜମି କରିଛନ୍ତି। ଏଥିସହିତ ଚାଷୀ ଆମର ଗର୍ବ, ତାଙ୍କ ତ୍ୟାଗର ତୁଳନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

15 May 2021 By The Sakala

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ

ନୟାଗଡ଼ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଖିମୁଠି ଅନୁକୂଳ କରିଛନ୍ତି। ନୟାଗଡ଼ ବ୍ଳକ ଅନ୍ତର୍ଗତ ବାଲୁଗାଁ ପଞ୍ଚାୟତ ଖେଡ଼ପଡ଼ାଠାର ଅଖିମୁଠି ଅନୁକୁଳ କରି କୃଷି ଓ କୃଷକର ଉନ୍ନତୀ କାମନା କରିଛନ୍ତି। ଜଣେ ଚାଷୀ ବିଲରେ କୃଷି ମନ୍ତ୍ରୀ ପୂଜାର୍ଚ୍ଚନା କରି ଅଖିମୁଠି ଅନୁକୂଳ କରିବା ସହ ନିଜେ ହଳ କରି ବିହନ ବୁଣିଛନ୍ତି ।

ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ବିଜୁ କୃଷକ ଜନତା ଦଳର ସଭାପତି ଜଗନ୍ନାଥ ପଣ୍ଡା, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର କଅଁର ପ୍ରମୁଖ ଯୋଗ ଦେଇଥିଲେ। ଗତବର୍ଷ ରାଜ୍ୟରେ ଫସଲ ଉତ୍ପାଦନ ଅଧିକ ହୋଇଥିବା ବେଳେ ଏବର୍ଷ ମଧ୍ୟ କୃଷକମାନେ ଲାଭବାନ ହେବେ ବୋଲି ଆଶା କରାଯାଉଛି । ଗତକାଲି ରାଜ୍ୟ ସରକାର କାଳିଆ ଯୋଜନାରେ ୪୨ ଲକ୍ଷ କୃଷକଙ୍କ ଖାତାରେ ୯୨୦ କୋଟି ଟଙ୍କା ଜମି କରିଛନ୍ତି। ଏଥିସହିତ ଚାଷୀ ଆମର ଗର୍ବ, ତାଙ୍କ ତ୍ୟାଗର ତୁଳନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର