ଭସାଣିବେଳେ ଛୁରାମାଡ଼: ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର

ନବରଙ୍ଗପୁର: ନବରଙ୍ଗପୁର ସହରରେ ଭସାଣି ବେଳେ ଛୁରାମାଡ଼ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ଛୁରାମାଡ଼ରେ ଅନ୍ୟଏକ ଗୋଷ୍ଠୀର ଦୁଇ ନାବାଳକ ଗୁରୁତର ହୋଇଥିଲେ। ଉକ୍ତ ୨ ନାବାଳକଙ୍କୁ ଉଦ୍ଧାର କରାଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ଉକ୍ତ ଦୁଇ ନାବାଳକ ଦଣ୍ଡାସୀ ସାହିର ବୋଲି ଜଣାପଡ଼ିଛି। ଏହି ଘଟଣାରେ ଟାଉନ ପୁଲିସ ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।