ମୋଦି ସରକାର ଦ୍ୱିତୀୟ ପାଳିରେ ପ୍ରଥମ କ୍ୟାବିନେଟ୍ ସମ୍ପ୍ରସାରଣ, ଓଡ଼ିଶାରୁ ୨ ମନ୍ତ୍ରୀ ସାମିଲ ହେବା ନେଇ ସ୍ପଷ୍ଟ

The Sakala Picture
Published On

ନୂଆଦିଲ୍ଲୀ: ମୋଦି ସରକାର ଦ୍ୱିତୀୟ ପାଳିରେ ପ୍ରଥମ କ୍ୟାବିନେଟ୍ ସମ୍ପ୍ରସାରଣ ଆଜି ସନ୍ଧ୍ୟାରେ ହେବାକୁ ଯାଉଛି । ଏହାରି ଭିତରେ ଓଡ଼ିଶାରୁ ମୋଦି ସରକାରଙ୍କ ଦ୍ୱିତୀୟ ସମ୍ପ୍ରସାରଣରେ କିଏ ସ୍ଥାନ ପାଇବେ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କ ନାମ ଆଗକୁ ଆସିଛି । ବିଶ୍ୱେଶ୍ୱର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ନେଇ ସ୍ପଷ୍ଟ ହୋଇଛି । ସେହିପରି ମୋଦିଙ୍କ ନୂଆ ଟିମରେ ସାମିଲ ହେବେ ଅଶ୍ୱିନୀ ବୈଷ୍ଣବ । […]

ନୂଆଦିଲ୍ଲୀ: ମୋଦି ସରକାର ଦ୍ୱିତୀୟ ପାଳିରେ ପ୍ରଥମ କ୍ୟାବିନେଟ୍ ସମ୍ପ୍ରସାରଣ ଆଜି ସନ୍ଧ୍ୟାରେ ହେବାକୁ ଯାଉଛି । ଏହାରି ଭିତରେ ଓଡ଼ିଶାରୁ ମୋଦି ସରକାରଙ୍କ ଦ୍ୱିତୀୟ ସମ୍ପ୍ରସାରଣରେ କିଏ ସ୍ଥାନ ପାଇବେ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କ ନାମ ଆଗକୁ ଆସିଛି । ବିଶ୍ୱେଶ୍ୱର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ନେଇ ସ୍ପଷ୍ଟ ହୋଇଛି ।

ଆହୁରି ପଢ଼ନ୍ତୁ: ମହୁମାଛି ଆକ୍ରମଣରୁ ରକ୍ଷା ପାଇବାକୁ ଯାଇ ପାଣିରେ ବୁଡି ଯୁବକ ମୃତ

ସେହିପରି ମୋଦିଙ୍କ ନୂଆ ଟିମରେ ସାମିଲ ହେବେ ଅଶ୍ୱିନୀ ବୈଷ୍ଣବ । ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଘରେ ଅଛନ୍ତି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ । ବିଜେଡି ସମର୍ଥନରେ ବିଜେପିରୁ ରାଜ୍ୟସଭା ଯାଇଛନ୍ତି ପୂର୍ବତନ ଓଡ଼ିଶା କ୍ୟାଡର IAS ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀ ବୈଷ୍ଣବ ଜଣେ ଦକ୍ଷ ପ୍ରଶାସକ ଭାବେ ଓଡ଼ିଶାରେ କାର୍ଯ୍ଯଦକ୍ଷତା ଦେଖାଇ ସାରିଛନ୍ତି । ରାଜ୍ୟସଭା ସାଂସଦ ଆଉ ଏବେ ମନ୍ତ୍ରୀ ପଦ ମିଳିବା ସ୍ପଷ୍ଟ ହୋଇଛି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ବିଭାଗ SSB ପକ୍ଷରୁ ପିଜି ପ୍ରବେଶିକା ପରୀକ୍ଷା ସୂଚୀ ପ୍ରକାଶିତ, ମେ' ୫ରୁ ୧୬ ପର୍ଯ୍ୟନ୍ତ ହେବ ପରୀକ୍ଷା

07 Jul 2021 By The Sakala

ମୋଦି ସରକାର ଦ୍ୱିତୀୟ ପାଳିରେ ପ୍ରଥମ କ୍ୟାବିନେଟ୍ ସମ୍ପ୍ରସାରଣ, ଓଡ଼ିଶାରୁ ୨ ମନ୍ତ୍ରୀ ସାମିଲ ହେବା ନେଇ ସ୍ପଷ୍ଟ

ନୂଆଦିଲ୍ଲୀ: ମୋଦି ସରକାର ଦ୍ୱିତୀୟ ପାଳିରେ ପ୍ରଥମ କ୍ୟାବିନେଟ୍ ସମ୍ପ୍ରସାରଣ ଆଜି ସନ୍ଧ୍ୟାରେ ହେବାକୁ ଯାଉଛି । ଏହାରି ଭିତରେ ଓଡ଼ିଶାରୁ ମୋଦି ସରକାରଙ୍କ ଦ୍ୱିତୀୟ ସମ୍ପ୍ରସାରଣରେ କିଏ ସ୍ଥାନ ପାଇବେ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କ ନାମ ଆଗକୁ ଆସିଛି । ବିଶ୍ୱେଶ୍ୱର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ନେଇ ସ୍ପଷ୍ଟ ହୋଇଛି ।

ସେହିପରି ମୋଦିଙ୍କ ନୂଆ ଟିମରେ ସାମିଲ ହେବେ ଅଶ୍ୱିନୀ ବୈଷ୍ଣବ । ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଘରେ ଅଛନ୍ତି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ । ବିଜେଡି ସମର୍ଥନରେ ବିଜେପିରୁ ରାଜ୍ୟସଭା ଯାଇଛନ୍ତି ପୂର୍ବତନ ଓଡ଼ିଶା କ୍ୟାଡର IAS ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀ ବୈଷ୍ଣବ ଜଣେ ଦକ୍ଷ ପ୍ରଶାସକ ଭାବେ ଓଡ଼ିଶାରେ କାର୍ଯ୍ଯଦକ୍ଷତା ଦେଖାଇ ସାରିଛନ୍ତି । ରାଜ୍ୟସଭା ସାଂସଦ ଆଉ ଏବେ ମନ୍ତ୍ରୀ ପଦ ମିଳିବା ସ୍ପଷ୍ଟ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର