ଡାହାଣୀ ସନ୍ଦେହରେ ମହିଳାଙ୍କୁ ନୃଶଂସ ହତ୍ୟା ଅଭିଯୋଗ

The Sakala Picture
Published On

ବାରିପଦା: ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ନୃଶଂସ ଭାବେ ହତ୍ୟା ଅଭିଯୋଗ ହୋଇଛି । ରକ୍ତ ସମ୍ପର୍କକୁ ଭୁଲିଯାଇ ମହିଳାଙ୍କ ଭାଇ ଓ ପୁତୁରା ମିଶି ହତ୍ୟା କରିଥିବା ନେଇ ମୃତା ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଲୋମଟାଙ୍କୁରା ଘଟଣା ଜିଲ୍ଲାର ଝାରପୋଖରିଆ ଥାନା ଅଧୀନ ଲହଣ୍ଡାକୋଚା ଗାଁରେ ଘଟିଛି। ମୃତ ମହିଳା ଜଣକ ହେଲେ ଉକ୍ତ ଗ୍ରାମର ବୋଲାଇ ମୁର୍ମୁଙ୍କ ସ୍ତ୍ରୀ ମିନତୀ। ଅଭିଯୋଗ ଅନୁଯାୟୀ, ସମ୍ପର୍କୀୟ ମାନେ ମିନତୀଙ୍କୁ ଡାହାଣୀ ସନ୍ଦେହ […]

ବାରିପଦା: ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ନୃଶଂସ ଭାବେ ହତ୍ୟା ଅଭିଯୋଗ ହୋଇଛି । ରକ୍ତ ସମ୍ପର୍କକୁ ଭୁଲିଯାଇ ମହିଳାଙ୍କ ଭାଇ ଓ ପୁତୁରା ମିଶି ହତ୍ୟା କରିଥିବା ନେଇ ମୃତା ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଲୋମଟାଙ୍କୁରା ଘଟଣା ଜିଲ୍ଲାର ଝାରପୋଖରିଆ ଥାନା ଅଧୀନ ଲହଣ୍ଡାକୋଚା ଗାଁରେ ଘଟିଛି। ମୃତ ମହିଳା ଜଣକ ହେଲେ ଉକ୍ତ ଗ୍ରାମର ବୋଲାଇ ମୁର୍ମୁଙ୍କ ସ୍ତ୍ରୀ ମିନତୀ।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

ଅଭିଯୋଗ ଅନୁଯାୟୀ, ସମ୍ପର୍କୀୟ ମାନେ ମିନତୀଙ୍କୁ ଡାହାଣୀ ସନ୍ଦେହ କରିଥିଲେ। ଯାହାକୁ ନେଇ ବୁଧବାର ବିଳମ୍ବିତ ରାତିରେ ଭାଇ ଓ ପୁତୁରା ମିଶି ମିନତୀଙ୍କୁ ହତ୍ୟା କରିଥିଲେ। ଖବର ପାଇ ଝାରପୋଖରିଆ ଥାନା ଅଧିକାରୀ ମୃତ୍ୟଞ୍ଜୟ ପ୍ରଧାନ ସାଇଣ୍ଟିଫିକ ଟିମ ସହିତ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

18 Jan 2024 By The Sakala

ଡାହାଣୀ ସନ୍ଦେହରେ ମହିଳାଙ୍କୁ ନୃଶଂସ ହତ୍ୟା ଅଭିଯୋଗ

ବାରିପଦା: ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ନୃଶଂସ ଭାବେ ହତ୍ୟା ଅଭିଯୋଗ ହୋଇଛି । ରକ୍ତ ସମ୍ପର୍କକୁ ଭୁଲିଯାଇ ମହିଳାଙ୍କ ଭାଇ ଓ ପୁତୁରା ମିଶି ହତ୍ୟା କରିଥିବା ନେଇ ମୃତା ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଲୋମଟାଙ୍କୁରା ଘଟଣା ଜିଲ୍ଲାର ଝାରପୋଖରିଆ ଥାନା ଅଧୀନ ଲହଣ୍ଡାକୋଚା ଗାଁରେ ଘଟିଛି। ମୃତ ମହିଳା ଜଣକ ହେଲେ ଉକ୍ତ ଗ୍ରାମର ବୋଲାଇ ମୁର୍ମୁଙ୍କ ସ୍ତ୍ରୀ ମିନତୀ।

ଅଭିଯୋଗ ଅନୁଯାୟୀ, ସମ୍ପର୍କୀୟ ମାନେ ମିନତୀଙ୍କୁ ଡାହାଣୀ ସନ୍ଦେହ କରିଥିଲେ। ଯାହାକୁ ନେଇ ବୁଧବାର ବିଳମ୍ବିତ ରାତିରେ ଭାଇ ଓ ପୁତୁରା ମିଶି ମିନତୀଙ୍କୁ ହତ୍ୟା କରିଥିଲେ। ଖବର ପାଇ ଝାରପୋଖରିଆ ଥାନା ଅଧିକାରୀ ମୃତ୍ୟଞ୍ଜୟ ପ୍ରଧାନ ସାଇଣ୍ଟିଫିକ ଟିମ ସହିତ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।

https://www.thesakala.in/latest-odisha-news/mayurbhanj/woman-was-brutally-murdered-on-suspicion-of-black-majic/article-29233
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର