ଶିମିଳିପାଳରେ ପୁଣି ଏକ ହାତୀ ଶାବକର ମୃତ୍ୟୁ

The Sakala Picture
Published On

ବାରିପଦା: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ଶିମିଳିପାଳ ଜାତୀୟ ଉଦ୍ୟାନରେ ମଙ୍ଗଳବାର ଗୋଟିଏ ମାଈ ହାତୀର ମୃତ୍ୟୁର ୨୪ଘଣ୍ଟା ନ ପୁରୁଣୁ ବୁଧବାର ଏକ ହାତୀ ଶାବକର ମୃତ୍ୟୁ ଘଟିଥିବା ଖବର ମିଳିଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ(ଦକ୍ଷିଣ) ବନଖଣ୍ଡର ପୋଡ଼ାଡ଼ିହା ରେଞ୍ଜ ଜଙ୍ଗଲରେ ହାତୀ ଶାବକ ମୃତଦେହକୁ ବନକର୍ମଚାରୀ ଦେଖିବାକୁ ପାଇଥିଲେ। ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ବ୍ୟବଚ୍ଛେଦ ପରେ ଘଟଣାସ୍ଥଳରେ ଦାହ କରାଯାଇଛି। ଶାବକଟି ବୟସ ୪ରୁ ୬ମାସ ହେବ ଓ ସେ ହାତୀପଲରୁ […]

ବାରିପଦା: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ଶିମିଳିପାଳ ଜାତୀୟ ଉଦ୍ୟାନରେ ମଙ୍ଗଳବାର ଗୋଟିଏ ମାଈ ହାତୀର ମୃତ୍ୟୁର ୨୪ଘଣ୍ଟା ନ ପୁରୁଣୁ ବୁଧବାର ଏକ ହାତୀ ଶାବକର ମୃତ୍ୟୁ ଘଟିଥିବା ଖବର ମିଳିଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ(ଦକ୍ଷିଣ) ବନଖଣ୍ଡର ପୋଡ଼ାଡ଼ିହା ରେଞ୍ଜ ଜଙ୍ଗଲରେ ହାତୀ ଶାବକ ମୃତଦେହକୁ ବନକର୍ମଚାରୀ ଦେଖିବାକୁ ପାଇଥିଲେ। ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ବ୍ୟବଚ୍ଛେଦ ପରେ ଘଟଣାସ୍ଥଳରେ ଦାହ କରାଯାଇଛି। ଶାବକଟି ବୟସ ୪ରୁ ୬ମାସ ହେବ ଓ ସେ ହାତୀପଲରୁ ବିଚ୍ଛିନ୍ନ ହେବା ପରେ ରୋଗଗ୍ରସ୍ତ ହୋଇ ମୃତ୍ୟୁ ଘଟିଥିବା ନେଇ ପ୍ରକଳ୍ପ ଉପନିର୍ଦେଶକ ଯଜ୍ଞଦତ୍ତ ପତି କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

13 May 2021 By The Sakala

ଶିମିଳିପାଳରେ ପୁଣି ଏକ ହାତୀ ଶାବକର ମୃତ୍ୟୁ

ବାରିପଦା: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ଶିମିଳିପାଳ ଜାତୀୟ ଉଦ୍ୟାନରେ ମଙ୍ଗଳବାର ଗୋଟିଏ ମାଈ ହାତୀର ମୃତ୍ୟୁର ୨୪ଘଣ୍ଟା ନ ପୁରୁଣୁ ବୁଧବାର ଏକ ହାତୀ ଶାବକର ମୃତ୍ୟୁ ଘଟିଥିବା ଖବର ମିଳିଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ(ଦକ୍ଷିଣ) ବନଖଣ୍ଡର ପୋଡ଼ାଡ଼ିହା ରେଞ୍ଜ ଜଙ୍ଗଲରେ ହାତୀ ଶାବକ ମୃତଦେହକୁ ବନକର୍ମଚାରୀ ଦେଖିବାକୁ ପାଇଥିଲେ। ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ବ୍ୟବଚ୍ଛେଦ ପରେ ଘଟଣାସ୍ଥଳରେ ଦାହ କରାଯାଇଛି। ଶାବକଟି ବୟସ ୪ରୁ ୬ମାସ ହେବ ଓ ସେ ହାତୀପଲରୁ ବିଚ୍ଛିନ୍ନ ହେବା ପରେ ରୋଗଗ୍ରସ୍ତ ହୋଇ ମୃତ୍ୟୁ ଘଟିଥିବା ନେଇ ପ୍ରକଳ୍ପ ଉପନିର୍ଦେଶକ ଯଜ୍ଞଦତ୍ତ ପତି କହିଛନ୍ତି।

https://www.thesakala.in/latest-odisha-news/mayurbhanj/another-elephant-calf-died/article-2138
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର