ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ: ଗଞ୍ଜାମ ଜିଲ୍ଲାପାଳ ହେଲେ ବିଏମସି କମିଶନର, ନିଖିଲ ପବନ କଲ୍ଯାଣ ସିଏମସି କମିଶନର
ଭୁବନେଶ୍ବର : ରାଜ୍ୟରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବିଏମସି କମିଶନର ନିଯୁକ୍ତ ହୋଇଛନ୍ତି। ନିଖିଲ ପବନ କଲ୍ଯାଣ ସିଏମସି କମିଶନର ହୋଇଛନ୍ତି। ସମ୍ବଳପୁର ଜିଲ୍ଲା ପାଳ ଦାୟିତ୍ବ ତୁଲାଇବେ ଅନନ୍ୟା ଦାସ। ଜେ.ସୋନାଲ ବ୍ରହ୍ମପୁର ମହାନଗର ନିଗମ କମିଶନର ଦାୟିତ୍ବ ତୁଲାଇବେ। ସେହିପରି, ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ସାମଲ ହେଲେ ଜଳ ସଂପଦ ଯୁଗ୍ମ ସଚିବ। ଗାଭାଲି ପରାଗ ହର୍ଷଦଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଦାୟିତ୍ବ ତୁଲାଇବେ। […]
ଭୁବନେଶ୍ବର : ରାଜ୍ୟରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବିଏମସି କମିଶନର ନିଯୁକ୍ତ ହୋଇଛନ୍ତି। ନିଖିଲ ପବନ କଲ୍ଯାଣ ସିଏମସି କମିଶନର ହୋଇଛନ୍ତି। ସମ୍ବଳପୁର ଜିଲ୍ଲା ପାଳ ଦାୟିତ୍ବ ତୁଲାଇବେ ଅନନ୍ୟା ଦାସ। ଜେ.ସୋନାଲ ବ୍ରହ୍ମପୁର ମହାନଗର ନିଗମ କମିଶନର ଦାୟିତ୍ବ ତୁଲାଇବେ।
ସେହିପରି, ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ସାମଲ ହେଲେ ଜଳ ସଂପଦ ଯୁଗ୍ମ ସଚିବ। ଗାଭାଲି ପରାଗ ହର୍ଷଦଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଦାୟିତ୍ବ ତୁଲାଇବେ। ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ହେଲେ ବାଲେଶ୍ୱର ଜିଲ୍ଲାପାଳ। ସୋମେଶ କୁମାର ଉପାଧ୍ୟାୟ ହେଲେ ଦେବଗଡ଼ ଜିଲ୍ଲାପଳ। ସ୍ୱଧା ଦେବସିଂ ହେଲେ ରାୟଗଡ଼ା ଜିଲ୍ଲାପାଳ । ଦିବ୍ୟଜ୍ୟୋତି ପରିଡ଼ା ହେଲେ ଗଂଜାମ ଜିଲ୍ଲାପାଳ । ସିଦ୍ଧେଶ୍ୱର ବଳିରାମ ବୋନ୍ଦର ହେଲେ ଭଦ୍ରକ ଜିଲ୍ଲାପାଳ। କେ.ସୁଦର୍ଶନ ଚକ୍ରବର୍ତ୍ତି ହେଲେ ଖୋର୍ଦ୍ଧା ଜିଲାପାଳ। କନ୍ଧମାଳ ଜିଲାପାଳ ହେଲେ ଓଏସଏମ୍ସିଏଲ ପରିଚାଳନା ନିର୍ଦେଶକ। ସୂର୍ଯ୍ୟବଂଶୀ ମୟୂର ବିକାଶ ହେଲେ ଭୁବନେଶ୍ବର ମହାନଗର ନିଗମ ଅତିରିକ୍ତ କମିଶନର। ପି.ଅନ୍ବେଷା ରେଡ୍ଡୀ ହେଲେ କଳାହାଣ୍ଡି ଜିଲାପାଳ। ହେମକାନ୍ତ ସାଏ ହେଲେ ନୂଆପଡ଼ା ଜିଲାପାଳ।
ମଧୁସ୍ମିତା ସାହୁଙ୍କୁ ରାଜସ୍ୱ ବିଭାଗ ଯୁଗ୍ମ ସଚିବ ଦାୟିତ୍ବ ମିଳିଛି। ସରୋଜ କୁମାର ମିଶ୍ର ହେଲେ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ। ତ୍ରିଲୋଚନ ମାଝୀ ହେଲେ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ। ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ କୃଷି ନିର୍ଦେଶକଦାୟିତ୍ବ ମିଳିଛି। କୀର୍ତ୍ତି ଭାସନ ହେଲେ ଗଞ୍ଜାମ ପିଡି ଡିଆରଡିଏ। ସଂଗ୍ରମା ମହାପାତ୍ର ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ନିର୍ଦେଶକ ଦାୟିତ୍ବ ତୁଲାଇବେ। ଅକ୍ଷୟ ସୁନୀଲ ଅଗ୍ରୱାଲ ହେଲେ ଜିଏ ବିଭାଗ ଅନୁସଚିବ। ସୁଧାଂଶୁ ସାମଲ ହେଲେ ଜଳ ସମ୍ପଦ ବିଭାଗ ଯୁଗ୍ମ ସଚିବ।