ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ନନ୍ଦନକାନନକୁ ଆସିଲା ନୂଆ ଅତିଥି, ମା’ ହେଲା ସିଂହୀ ‘ବିଜଲୀ’

The Sakala Picture
Published On

ଭୁବନେଶ୍ୱର: : ବହୁଦିନର ଅପେକ୍ଷା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହର ବଂଶବୃଦ୍ଧି ହୋଇଛି। ମାତୃତ୍ୱ ଲାଭ କରିଛି ସିଂହୀ ‘ବିଜଲୀ’ । ଆଜି ସେ ତିନୋଟି ଛୁଆ ଜନ୍ମ ଦେଇଛି। ସେଥିରୁ ଗୋଟିଏ ନବଜାତ ସିଂହର ମୃତ୍ୟୁ ଘଟିଛି । ସିଂହ ସଫାରୀର ଏକ ସ୍ୱତନ୍ତ୍ର ସେଲରେ ଅଛି ବିଜଲୀ । ମେଡିକାଲ ଅଫିସର ଓ ନନ୍ଦନକାନନ କର୍ମଚାରୀ ତା ଉପରେ ୨୪ ଘଣ୍ଟିଆ ସିସିଟିଭିରୁ ନଜର ରଖିଛନ୍ତି । ଭୋର ୨.୪୩ ମିନିଟରେ ପ୍ରଥମ […]

ଭୁବନେଶ୍ୱର: : ବହୁଦିନର ଅପେକ୍ଷା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହର ବଂଶବୃଦ୍ଧି ହୋଇଛି। ମାତୃତ୍ୱ ଲାଭ କରିଛି ସିଂହୀ ‘ବିଜଲୀ’ । ଆଜି ସେ ତିନୋଟି ଛୁଆ ଜନ୍ମ ଦେଇଛି। ସେଥିରୁ ଗୋଟିଏ ନବଜାତ ସିଂହର ମୃତ୍ୟୁ ଘଟିଛି । ସିଂହ ସଫାରୀର ଏକ ସ୍ୱତନ୍ତ୍ର ସେଲରେ ଅଛି ବିଜଲୀ । ମେଡିକାଲ ଅଫିସର ଓ ନନ୍ଦନକାନନ କର୍ମଚାରୀ ତା ଉପରେ ୨୪ ଘଣ୍ଟିଆ ସିସିଟିଭିରୁ ନଜର ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ଶଙ୍ଖ ଭବନରେ ବିଜେଡିର ସାଂଗଠନିକ ସମୀକ୍ଷା: ୭୦ ନିର୍ବାଚନମଣ୍ଡଳୀ ନେତାଙ୍କ ସହ ନବୀନଙ୍କ ଆଲୋଚନା

ଭୋର ୨.୪୩ ମିନିଟରେ ପ୍ରଥମ ଛୁଆକୁ ଜନ୍ମ ଦେଇଥିଲା ବିଜଲୀ। ୩ଟା ୧୨ରେ ଦ୍ୱିତୀୟ ଓ ୩ଟା ୩୮ ମିନିଟରେ ତୃତୀୟ ଶାବକକୁ ଜନ୍ମ ଦେଇଥିଲା । ଗତ ଏପ୍ରିଲ ମାସରେ ବିଳସପୁର ଚିଡିଆଖାନାରୁ ଆସିଥିବା ପୁରୁଷ ସିଂହ ସମ୍ରାଟ ସହ ସିଂହୀ ବିଜଲିର ମିଳନ କରାଯାଇଥିଲା । ଗତବର୍ଷ ଡିସେମ୍ବରରେ କମଳା ନେହେରୁ ଚିଡିଆଖାନାରୁ ଆସିଥିଲା ସିଂହୀ ବିଜଲୀ।

ଆହୁରି ପଢ଼ନ୍ତୁ: ଦ୍ରୁତଗତିରେ ଆସି ହାଇୱାକୁ ପଛପଟୁ ଜୋରଦାର ଧକ୍କା ଦେଲା BMW କାର୍, ଦୁଇ ମୃତ

ବର୍ତ୍ତମାନ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ପ୍ରାଣୀ ଉଦ୍ୟାନରେ ୩ଟି ପ୍ରଜାତିର ୧୬ଟି ସିଂହ ଓ ସିଂହୀ ଅଛନ୍ତି। ୨୦୦୪ ମସିହା ପରଠାରୁ ନନ୍ଦନକାନନରେ ସିଂହ ବଂଶ ବୃଦ୍ଧି ପାଇ ନ ଥିଲା।

ଆହୁରି ପଢ଼ନ୍ତୁ: 'ସୋମନାଥ ସ୍ୱାଭିମାନ ଯାତ୍ରା ୨୦୨୬'ର ଶୁଭାରମ୍ଭ, ଗୁଜରାଟ ଅଭିମୁଖେ ବାହାରିଲେ ୧୧୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

21 Jul 2021 By The Sakala

ନନ୍ଦନକାନନକୁ ଆସିଲା ନୂଆ ଅତିଥି, ମା’ ହେଲା ସିଂହୀ ‘ବିଜଲୀ’

ଭୁବନେଶ୍ୱର: : ବହୁଦିନର ଅପେକ୍ଷା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହର ବଂଶବୃଦ୍ଧି ହୋଇଛି। ମାତୃତ୍ୱ ଲାଭ କରିଛି ସିଂହୀ ‘ବିଜଲୀ’ । ଆଜି ସେ ତିନୋଟି ଛୁଆ ଜନ୍ମ ଦେଇଛି। ସେଥିରୁ ଗୋଟିଏ ନବଜାତ ସିଂହର ମୃତ୍ୟୁ ଘଟିଛି । ସିଂହ ସଫାରୀର ଏକ ସ୍ୱତନ୍ତ୍ର ସେଲରେ ଅଛି ବିଜଲୀ । ମେଡିକାଲ ଅଫିସର ଓ ନନ୍ଦନକାନନ କର୍ମଚାରୀ ତା ଉପରେ ୨୪ ଘଣ୍ଟିଆ ସିସିଟିଭିରୁ ନଜର ରଖିଛନ୍ତି ।

ଭୋର ୨.୪୩ ମିନିଟରେ ପ୍ରଥମ ଛୁଆକୁ ଜନ୍ମ ଦେଇଥିଲା ବିଜଲୀ। ୩ଟା ୧୨ରେ ଦ୍ୱିତୀୟ ଓ ୩ଟା ୩୮ ମିନିଟରେ ତୃତୀୟ ଶାବକକୁ ଜନ୍ମ ଦେଇଥିଲା । ଗତ ଏପ୍ରିଲ ମାସରେ ବିଳସପୁର ଚିଡିଆଖାନାରୁ ଆସିଥିବା ପୁରୁଷ ସିଂହ ସମ୍ରାଟ ସହ ସିଂହୀ ବିଜଲିର ମିଳନ କରାଯାଇଥିଲା । ଗତବର୍ଷ ଡିସେମ୍ବରରେ କମଳା ନେହେରୁ ଚିଡିଆଖାନାରୁ ଆସିଥିଲା ସିଂହୀ ବିଜଲୀ।

ବର୍ତ୍ତମାନ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ପ୍ରାଣୀ ଉଦ୍ୟାନରେ ୩ଟି ପ୍ରଜାତିର ୧୬ଟି ସିଂହ ଓ ସିଂହୀ ଅଛନ୍ତି। ୨୦୦୪ ମସିହା ପରଠାରୁ ନନ୍ଦନକାନନରେ ସିଂହ ବଂଶ ବୃଦ୍ଧି ପାଇ ନ ଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର