ମାଟି ଅତଡ଼ା ଧସି ଫସିଗଲେ ୩ ଶ୍ରମିକ
ଗଂଜାମ: କାର୍ଯ୍ୟ ଚାଲିଥିଲା ବେଳେ ହଠାତ ବାଜିରେ ଲଗିଲା ଜୀବନ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ସାଇଟ ୱାଲ ନିର୍ମାଣ ବେଳେ ମାଟି ଅତଡ଼ା ଧସି ତିନି ଶ୍ରମିକ ମାଟି ତଳେ ଫସି ରହିଥିବା ସୂଚନା । ସେପଟେ ଘଟଣା ବିଷୟରେ ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଛି ଉଦ୍ଧାର କାର୍ଯ୍ୟ ଜାରି ରଖିଛିନ୍ତି । ସାଇଟ ୱାଲ କାର୍ଯ୍ୟ ଚାଲିଥିଲା […]
ଗଂଜାମ: କାର୍ଯ୍ୟ ଚାଲିଥିଲା ବେଳେ ହଠାତ ବାଜିରେ ଲଗିଲା ଜୀବନ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ସାଇଟ ୱାଲ ନିର୍ମାଣ ବେଳେ ମାଟି ଅତଡ଼ା ଧସି ତିନି ଶ୍ରମିକ ମାଟି ତଳେ ଫସି ରହିଥିବା ସୂଚନା ।
ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ବେତନଟୀ ଆର ଆଣ୍ଡ ବି ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୦ଟି ଠିକଣାରେ ଚଢ଼ାଉ
ସେପଟେ ଘଟଣା ବିଷୟରେ ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଛି ଉଦ୍ଧାର କାର୍ଯ୍ୟ ଜାରି ରଖିଛିନ୍ତି । ସାଇଟ ୱାଲ କାର୍ଯ୍ୟ ଚାଲିଥିଲା ବେଳେ ମାଟି ଅତଡ଼ା ଧସି ଯାଇଥିଲା ।ଫଳରେ ଆଖି ପିଛୁଳାକେ କାର୍ଯ୍ୟ କରୁଥିବା ଶ୍ରମିକ ମୁକୁଳି ଆସିବାରେ ବିଫଳ ହୋଇଥିଲେ । ଫଳରେ ମାଟି ତଳେ ଚାପି ହୋଇ ରହିଥଛିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ସମସ୍ତ ଶ୍ରମିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ।






