ଜୟପୁରରେ ଚାଞ୍ଚଲ୍ୟ: ବନ୍ଦ ଘରୁ ସ୍ବାମୀ, ସ୍ତ୍ରୀ ଓ ଶିଶୁକନ୍ୟାର ମୃତଦେହ ଉଦ୍ଧାର

The Sakala Picture
Published On

ଜୟପୁର: ଜୟପୁରରେ ଚାଞ୍ଚଲ୍ୟ। ଲକ୍ଷ୍ମୀପୁର ଥାନା ଆନ୍ତର୍ଗତ ତୋୟାପୁଟ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବନ୍ଦ ଘରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ମୃତଦେହ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ଏଥିରେ ସ୍ବାମୀ, ସ୍ତ୍ରୀ ଓ ୨ ବର୍ଷର ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ସ୍ତ୍ରୀ ଓ ଝିଅକୁ ହତ୍ୟାପରେ ସ୍ବାମୀର ଆତ୍ମହତ୍ୟା ସନ୍ଦେହ କରାଯାଉଛି। ତେବେ ମୃତ୍ଯୁର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ଖବର ପାଇ ଘଟଣା […]

ଜୟପୁର: ଜୟପୁରରେ ଚାଞ୍ଚଲ୍ୟ। ଲକ୍ଷ୍ମୀପୁର ଥାନା ଆନ୍ତର୍ଗତ ତୋୟାପୁଟ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବନ୍ଦ ଘରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ମୃତଦେହ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ଏଥିରେ ସ୍ବାମୀ, ସ୍ତ୍ରୀ ଓ ୨ ବର୍ଷର ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ସ୍ତ୍ରୀ ଓ ଝିଅକୁ ହତ୍ୟାପରେ ସ୍ବାମୀର ଆତ୍ମହତ୍ୟା ସନ୍ଦେହ କରାଯାଉଛି। ତେବେ ମୃତ୍ଯୁର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

12 Feb 2023 By The Sakala

ଜୟପୁରରେ ଚାଞ୍ଚଲ୍ୟ: ବନ୍ଦ ଘରୁ ସ୍ବାମୀ, ସ୍ତ୍ରୀ ଓ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ଜୟପୁର: ଜୟପୁରରେ ଚାଞ୍ଚଲ୍ୟ। ଲକ୍ଷ୍ମୀପୁର ଥାନା ଆନ୍ତର୍ଗତ ତୋୟାପୁଟ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବନ୍ଦ ଘରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ମୃତଦେହ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ଏଥିରେ ସ୍ବାମୀ, ସ୍ତ୍ରୀ ଓ ୨ ବର୍ଷର ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ସ୍ତ୍ରୀ ଓ ଝିଅକୁ ହତ୍ୟାପରେ ସ୍ବାମୀର ଆତ୍ମହତ୍ୟା ସନ୍ଦେହ କରାଯାଉଛି। ତେବେ ମୃତ୍ଯୁର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର