ପିକଅପ ଭ୍ୟାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ଗିରଫ

The Sakala Picture
Published On

ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ପୁଲିସ ପକ୍ଷରୁ ୧୬ନଂ ଜାତୀୟ ରାଜପଥର ଛତ୍ରମା ଛକରେ ଚଢ଼ାଉ କରି ଗଞ୍ଜେଇ ଭର୍ତି ପିକଅପ ଭ୍ୟାନ ସମେତ ୨ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ଵୟ ହେଲେ ଡେଲାଙ୍ଗ ଆକୋଇ ଗାଁ ର ଶ୍ରୀଧର ପାତ୍ର(୬୬) ଏବଂ ଗଜପତି ବୁଦୁଣୀ ଗାଁ ର ସୁଜୟ ମଲିକ(୨୯) । ସୂଚନା ଅନୁଯାୟୀ, ଏକ ଗଞ୍ଜେଇ ବୋଝେଇ ଗାଡି ଗଜପତିରୁ ପୁରୀ ଆସୁଥିବା ବେଶେଷ ସୂତ୍ରରୁ ଅବକାରୀ ପୁଲିସ ଖବର ପାଇଥିଲା । ଅବକାରୀ ସୁପରିଟେଣ୍ଡେଣ୍ଟ […]

ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ପୁଲିସ ପକ୍ଷରୁ ୧୬ନଂ ଜାତୀୟ ରାଜପଥର ଛତ୍ରମା ଛକରେ ଚଢ଼ାଉ କରି ଗଞ୍ଜେଇ ଭର୍ତି ପିକଅପ ଭ୍ୟାନ ସମେତ ୨ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ଵୟ ହେଲେ ଡେଲାଙ୍ଗ ଆକୋଇ ଗାଁ ର ଶ୍ରୀଧର ପାତ୍ର(୬୬) ଏବଂ ଗଜପତି ବୁଦୁଣୀ ଗାଁ ର ସୁଜୟ ମଲିକ(୨୯) ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ସୂଚନା ଅନୁଯାୟୀ, ଏକ ଗଞ୍ଜେଇ ବୋଝେଇ ଗାଡି ଗଜପତିରୁ ପୁରୀ ଆସୁଥିବା ବେଶେଷ ସୂତ୍ରରୁ ଅବକାରୀ ପୁଲିସ ଖବର ପାଇଥିଲା । ଅବକାରୀ ସୁପରିଟେଣ୍ଡେଣ୍ଟ ଝସକେତନ ବରିହାଙ୍କ ନିର୍ଦେଶ କ୍ରମେ ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ କୁମାର ସାହୁଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ ଛତ୍ରମା ନିକଟରେ ଛପି ରହିଥିଲେ। ଉକ୍ତ ଗାଡିକୁ ଦେଖିବା ମାତ୍ରେ ଅଟକାଇ ଥିଲେ । ଗାଡି ଯାଞ୍ଚ ସମୟରେ ଗଞ୍ଜେଇ ଥିବା ଜାଣିଥିଲେ । ପରେ ଏହି ଘଟାଣରେ ୨ଜଣଙ୍କୁ ଅବକାରୀ ପୁଲିସ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

04 Aug 2022 By The Sakala

ପିକଅପ ଭ୍ୟାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ପୁଲିସ ପକ୍ଷରୁ ୧୬ନଂ ଜାତୀୟ ରାଜପଥର ଛତ୍ରମା ଛକରେ ଚଢ଼ାଉ କରି ଗଞ୍ଜେଇ ଭର୍ତି ପିକଅପ ଭ୍ୟାନ ସମେତ ୨ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ଵୟ ହେଲେ ଡେଲାଙ୍ଗ ଆକୋଇ ଗାଁ ର ଶ୍ରୀଧର ପାତ୍ର(୬୬) ଏବଂ ଗଜପତି ବୁଦୁଣୀ ଗାଁ ର ସୁଜୟ ମଲିକ(୨୯) ।

ସୂଚନା ଅନୁଯାୟୀ, ଏକ ଗଞ୍ଜେଇ ବୋଝେଇ ଗାଡି ଗଜପତିରୁ ପୁରୀ ଆସୁଥିବା ବେଶେଷ ସୂତ୍ରରୁ ଅବକାରୀ ପୁଲିସ ଖବର ପାଇଥିଲା । ଅବକାରୀ ସୁପରିଟେଣ୍ଡେଣ୍ଟ ଝସକେତନ ବରିହାଙ୍କ ନିର୍ଦେଶ କ୍ରମେ ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ କୁମାର ସାହୁଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ ଛତ୍ରମା ନିକଟରେ ଛପି ରହିଥିଲେ। ଉକ୍ତ ଗାଡିକୁ ଦେଖିବା ମାତ୍ରେ ଅଟକାଇ ଥିଲେ । ଗାଡି ଯାଞ୍ଚ ସମୟରେ ଗଞ୍ଜେଇ ଥିବା ଜାଣିଥିଲେ । ପରେ ଏହି ଘଟାଣରେ ୨ଜଣଙ୍କୁ ଅବକାରୀ ପୁଲିସ ଗିରଫ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର